ଲୋକ ସଭାର ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହେଲେ ମାନେକା ଗାନ୍ଧୀ
ନୂଆଦିଲ୍ଲୀ, ୩୧।୫: ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ଏମ୍ପି ମାନେକା ଗାନ୍ଧୀ। ମୋଦି ଦ୍ୱିତୀୟ ପାଳି ସରକାରରେ ମନ୍ତ୍ରୀ ପଦ ପାଇ ନ ଥିବା ମାନେକା ସଂସଦର ନୂଆ ବାଚସ୍ପତି ନିଯୁକ୍ତ ହେବା ଯାଏ ଏହି ଦାୟିତ୍ୱ…
ମୋଦିଙ୍କ ଟିମ୍ରେ କମିଗଲେ ମହିଳା: ଥିଲେ ୧୦, ହେଲେ ୬
ନୂଆଦିଲ୍ଲୀ, ୩୧।୫: ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ)…
ଦ୍ୱିତୀୟ ଥର ମୋଦି ସରକାର:ଶପଥ ନେଲେ ୨୪ କ୍ୟାବିନେଟ, ୯ ସ୍ବାଧୀନ, ୨୪ ରାଷ୍ଟ୍ରମନ୍ତ୍ରୀ
ନୂଆଦିଲ୍ଲୀ,୩୧।୫:ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ବିପୁଳ ବିଜୟ ପରେ ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଛି। ଏହାସହ ବିଧିବଦ୍ଧ ଭାବେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ…
ଭାଜପା ପ୍ରସ୍ତାବକୁ ନୀତୀଶଙ୍କ ପ୍ରତ୍ୟାଖ୍ୟାନ:ସରକାରରେ ସାମିଲ ହେଲାନି ଜେଡିୟୁ
ନୂଆଦିଲ୍ଲୀ, ୩୧।୫ : କେନ୍ଦ୍ର ସରକାରରେ ସାମିଲ ହେବା ପ୍ରସ୍ତାବକୁ ଜେଡିୟୁ ନେତା ନୀତୀଶ କୁମାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ଦଳର କୌଣସି ନେତା ସାମିଲ ହେଉ ନ ଥିବା ସେ ପ୍ରକାଶ କରିଛନ୍ତି। ତେବେ…
ଉତ୍ତରପ୍ରଦେଶରେ ପୁଣି ମଦମୃତ୍ୟୁ:୩ ଜଣଙ୍କ ମୁଣ୍ଡ ଗଡ଼ିଲା, ୪ ଗୁରୁତର
ଲକ୍ଷ୍ନୌ, ୩୧।୫:ଉତ୍ତର ପ୍ରଦେଶର ସୀତାପୁରରେ ବିଷାକ୍ତ ମଦ ପିଇ ୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୪ ଗୁୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମହମୁଦାବାଦରେ ଗତ ରବିବାର ରାତିରେ ଏମାନେ ମଦ ପିଇବା ପରେ ବାନ୍ତି, ମୁଣ୍ଡବିନ୍ଧା ସହ ଆଖିର…
୧୦% ସଂରକ୍ଷଣ ମହାରାଷ୍ଟ୍ରର ପିଜି ମେଡିକାଲ ପାଠ୍ୟକ୍ରମରେ ଲାଗୁ ହୋଇପାରିବନି
ନୂଆଦିଲ୍ଲୀ,୩୧।୫ :(ପି.ଟି.):ସାଧାରଣ ବର୍ଗ ଗରିବ (ଇଡବ୍ଲ୍ୟୁଏସ୍)ଙ୍କ ଲାଗି ଉଦ୍ଦିଷ୍ଟ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ସୁବିଧା ୨୦୧୯-୨୦ ଶିକ୍ଷାବର୍ଷ ଲାଗି ମହାରାଷ୍ଟ୍ରରେ ପିଜି ମେଡିକାଲ ପାଠ୍ୟକ୍ରମରେ ଲାଗୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିନ୍ତି। କାରଣ କୋଟା ବ୍ୟବସ୍ଥା କାର୍ଯ୍ୟକାରୀ…
ଟିଭିରେ ଦେଖିଲେ ମୋଦିଙ୍କ ମା’
ଅହମଦାବାଦ,୩୧।୫ :ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍ସ୍ଥିତ ଘରେ ବସି ଟିଭିରୁ ଶପଥ ଗ୍ରହଣ ଉତ୍ସବ ଦେଖିଥିଲେ। ଲୋକ ସଭା ନିର୍ବାଚନରେ…
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୧୧ ନୂଆ ମୁହଁ:ବାଦ୍ ପଡ଼ିଲେ ୧୧ ମନ୍ତ୍ରୀ
ନୂଆଦିଲ୍ଲୀ,୩୧।୫:ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା କେତେଜଣ ନେତା ଏଥର ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଛନ୍ତି। ଏଥିସହିତ କେତେଜଣ ନୂଆ ମୁହଁକୁ ଦ୍ୱିତୀୟ ପାଳି ସରକାରରେ ସାମିଲ କରାଯାଇଛି। ବାଦ୍ ପଡିଥିବା ୧୦ ଜଣ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଅରୁଣ…
ମୋଦିଙ୍କ ମନ୍ତ୍ରିମଣ୍ଡଳ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି କ୍ୟାବିନେଟ ମନ୍ତ୍ରୀ ୧- ରାଜନାଥ ସିଂ ୨- ଅମିତ୍ ଶାହ ୩- ନୀତିନ୍ ଗଡ଼କରୀ ୪- ଡି.ଭି. ସଦାନନ୍ଦ ଗୌଡ଼ା ୫- ନିର୍ମଳା ସୀତାରାମନ୍ ୬- ରାମବିଳାସ ପାଶ୍ୱାନ ୭- ନରେନ୍ଦ୍ର ସିଂ ତୋମାର ୮-…
ମୋଦି ସରକାର ୨.୦: କେଉଁମାନେ ବାଦ୍ ପଡିଲେ
ନୂଆଦିଲ୍ଲୀ,୩୦ା୫: ନରେନ୍ଦ୍ର ମୋଦିଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିବା କେତେଜଣ ନେତା ଏଥର ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ, ସୁରେଶ ପ୍ରଭୁ, ମହେଶ ଶର୍ମା, ଜୟନ୍ତ ସିହ୍ନା, ରାଧାମୋହନ ସିଂ, ମାନେକା ଗାନ୍ଧୀ ଏବଂ ରାଜ୍ୟବର୍ଦ୍ଧନ…
ମୋଦିଙ୍କ ମା’ ଟିଭିରେ ଦେଖିଲେ ଶପଥ ଉତ୍ସବ
ଅହମଦାବାଦ,୩୦ା୫: ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ତାଙ୍କ ମା’ ହୀରାବେନ୍ ନୂଆଦିଲ୍ଲୀରୁ ୯୦୦ କିଲୋମିଟର ଦୂର ଅହମଦାବାଦର ରାଇସାନ୍ସ୍ଥିତ ଘରେ ବସି ଟିଭିରୁ ଶପଥ ଗ୍ରହଣ ଉତ୍ସବ ଦେଖିଥିଲେ। ଲୋକ ସଭା ନିର୍ବାଚନରେ…
ଶପଥ ଗ୍ରହଣ ଉତ୍ସବରେ ବିମ୍ଷ୍ଟେକ୍ ନେତା
ନୂଆଦିଲ୍ଲୀ,୩୦ା୫:(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବିମ୍ଷ୍ଟେକ୍ (ବେ ଅଫ୍ ବେଙ୍ଗଲ୍ ଇନିସିଏଟିଭ୍ ଫର ମଲ୍ଟି-ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ କୋଅପରେଶନ)ର ସଦସ୍ୟ ରାଷ୍ଟ୍ର ବାଂଲାଦେଶ, ମ୍ୟାନ୍ମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନର ନେତାମାନେ ଯୋଗଦେଇଛନ୍ତି। ଶପଥ…

