ଜାତୀୟ

ମହାରାଷ୍ଟ୍ରରେ ୨୦୪ ଗାଁ ବନ୍ୟା ପ୍ରଭାବିତ: ଫଡ଼ନଭୀସ୍‌

ମୁମ୍ବାଇ,୭।୮: ମହାରାଷ୍ଟ୍ରର ୨୦୪ ଗାଁ ବନ୍ୟା ପ୍ରଭାବିତ। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭୀସ୍‌ ବୁଧବାର ସୂଚନା ଦେଇଛନ୍ତି। ଏସବୁ ଗାଁରେ ଅଧିକ କ୍ଷୟକ୍ଷତି ହୋଇଥିବା ସେ କହିଛନ୍ତି। ଏହି ଗାଁ ଗୁଡ଼ିକର ୧୧ ହଜାର ପରିବାରଙ୍କୁ…

ଭାଜପା ଅଫିସ୍‌କୁ ଅଣାଗଲା ସୁଷମାଙ୍କ ମରଶରୀର

ନୂଆଦିଲ୍ଲୀ, ୭।୮:ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ୬୭ବର୍ଷରେ ପରଲୋକ ଘଟିଛି। ଦିଲ୍ଲୀ ଏମ୍ସଠାରେ ପରଲୋକ ହେବା ପରେ ସୁଷମାଙ୍କ ମରଶରୀର ପ୍ରଥମେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ ଚାହିଁଲେ ବି ଭୁଲିପାରିବେ ନାହିଁ। କିଛି ଲୋକଙ୍କ ପାଇଁ ସେ ମା’ ସାଜିଥିଲେ। ଭୁଲରେ…

କର୍ନାଟକରେ ବନ୍ୟା ରାଜନୀତି: ୟେଦୁରପ୍ପାଙ୍କ ଉପରେ ଦୋଷ ଲଦିଲା କଂଗ୍ରେସ

ବେଙ୍ଗାଲୁରୁ,୭।୮: କର୍ନାଟକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ଅଣଦେଖା କରୁଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ବିଧାୟକ କୃଷ୍ଣା ବାୟରେ ଗୌଡ଼ା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ…

ମୋଦିଙ୍କୁ ଧନ୍ୟବାଦ ଦେଇ ସବୁଦିନ ପାଇଁ ନୀରବି ଗଲେ ସୁଷମା

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।…

ରାମ ଜନ୍ମଭୂମି: ଅଧିକାରର ଆଧାର ସମ୍ପର୍କରେ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୭।୮: ରାମ ଜନ୍ମଭୂମି ଉପରେ ଅଧିକାରର ଆଧାର ସମ୍ପର୍କରେ ବୁଧବାର ସୁପ୍ରିମ୍‌କୋର୍ଟ ନିର୍ମୋହି ଆଖଡ଼ାକୁ ପ୍ରଶ୍ନ କରିଛନ୍ତି। ଆଖଡ଼ା ପକ୍ଷରୁ ଜମି ସମ୍ପର୍କିତ କାଗଜପତ୍ର ଦାଖଲ କରାଯାଇଛି। ତେବେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଲେ ଯେ,ଜମି ଉପରେ ବିନା ଅଧିକାରରେ ପୂଜାର୍ଚ୍ଚନା…

ଲଗାତାର ୪ର୍ଥ ଥର କମିଲା ରେପୋ ରେଟ୍‌

ମୁମ୍ବାଇ,୭।୮: ଲଗାତାର ୪ର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌ କମାଇଛି। ଏକ ବୈଠକରେ ରେପୋ ରେଟ୍‌କୁ ୩୫ ବେସିସ୍‌ ପଏଣ୍ଟ୍‌ କମାଇବା ପାଇଁ ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଅନ୍ୟ ବ୍ୟାଙ୍କ…

କାହିଁକି ଲଣ୍ଡା ହୋଇଯିବେ ବୋଲି ଧମକ ଦେଇଥିଲେ ସୁଷମା

ନୂଆଦିଲ୍ଲୀ, ୭।୮: ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ନିଧନରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସର୍ବଦଳ ନିର୍ବିଶେଷରେ ଶେଷ ଦର୍ଷନ ପାଇଁ ତାଙ୍କ ବାସଭବନରେ ନେତାମାନେ ଭିଡ ଜମାଇଛନ୍ତି। ଭାରତୀୟ ରାଜନୀତିରେ ଜଣେ ଦକ୍ଷ ନେତ୍ରୀ ଭାବେ ପରିଚିତ ଥିଲେ…

ଆଡଭାନୀଙ୍କ ପାଇଁ ପ୍ରତିବର୍ଷ ଜନ୍ମଦିନରେ ଚକୋଲେଟ କେକ୍‌ ଆଣୁଥିଲେ ସୁଷମା

ନୂଆଦିଲ୍ଲୀ,୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ବିୟୋଗରେ ଭାଜପାର ବରିଷ୍ଠ ନେତା ଲାଲକୃ୍‌ଷ୍ଣ ଆଡଭାନୀ ଭାବୁକ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସୁଷମାଙ୍କ ସହ ଥିବା ତାଙ୍କ ସମ୍ପର୍କକୁ ମନେପକାଇ ସେ କହିଛନ୍ତି, ସେ ଜଣେ ଉଚ୍ଚକୋଟୀର ମଣିଷ ଥିଲେ। ବ୍ୟକ୍ତିଗତ ଭାବେ…

ରାଜ୍ୟ ସଭାରେ ସୁଷମାଙ୍କ ପାଇଁ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ ଅକାଳ ବିୟୋଗରେ ଦେଶ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି। ଅନ୍ୟ ରାଜ୍ୟ…

‘ଦିଦି ମୋର ଏକ ଅଭିଯୋଗ, ପ୍ରତିଶ୍ରୁତି ପାଳନ ନ କରି ଚାଲିଗଲ’

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କୁ ମନେପକାଇ ଏକ ଭାବୁକ ଟୁଇଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ ଲେଖିଛନ୍ତି, ଦିଦି ଆପଣଙ୍କ ନିକଟରେ ମୋର…

ସୁଷମାଙ୍କୁ ମନେପକାଇ ଭୋ ଭୋ ହୋଇ କାନ୍ଦିଲେ ରମା ଦେବୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସୱରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?