ଜାତୀୟ

ଆଜି ଭାରତ-ଇୟୁ ଉଚ୍ଚସ୍ତରୀୟ ବୈଠକ: ହୋଇପାରେ ମୁକ୍ତ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୨୮।୨: ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍‌ ଡେ ୟେଲେନ୍‌ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ରାଜଧାନୀରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ସେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି…

କିଏ ସେହି ତୁହିନ କାନ୍ତ ପାଣ୍ଡେ, ଯିଏ ହେବେ ପରବର୍ତ୍ତୀ ସେବି ମୁଖ୍ୟ

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାର ତୁହିନ କାନ୍ତ ପାଣ୍ଡେଙ୍କୁ ପରବର୍ତ୍ତୀ ସେବି ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ତିନି ବର୍ଷ ପାଇଁ ହେବ। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ (DoPT) ପାଣ୍ଡେଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। କ୍ୟାବିନେଟ…

ଇଡିଲି-ସମ୍ବର ପାଇଁ ଗୋଆରେ କମୁଛନ୍ତି ପର୍ଯ୍ୟଟକ, ଭାଜପା ନେତାଙ୍କ ଅଜବ ଯୁକ୍ତି

ନୂଆଦିଲ୍ଲୀ,୨୮।୨: ଗତ କିଛି ବର୍ଷ ମଧ୍ୟରେ ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଏହା ପଛରେ ଅନେକ କାରଣ ଅଛି। ଗୋଆରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ନେଇ ଗୁରୁବାର ଭାଜପା ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ମାଇକେଲ ଲୋବୋ ଚିନ୍ତା ପ୍ରକଟ…

ଏକତାର ମହାକୁମ୍ଭ- ନୂଆ ଯୁଗର ଆରମ୍ଭ

ପବିତ୍ର ସହର ପ୍ରୟାଗରାଜରେ ମହାକୁମ୍ଭ ସଫଳତାର ସହ ସମାପନ ହୋଇଛି। ଏକତାର ଏକ ବିଶାଳ ମହାଯଜ୍ଞ ସମ୍ପନ୍ନ ହୋଇଛି। ଗୋଟିଏ ରାଷ୍ଟ୍ରର ଚେତନା ଜାଗ୍ରତ ହେଲେ, ଶହ ଶହ ବର୍ଷ ପୁରୁଣା ପରାଧୀନତାର ମାନସିକତାରୁ ମୁକ୍ତ ହେଲେ, ଦେଶରେ ନୂତନ ଶକ୍ତିର…

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି:ଭାଜପା ଆଡ଼େ ଢଳୁଛନ୍ତି ଉଦ୍ଧବ, ଦୂରେଇ ଯାଉଛନ୍ତି ଶିନ୍ଦେ

ନୂଆଦିଲ୍ଲୀ, ୨୮ା୨:ମହାରାଷ୍ଟ୍ରରେ ଭାଜପା, ଶିବସେନା ଏବଂ ଏନ୍‌ସିପି ଅଜିତ୍‌ ପାଓ୍ବାରଙ୍କ ମହାୟୁତି ମେଣ୍ଟ ସରକାର ଚାଲିଛି। ଅନ୍ୟପକ୍ଷରେ ବିରୋଧୀ ମହା ବିକାଶ ଅଘାଡିରେ ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାଓ୍ବାରଙ୍କ ଏନ୍‌ସିପି ରହିଛନ୍ତି। ନୂଆ ସରକାର ଗଠନ ଦିନୁ ରାଜ୍ୟ…

Pune Rape Case: ୭୦ ଘଣ୍ଟା ପରେ ଆଖୁ କିଆରିରୁ ଧରାପଡ଼ିଲେ ପୁଣେ ବଳାତ୍କାର ଅଭିଯୁକ୍ତ

ପୁଣେ,୨୮।୧: ମହାରାଷ୍ଟ୍ରର ପୁଣେର ସୱରଗେଟ ବସ ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ଏକ ମ୍ୟୁନିସିପାଲିଟି ବସ୍‌ରେ ଜଣେ ୨୬ ବର୍ଷୀୟା ମହିଳାଙ୍କ ସହିତ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେଙ୍କୁ ପୁଣେ ପୋଲିସ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ତାଙ୍କ ଗାଁ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଥରିଲା କୋଠା, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୨୮।୨: ନେପାଳରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଛି। ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ…

ବଜେଟ ଅଧିବେଶନରେ ଆସିପାରେ ଓ୍ବକ୍‌ଫ ବିଲ୍‌

ନୂଆଦିଲ୍ଲୀ,୨୭।୨: ଭାଜପା ଏମ୍‌ପି ଜଗଦମ୍ବିକା ପାଲ୍‌ଙ୍କ ନେତୃତ୍ୱାଧୀନ ଯୁଗ୍ମ ସଂସଦୀୟ କମିଟି (ଜେପିସି) ପ୍ରସ୍ତାବିତ ପରିବର୍ତ୍ତନ ସହ ଓ୍ବକଫ୍‌ (ସଂଶୋଧନ) ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ଗତ ୧୯ ତାରିଖରେ ମଞ୍ଜୁରୀ ପ୍ରଦାନ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ମାର୍ଚ୍ଚ ୧୦ରୁ ଆରମ୍ଭ…

ବସ୍‌ରେ ବଳାତ୍କାର ଘଟଣା: ଅଭିଯୁକ୍ତଙ୍କ ପୋଷ୍ଟର ଜାରି କଲା ପୋଲିସ, ସୂଚନା ଦେଲେ ଲକ୍ଷେ ଟଙ୍କା ପୁରସ୍କାର

ପୁଣେ,୨୭।୨:ପୁଣେସ୍ଥିତ ସ୍ବରଗେଟ୍‌ ଜଙ୍କସନ୍‌ରେ ବୁଧବାର ବସ୍‌କୁ ଅପେକ୍ଷା କରିଥିବା ଜଣେ ୨୬ ବର୍ଷୀୟା କର୍ମଜୀବୀ ମହିଳାଙ୍କୁ ମହାରାଷ୍ଟ୍ର ରାଜ୍ୟ ବସ୍‌ ପରିବହନ ନିଗମ(ଏମ୍‌ଏସ୍‌ଆର୍‌ଟିସି)ର ଏକ ବସ୍‌ ଭିତରେ ବଳାତ୍କାର କରାଯାଇଥିଲା। ଏହି ଘଟଣା ଦିଲ୍ଲୀର ନିର୍ଭୟା କାଣ୍ଡକୁ ମନେ ପକାଇଦେଇଥିବାବେଳେ ସାରା…

କୋଭିଡ ଟିକା ଯୋଗୁ ମୃତ୍ୟୁ ହୋଇଥିଲେ ମିଳିବ କ୍ଷତିପୂରଣ? ପ୍ରଶ୍ନ କଲେ ସୁପ୍ରିମକୋର୍ଟ, କେନ୍ଦ୍ର କହିଲା…

ନୂଆଦିଲ୍ଲୀ,୨୭।୨: କୋଭିଡ ଟିକା ଯୋଗୁ ମୃତ୍ୟୁ ପାଇଁ କ୍ଷତିପୂରଣ ବିଷୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ସରକାରଙ୍କୁ କହିଛନ୍ତି ଯେ, ଏପରି ମୃତ୍ୟୁ ପାଇଁ କ୍ଷତିପୂରଣ ଦେବା ପାଇଁ ସରକାର…

କଂଗ୍ରେସରେ ବଡ଼ ଫାଟ, ପୂର୍ବତନ ବିଧାୟକଙ୍କ ସମେତ ୫ ନେତା ବହିଷ୍କୃତ

ଚଣ୍ଡିଗଡ଼,୨୭।୨: ହରିୟାଣା ରାଜନୀତି ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁରୁବାର ହରିୟାଣା କଂଗ୍ରେସ କିଛି ଦଳୀୟ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ପୂର୍ବତନ ବିଧାୟକ ରାମବୀର ସିଂହଙ୍କ ସମେତ ୫ ନେତାଙ୍କୁ ବହିଷ୍କାର…

ହିନ୍ଦୀ ଏକ ମାସ୍କ, ସଂସ୍କୃତ ଲୁଚି ରହିଥିବା ଚେହେରା: ଭାଷାକୁ ନେଇ ଷ୍ଟାଲିନଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୨: ଭାଷା ବିବାଦ ମଧ୍ୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏକ ବଡ଼ ବୟାନ ଦେଇଛନ୍ତି। ଗୁରୁବାର ସେ ପୁଣି ଥରେ କେନ୍ଦ୍ର ଦ୍ୱାରା ହିନ୍ଦୀ ଭାଷା ଲାଗୁ କରାଯିବା ବିରୋଧରେ ସ୍ବର ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri