କରୁଣାନିଧି- ଜୟାଲଳିଥାଙ୍କ ବିନା ତାମିଲନାଡୁ ରାଜନୀତି ଉପରେ ସମସ୍ତଙ୍କ ନଜର
ନୂଆଦିଲ୍ଲୀ,୧୬।୪: ତାମିଲନାଡୁ ରାଜନୀତିରେ ପ୍ରଥମଥର ଲାଗି ଦ୍ରାବିଡ ଆନ୍ଦୋଳନର ମହତ୍ୱପୂର୍ଣ୍ଣ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧି ଓ ଜେ ଜୟାଲଳିଥାଙ୍କ ବିନା ଏଥର ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଦେଢ ବର୍ଷ ହେବ ଡିଏମ୍କେର କାର୍ଯ୍ୟକାରୀ…
ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ,୧୬।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏବେ ଅଧିକାଂଶ ନେତା ପରସ୍ପର ଉପରକୁ କାଦୁଅ ଫିଙ୍ଗୁଥିବା ଦେଖିବାକୁ ମିଳିଛି। କିଛିଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମୋଦି…
ନିର୍ବାଚନ ପ୍ରଚାର କରିବାକୁ ବାରଣ ପରେ ହନୁମାନଙ୍କ ଶରଣ ନେଲେ ଯୋଗୀ
ଲକ୍ଷ୍ନୌ,୧୬।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାରଣ କରିବା ପରେ ସେ ଲକ୍ଷ୍ନୌର ଏକ ହନୁମାନ ମନ୍ଦିର ଯାଇଥିବା ଦେଖିବାକୁ ମିଳିଛି। ସେଠାରେ ସେ ନିରବ ରହି…
ଭାଜପା ସପକ୍ଷରେ ପ୍ରଚାର କଲେ ପ୍ରବାସୀ ଭାରତୀୟ
ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନକୁ ଦେଖି ପ୍ରାୟ ୧୭ଶହ ପ୍ରବାସୀ ଭାରତୀୟ ଭାଜପା ସପକ୍ଷରେ ଘର ଘର ବୁଲି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ଯନ୍ତ୍ରୀ, ବ୍ୟବସାୟୀ ଓ ଆଇଟି ପ୍ରଫେସନାଲ। ମୋଦିଙ୍କୁ ଆଉଥରେ ଶାସନ କ୍ଷମତା…
ଜିଲାପାଳଙ୍କ ଅଫିସରୁ ନୂଆ ଭୋଟରଙ୍କ ପାଖକୁ ଯାଉଛି ପୋଷ୍ଟକାର୍ଡ
ଅହମ୍ମଦାବାଦ,୧୬।୪: ଲୋକ ସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟ ଦେବାକୁ ଭୋଟରଙ୍କୁ ଉତ୍ସାହିତ କରିବା ଲାଗି ଗୁଜରାଟ ଅହମ୍ମଦାବାଦର ଜିଲାପାଳ ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଭାରତୀୟ ଡାକ ବିଭାଗ ସହଯୋଗରେ ଜିଲାପାଳଙ୍କ ଅଫିସରୁ ପ୍ରାୟ ୧ଲକ୍ଷ ନୂଆ ଭୋଟରଙ୍କ…
ରେଲଓ୍ବେ ଟିକେଟରେ ମୋଦିଙ୍କ ଫଟୋ:୨ ଅଧିକାରୀ ନିଲମ୍ବିତ
ନୂଆଦିଲ୍ଲୀ,୧୬।୪: ନିର୍ବାଚନ ପ୍ରଚାରକୁ ନେଇ ନିର୍ବାଚନ ଆୟୋଗ କଠୋର ହେଉଥିବା ବେଳେ ସୋମବାର କେତେଜଣ ନେତାଙ୍କ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। ଇତିମଧ୍ୟରେ ଭାରତୀୟ ରେଳ ବିଭାଗର ଟିକେଟରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ। ଏହାପରେ ରେଲଓ୍ବେର ୨ ଜଣ…
ୟୁଟ୍ୟୁବରୁ ହଟିଲା ‘ପିଏମ୍ ନରେନ୍ଦ୍ର ମୋଦି’ ଫିଲ୍ମ ଗୀତ, ଟ୍ରେଲର
ନୂଆଦିଲ୍ଲୀ, ୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ର ଟ୍ରେଲର ଓ ଗୀତ ୟୁଟ୍ୟୁବରୁ ହଟାଇଦିଆଯାଇଛି। ଫିଲ୍ମକୁ ନେଇ ଲାଗିଥିବା ଝଡର ସମାଧାନ ନ ହେବା ଯାଏଁ ଗୀତ ଓ ଟ୍ରେଲର ପ୍ରସାରଣ…
ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର
ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏଥର ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମତଦାନ ଲାଗି ମହିଳାମାନଙ୍କ…
ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍ଏସ୍ର ମିଶନ ୧୬
ହାଇଦ୍ରାବାଦ,୨୮ା୩(ଆଇଏଏନ୍ଏସ୍): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନୈରାଶ୍ୟ ଭରିରହିଥିବାବେଳେ ୧୭ରୁ ୧୬ ଲୋକ ସଭା ଆସନ ଦଖଲ ଲକ୍ଷ୍ୟରେ…
ଶୋପିଆନ୍ରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୩ ହିଜବୁଲ୍ ଆତଙ୍କବାଦୀ ନିହତ
ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍ରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଗୁରୁବାର ୩ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍ ଅହମ୍ମଦ, ବଶରତ୍ ଅହମ୍ମଦ ଏବଂ ସଞ୍ଜୟ ଖାଣ୍ଡେ। ଆକିବ୍ ଓ ବଶରତ୍ ପୁଲଓ୍ବାମାର ବାସିନ୍ଦା ଥିବାବେଳେ ସଞ୍ଜୟ ଶୋପିଆନ୍ର…
Archives


