ବାମ ପଟେ ନୋଜ୍ ରିଂ…
ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର ଦେଖାଯାଏ। ବେଦ ଓ ଶାସ୍ତ୍ରର ବର୍ଣ୍ଣନା ଅନୁଯାୟୀ ଯେଉଁମାନେ ନାକରେ ଛିଦ୍ର କରି ଗହଣା…
୨୧ କଏଦୀଙ୍କ ଜରିମାନା ଟଙ୍କା ପଇଠ କରି ମୁକୁଳାଇଲେ ବ୍ୟବସାୟୀ
ଆଗ୍ରା,୧୫।୮: ସ୍ବାଧୀନତା ଦିବସ ଅବସରରେ ବ୍ୟବସାୟୀ ରାଜେଶ ସେହଗଲ ଉଦାହରଣ ସୃଷ୍ଟି କରିବା ଭଳି କାମ କରିଛନ୍ତି। ଉତ୍ତର ପ୍ରଦେଶ ଆଗ୍ରା ଜିଲା ଜେଲ୍ରେ ୨୧ ଜଣ କଏଦୀ ତାଙ୍କ ଦଣ୍ଡାଦେଶର ସମୟ ସୀମା ପୂରଣ କରିସାରିଥିଲେ ସୁଦ୍ଧା ମୁକୁଳି ପାରୁ…
ରାମ ରହିମଙ୍କ ଜନ୍ମଦିନ କାର୍ଡ, ରାଖୀରେ ଭର୍ତ୍ତି ହୋଇଗଲାଣି ପୋଷ୍ଟ ଅଫିସ
ରୋହତକ,୧୫।୮: ଆତ୍ମ ଘୋଷିତ ଭଗବାନ ଗୁରୁମିତ ରାମ ରହିମ ସିଂ ଏବେ ଜେଲ୍ରେ। ବଳାତ୍କାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍ରେ ସଜା କାଟୁଛନ୍ତି। ହେଲେ ଏପର୍ଯ୍ୟନ୍ତ ବି କମିନାହିଁ ତାଙ୍କ ଭକ୍ତଙ୍କ ସଂଖ୍ୟା। ତାଙ୍କ ଜନ୍ମଦିନ ଆଉ…
ସ୍ବାଧୀନତା ଦିବସରେ ବି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ପୁଞ୍ଚ,୧୫।୮: ପାକିସ୍ତାନ ତା’ର ପୂର୍ବ ପ୍ରକୃତି ଭୁଲି ପାରୁ ନାହିଁ। ଭାରତ ଗୁରୁବାର ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ପାଳନ କରୁଥିବା ବେଳେ ସେପଟେ ସୀମାରେ ଅଶାନ୍ତ ପରିବଶେ ସୃଷ୍ଟି କରିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର କେଜି ସେକ୍ଟରରେ ଗୁରୁବାର ପାକିସ୍ତାନ…
ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ପରଲୋକ
ମୁମ୍ବାଇ,୧୫।୮: ଟେଲିଭିଜନ ଦୁନିଆର ଲୋକପ୍ରିୟ ଧାରାବାହିକ ‘କୁଲ୍ଫି କୁମାର ବାଜଓ୍ବୋଲା’ର ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ପରଲୋକ ହୋଇଛି। ଫୁସ୍ଫୁସ୍ ଓ ହୃଦରୋଗ ସମସ୍ୟାରେ ପୀଡିତ ଥିବା ବିଦ୍ୟା ଗୁରୁତର ଅବସ୍ଥାରେ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ କିଛି…
ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…
ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଏଠାରେ ମାଙ୍କଡ଼ଙ୍କୁ ମଦ ପିଇବାକୁ ଦିଆଯିବା ପରମ୍ପରା ରହିଛି। ମନ୍ଦିରରେ କୌଣସି…
ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ହେବ ବୁଲେଟ୍ ପ୍ରୁଫ୍
ନୂଆଦିଲ୍ଲୀ,୧୫।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟକୁ ବୁଲେଟ୍ ପ୍ରୁଫ୍ କରାଯିବା ପାଇଁ ଯୋଜନା ହୋଇଛି। ଏହା ସହିତ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ଯୋଗୀଙ୍କ କାର୍ଯ୍ୟାଳୟ ସୁରକ୍ଷିତ ନ ଥିବା କୁହାଯିବା…
ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ
ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ ଜଣେ ୧୨ ବର୍ଷ ବାଳକର ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି। ପାଣିରେ ବୁଡି…
କଶ୍ମୀର ପଣ୍ଡିତଙ୍କ ବିନା ପୂର୍ଣ୍ଣ ନୁହେଁ ଜମ୍ମୁ-କଶ୍ମୀର: ରାଜ୍ୟପାଳ
ଶ୍ରୀନଗର,୧୫।୮: ଶେର-ଇ-କଶ୍ମୀର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସମୟରେ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କଶ୍ମୀର ପଣ୍ଡିତଙ୍କ ବିନା ଜମ୍ମୁ-କଶ୍ମୀର ସମ୍ପୂର୍ଣ୍ଣ ନୁହେଁ। ପ୍ରଶାସନ ଏମାନଙ୍କର ଘରବାହୁଡା ଓ ଥଇଥାନର ପ୍ରତିଶ୍ରୁତି ଦେଇଛନ୍ତି। ଏହା କେବଳ ମଧ୍ୟସ୍ଥତା…
ପଶ୍ଚିମବଙ୍ଗ ନଦିଆ ଜିଲାରେ ଅଗଷ୍ଟ ୧୮ରେ ପାଳିତ ହେବ ସ୍ବାଧୀନତା ଦିବସ
କୋଲକତା,୧୫।୮: ଦେଶ ସାରା ଗୁରୁବାର ସ୍ବାଧୀନତା ଦିବସ ପାଳିତ ହେଉଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳିତ ହେବ। ୧୯୪୭ ଅଗଷ୍ଟ ୧୨ରେ ରେଡ଼ିଓରେ ଖବର ପ୍ରସାରିତ ହୋଇଥିଲା ଯେ, ଭାରତକୁ…
ଦେଶକୁ ମିଳିବ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍
ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଘୋଷଣା କରିଛନ୍ତି କି ଏବେ ଦେଶକୁ ମିଳିବ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍। ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରକ୍ଷା କରିବାକୁ ଏହି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍…
ତିନି ସେନାମୁଖ୍ୟଙ୍କ ସହ ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୫।୮: ଭାରତର ୭୩ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ୩ ସେନାମୁଖ୍ୟ ନ୍ୟାଶନାଲ ଓ୍ବାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

