ଜାତୀୟ

କମଲନାଥଙ୍କୁ ଦଳବଦଳ ଭୟ

ଭୋପାଳ,୨୯ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ କେବଳ କେନ୍ଦ୍ରୀୟ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିନାହିଁ, ବରଂ ଏହାର ପ୍ରଭାବ ରାଜ୍ୟ ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି। ୫ ମାସ ତଳେ ଭାଜପାଠାରୁ କ୍ଷମତା ଛଡ଼ାଇନେଇ ମଧ୍ୟପ୍ରଦେଶରେ ସରକାର ଗଠନ…

ଫିଲ୍ମ ଅନ୍ଦାଜରେ କମ୍ପାନୀରେ ହଙ୍ଗାମା କଲେ ଯୁବତୀ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜହାଁଗିରପୁରୀରେ ରହୁଥିବା ଜଣେ ଯୁବତୀଙ୍କୁ ନିଜ ଅଫିସରେ ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ସେକ୍ଟର-୧୮ ସ୍ଥିତ ଥିବା ଏକ କନଷ୍ଟ୍ରକସନ୍‌ କମ୍ପାନୀ ଜିଆର ଇମ୍ଫ୍ରାରେ ଯୁବତୀ ଜଣଙ୍କ କାର୍ଯ୍ୟରତ ଥିଲେ। ଡ୍ରାଫ୍ଟସ୍‌ମ୍ୟାନ ପଦରେ ୬ ମାସ ପାଇଁ ଟ୍ରେନିଙ୍ଗ…

ଷ୍ଟ୍ରେଚର ନ ମିଳିବାରୁ ପୁଅକୁ କାନ୍ଧରେ ବୋହିଲେ ବାପା

କାନପୁର,୨୮।୫: କାନପୁରର ଏକ ହସ୍ପିଟାଲରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଶରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କାନପୁରରେ ଏହାର ବିପରିତ ଘଟଣା ନଜର ଆସିଛି। ରାଓ୍ବତପୁରର ଜଣେ ବ୍ୟକ୍ତି ପୁଅର ସ୍ବାସ୍ଥ୍ୟ ଖରାପ ହେବାରୁ…

ଗ୍ୟାସ୍‌ ଫାଟି ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର

ପାଟନା, ୨୮।୫: ରୋଷେଇ ଗ୍ୟାସ୍‌ ଫାଟି ବିହାରର ଜଣେ ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ,ଜେଡିୟୁ ବିଧାୟକ ମେଭାଲାଲ ଚୌଧୁରୀ ତାରାପୁରର କମରଗାମା ଗ୍ରାମରେ ଥିବା ପୈତୃକ ବାସଭବନରେ…

ଟିଏମ୍‌ସି ଛାଡି ଭାଜପାରେ ଯୋଗଦେଲେ ୩ ବିଧାୟକ ୫୦ କାଉନସିଲର୍‌

ନୂଆଦିଲ୍ଲୀ,୨୮।୫: : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିଛି ଝଟକା। ମଙ୍ଗଳବାର ତ୍ରୁଣମୂଳ କଂଗ୍ରେସର ୩ ବିଧାୟକ ଓ ୫୦ କାଉନସିଲର ଦଳ ଛାଡି ଦିଲ୍ଲୀ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଭାଜପାରେ ସାମିଲ ହେବା ପାଇଁ ଦିଲ୍ଲୀସ୍ଥିତ…

ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍‌ କରି ଧରାପଡିଲେ ବିଏସପି ନେତା

ଆଲିଗଡ, ୨୮।୫: ପ୍ରେମିକାଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍‌ କରି ପୋଲିସ ହାତରେ ଧରାପଡିଛନ୍ତି ବିଏସପି ନେତା ଫିରୋଜ ଆଲମ। ଉତ୍ତର ପ୍ରଦେଶର ଆଲିଗଡ ମୁସଲିମ ୟୁନିଭରସିଟି କର୍ମଚାରୀଙ୍କୁ ହାତ କରି ପ୍ରଶ୍ନପତ୍ର ଲିକ୍‌ କରିବାକୁ ଚାହୁଁଥିଲେ ବୋଲି ପୋଲିସ ଆଗରେ ସ୍ବୀକାର…

ମୁଖ୍ୟମନ୍ତ୍ରୀଙ୍କ ଝିଅ ନିର୍ବାଚନରେ ହାରିଯିବାରୁ ହୃଦ୍‌ଘାତରେ ପ୍ରାଣ ହରାଇଲେ ଦଳର କାର୍ଯ୍ୟକର୍ତ୍ତା

ହାଇଦ୍ରାବାଦ୍‌, ୨୮।୫: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ ଲୋକ ସଭା ନିର୍ବାଚନରେ ପରାସ୍ତ ହେବା ପରେ ତାଙ୍କର ଜଣେ ସମର୍ଥକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ନିଜାମବାଦ ଲୋକ ସଭା ଆସନରୁ ନିର୍ବାଚନ ଲଢୁଥିବା କବିତା ଭାଜପାର ଡି ଅରବିନ୍ଦଙ୍କଠାରୁ ୭୧ହଜାର…

ରାହୁଲଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଲେ ଲାଲୁ

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ନେଇ ମଙ୍ଗଳବାର ଅଡି ବସିଥିଲେ। ଏହି ସମୟରେ କଂଗ୍ରେସ ମହାସଚିବଙ୍କ ସମେତ ବହୁ ନେତା ଏପରି କରିବା ଠିକ୍‌ ହେବନାହିଁ ବୋଲି…

ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ

ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍‌ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ ଆକାଉଣ୍ଟରେ ଅଶ୍ଳୀଳ ପୋଷ୍ଟ ଓ କମେଣ୍ଟ କରୁଥିବା ଜଣାପଡ଼ିଛି। ଏନେଇ ପୁଣେର ବିଶ୍ରାମ ବାଗ…

କଂଗ୍ରେସରେ ଇସ୍ତଫା ନାଟକ: ସଙ୍କଟରେ ୩ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନରେ ବିଫଳତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପାଇଁ ଅଡି ବସିଥିଲେ। ଏହାକୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ ତଥା ଛତିଶଗଡ଼ ଆଦି ୩ ରାଜ୍ୟ ସରକାରଙ୍କ ଲାଗି ସଙ୍କଟ ସୃଷ୍ଟି ହୋଇଥିବା…

ନେହେରୁ-ରାଜୀବଙ୍କ ଭଳି ମୋଦି ଜଣେ ଆକର୍ଷଣୀୟ ନେତା: ରଜନୀକାନ୍ତ

ଚେନ୍ନାଇ,୨୮।୫: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ସେ ମୋଦିଙ୍କୁ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀଙ୍କ ପରି ଜଣେ ଆକର୍ଷଣୀୟ ନେତା ବୋଲି ମଧ୍ୟ କହିଛନ୍ତି।…

କୋକେରନାଗ୍‌ରେ ସର୍ଚ୍ଚ ଅପରେଶନ୍‌

ଶ୍ରୀନଗର,୨୮।୫: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲା କୋକେରନାଗ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ସ୍ଥାନୀୟ କଚଓ୍ବାନ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ୯ ଆର୍‌ଆର୍‌, ସିଆର୍‌ପିଏଫ୍‌ ୧୬୪ ବାଟାଲିୟନ୍‌ ଏବଂ ଏସ୍‌ଓଜି ଯବାନ ଘେରାବନ୍ଦୀ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?