ଦଳର ନିଆରା ନିର୍ବାଚନୀ ପ୍ରତିଶ୍ରୁତି: ଇଦ୍ରେ ମୁସଲମାନଙ୍କୁ ଛେଳି ଫ୍ରି, ଅଧା ଦାମ୍ରେ ମଦ ଓ ମହିଳାଙ୍କୁ ଦିଆଯିବ ସୁନା
ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏଥିସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଉତ୍ତର-ପୂର୍ବ ଦିଲ୍ଲୀ ଆସନ ପାଇଁ ନିର୍ବାଚନ ଲଢ଼ୁଥିବା…
ଯୁବକ ସମୟରେ କରିଥିଲେ ଅପରାଧ; ବୃଦ୍ଧାବସ୍ଥାରେ ପଡ଼ିଲେ ଧରା
ଝାବୁଆ,୧୭।୪: କୁହାଯାଏ ସତ କେବେ ଲୁଚି ରହେନା। ଏହାର ଏକ ଉଦାହରଣ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଦେଖିବାକୁ ମିଳିଛି। ଯୁବକ ସମୟରେ ଅପରାଧ କରି ଜଣେ ବ୍ୟକ୍ତି ବୃଦ୍ଧାବସ୍ଥାରେ ଧରାପଡ଼ିଛନ୍ତି। ୨୫ ବର୍ଷ ବୟସରେ ତୋଲିଆ ବିନ୍ଦିଆ ଭୀଲ୍ ରାଜସ୍ଥାନର ଚିତୋରଗଡ଼ର…
ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ ଭୋଟଗ୍ରହଣ କରାଯିବ। ତାମିଲନାଡୁର ଭେଲୋର ଆସନକୁ ଏଥିରୁ ବାଦ୍ ଦିଆଯାଇଛି। ସେଥିମଧ୍ୟରୁ ୪୧ଟି ଆସନକୁ…
ମେଟ୍ରୋ ଟ୍ରେନ ଓ୍ବିଣ୍ଡୋରେ ଅଟକିଲା ମହିଳାଙ୍କ ଶାଢ଼ୀ
ନୂଆଦିଲ୍ଲୀ,୧୭।୪: ଦିଲ୍ଲୀ ମେଟ୍ରୋ ଟ୍ରେନର ଓ୍ବିଣ୍ଡୋରେ ଫଶିଲା ମହିଳାଙ୍କ ଶାଢ଼ୀ। ଅଳ୍ପକେ ବର୍ତ୍ତିଲା ମହିଳାଙ୍କ ଜୀବନ। ମଙ୍ଗଳବାର ଗୀତା (୪୦) ଓ ତାଙ୍କ ଝିଅ ମେଟ୍ରୋ ଟ୍ରେନରେ ନଓ୍ବାଡ଼ାରୁ ମୋତିନଗରକୁ ଯାଉଥିଲେ। ଟ୍ରେନଟି ମୋତିନଗର ଷ୍ଟେସନରେ ପହଞ୍ଚିବା ପରେ ଗୀତା, ତାଙ୍କ…
ସ୍ତ୍ରୀଙ୍କୁ ପସନ୍ଦ ନ ଥିଲେ କଳାରଙ୍ଗ ସ୍ବାମୀ: ନିଆଁରେ ଜଳାଇ ହତ୍ୟା କଲେ
ବରେଲୀ,୧୭।୪: ଉତ୍ତରପ୍ରଦେଶ ବରେଲୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀଙ୍କୁ କଳା ରଙ୍ଗ ସ୍ବାମୀ ପସନ୍ଦ ନ ଆସିବାରୁ ତାଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଜଳାଇ ହତ୍ୟା କରିଛନ୍ତି। ସ୍ଥାନୀୟ ଫତେଗଡ଼ ଥାନା ଅଞ୍ଚଳରେ ୨୨ ବର୍ଷ…
କରିମ୍ଗଞ୍ଜ୍ରେ ଶତାୟୁ ଦେବେ ଭୋଟ
ଦିସ୍ପୁର,୧୭।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଆସାମ କରିମ୍ଗଞ୍ଜ୍ରେ ଜଣେ ଶତାୟୁ ବୃଦ୍ଧ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେ ହେଉଛନ୍ତି ମହମ୍ମଦ୍ ଅଲ୍ଲୀ। ତାଙ୍କର ବୟସ ଶହେ ୧୬ ବର୍ଷ। ମହମ୍ମଦ୍ ଜଣେ ସ୍ବାଧୀନତା ସଂଗ୍ରାମୀ। ପ୍ରତି ଥର…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ଧନୀ ପ୍ରାର୍ଥୀଙ୍କ ପାଖରେ ୪ଶହ ୧୭ କୋଟି ଥିବାବେଳେ ଗରିବ ପ୍ରାର୍ଥୀଙ୍କ ପାଖରେ ମାତ୍ର ୯ ଟଙ୍କା
ନୂଆଦିଲ୍ଲୀ,୧୭।୪: ଏପ୍ରିଲ୍ ୧୮ରେ ହେବ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୪ଶହ ୨୩ ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ସର୍ବାଧିକ ୪୬ଜଣ ପ୍ରାର୍ଥୀ ଥିବାବେଳେ ଭାଜପାର ୪୫ ଜଣ…
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୪ଶହ ୧୮ ପ୍ରାର୍ଥୀଙ୍କ ନାମରେ ଆପରାଧୀକ ମାମଲା
ନୂଆଦିଲ୍ଲୀ,୧୭।୪: ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଏପ୍ରିଲ୍ ୧୮ରେ ୧୩ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୯୭ ଲୋକ ସଭା ଆସନରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ମଇଦାନରେ ୧୬ଶହ ୪୪ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ଶହ…
ପ୍ରିୟଙ୍କା ଜଣେ ଚୋରଙ୍କ ସ୍ତ୍ରୀ: ଉମା ଭାରତୀ
ରାୟପୁର, ୧୭।୪: ଲୋକ ସଭା ନିର୍ବାଚନରେ ରାଜନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହି ମର୍ମରେ ଭାଜପାର ଫାୟାର ବ୍ରାଣ୍ଡ୍ ନେତ୍ରୀ ଉମା ଭାରତୀ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରିୟଙ୍କା ଜଣେ ଚୋରଙ୍କ ସ୍ତ୍ରୀ…
ଟିକ୍ଟକ୍ ଆପ୍ ଭାରତରେ ହେଲା ବ୍ଲକ୍: ଗୁଗଲ ନେଲା ପଦକ୍ଷେପ
ନୂଆଦିଲ୍ଲୀ,୧୭।୪: ଏଣିକି ଭାରତରେ ଟିକ୍ଟକ୍ ଆପ୍ ଆଉ ଡାଉନଲୋଡ୍ ହେବନାହିଁ। ଗୁଗଲ୍ ପକ୍ଷରୁ ଟିକ୍ଟକ୍ ଭିଡିଓ ଆପକୁ ଭାରତରେ ବ୍ଲକ୍ କରାଯାଇଛି। ଏହି ଆପ୍ ଦ୍ୱାରା କିଶୋରୀ କିଶୋରଙ୍କ ମଧ୍ୟରେ ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ବ୍ୟାପୁଥିବା ଅଭିଯୋଗ ହେବାପରେ ଏପ୍ରିଲ…
ବିମୁଦ୍ରୀକରଣରେ ଚାକିରି ହରାଇଥିଲେ ୫୦ ଲକ୍ଷରୁ ଅଧିକ ଲୋକ
ନୂଆଦିଲ୍ଲୀ,୧୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୨୦୧୬ରେ ହୋଇଥିବା ବିମୁଦ୍ରୀକରଣରେ ଦେଶର ୫୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ବେକାର ହୋଇଥିଲେ। ଏନେଇ ବାଙ୍ଗାଲୁର୍ ଅଜମୀ ପ୍ରେମ୍ଜୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି।…
ଘୂର୍ଣ୍ଣି ଝଡ଼ ତାଣ୍ଡବ: ୩ ରାଜ୍ୟରେ ୩୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୧୭।୪: ଦେଶର ବିଭିନ୍ନ ରାଜସ୍ଥାନ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଘୂର୍ଣ୍ଣିଝଡ଼ ତାଣ୍ଡବ ରଚିଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ କୁଆପଥର ବର୍ଷା ହୋଇଛି। ରାଜସ୍ଥାନରେ ଏଥିରେ ୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ…
Archives


