ଜାତୀୟ

୧୦୬ ଭାଷାରେ ପଢି ଲେଖି ପାରୁଛନ୍ତି ୮ ବର୍ଷର ବାଳକ

ଚେନ୍ନାଇ,୨୧।୫: ଚେନ୍ନାଇର ୮ ବର୍ଷର ବାଳକ ନିଆଲ ଥୋଗୁଲୁଭା ପ୍ରାୟ ୧୦୬ଟି ଭାଷାରେ ପଢି ଲେଖି ପାରନ୍ତି। ଏହାସହ ୧୦ଟି ଭାଷାରେ କଥା ହୋଇପାରନ୍ତି। ନିଆଲଙ୍କ ଏହି ଗୁଣ ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଇଣ୍ଟରନେଟ୍‌ ଓ ୟୁଟ୍ୟୁବ ସହାୟତାରେ…

ଏକ୍‌ଜିଟ୍‌ ପୋଲ୍‌ ପରେ ଆକ୍ସନ ମୁଡ୍‌ରେ ମାୟାବତୀ

ଲକ୍ଷ୍ନୌ,୨୧।୫: ଏକ୍‌ଜିଟ୍‌ ପୋଲ ଆସିବା ପରେ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ମୁଖ୍ୟ ମାୟାବତୀ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଦଳର ପୁରୁଣା ସଦସ୍ୟ ରାମବୀର ଉପାଧ୍ୟୟଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏଥିସହ ଦଳର ମୁଖ୍ୟ ସଚେତକ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର…

ବିବାହରେ କେତେ ଅତିଥି ଯୋଗ ଦେବେ ତାହା ସ୍ଥିର କରିବେ ସରକାର

ନୂଆଦିଲ୍ଲୀ,୨୧।୫: ରାଜଧାନୀ ଦିଲ୍ଲୀରେ ହୋଟେଲ, ମୋଟେଲ ଓ ବଡ ବଡ ଫାର୍ମ ହାଉସରେ ହେଉଥିବା ବିବାହରେ ଖାଦ୍ୟ ନଷ୍ଟ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ସରକାର ଏନେଇ କଡା ନିୟମ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି। ଏହି ନିୟମ…

ଥରିଲା ଆଣ୍ଡାମାନ-ନିକୋବର

ପୋର୍ଟ ବ୍ଲେୟାର,୨୧।୫: ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ଏକ ଭୂକମ୍ପ ମଙ୍ଗଳବାର ସକାଳେ ନିକୋବର ଦ୍ୱୀପରେ ଅନୁଭୂତ ହୋଇଥିବା ସୂଚନା ଦେଇଛି ଇଣ୍ଡିଆନ୍‌ ମେଟୋରୋଲୋଜିକାଲ ଡିପାର୍ଟମେଣ୍ଟ ବା ଆଇଏମ୍‌ଡି। ଏଥିରେ କ୍ଷୟକ୍ଷତି ବା ମୃତାହତର କୌଣସି ସୂଚନା ନ ଥିବା ବେଳେ…

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର ସେ ଏହି ଟୁଇଟ୍‌କୁ ଡିଲିଟ୍‌ କରିବା ସହ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ସେମାବାର ବିବେକ…

ଆଇଇଡି ବିସ୍ଫୋରଣ: ୨ ଯବାନ ଆହତ

ସୁକମା,୨୧।୫: ଛତିଶଗଡ଼ର ସୁକମା ଜିଲାରେ ମଙ୍ଗଳବାର ହୋଇଥିବା ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହେବା ଫଳରେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସେଠାରେ ଆଇଇଡି ବିସ୍ଫୋରଣ କିଏ ଓ କାହିଁକି କରିଛି ତା’ର କୌଣସି ସ୍ପଷ୍ଟ…

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ବୀର ଭୂମି ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏହାସହ…

‘ଇଭିଏମ୍‌ ସଂଖ୍ୟାରେ ଅମେଳ ହେଲେ ସବୁ ଭିଭିପିଏଟି ସ୍ଲିପ୍‌ ଗଣାଯାଉ’

ନୂଆଦିଲ୍ଲୀ,୨୧।୫(ପି.ଟି.): ଇଭିଏମ୍‌ ବିଶ୍ୱସନୀୟତାର ପ୍ରମାଣ ଲାଗି ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଟି ବୁଥ୍‌ର ଇଭିଏମ୍‌ ସଂଖ୍ୟା ସହ ଭିଭିପିଏଟି ସ୍ଲିପ୍‌ ଗଣନା କରିବା ଲାଗି ବ୍ୟବସ୍ଥା ହୋଇଛି। ଯଦି ଉଭୟ ସଂଖ୍ୟା ମେଳ ନ ଖାଏ, ତେବେ ଭିଭିପିଏଟି ସଂଖ୍ୟାକୁ କାଏମ…

୨୦୧୬ ସେପ୍ଟେମ୍ବରରେ ହୋଇଥିଲା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ,୨୧।୫: ସେନା ପକ୍ଷରୁ ପ୍ରଥମ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ୨୦୧୬ ସେପ୍ଟେମ୍ବର ମାସରେ କରାଯାଇଥିଲା। ଉରି ଗ୍ୟାରିଶନ୍‌ ଆକ୍ରମଣର ପ୍ରତିଶୋଧ ନେବା ଲାଗି ସେନା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା ବୋଲି ଜେନେରାଲ୍‌ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌, ନର୍ଦନ କମାଣ୍ଡ୍‌ ଲ୍ୟୁଟ୍‌ନାଣ୍ଟ…

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ବିରୋଧୀଙ୍କ ସନ୍ଦେହ

ନୂଆଦିଲ୍ଲୀ,୨୧।୫: ଏନ୍‌ଡିଏ ସରକାର ଗଠନ କରିବ ବୋଲି ସବୁ ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ଫେରନ୍ତା ମତ) ଅନୁମାନ କରିବା ପରେ ଉଭୟ ଶାସକ ଓ ବିରୋଧୀ ଶିବିରରେ ଭିନ୍ନ ଭାବାବେଗ ସ୍ପଷ୍ଟ ହୋଇଛି। ୨୩ ତାରିଖ ଫଳାଫଳ ପାଇଁ ଭାଜପା ମୁଖ୍ୟାଳୟରେ ଜୋରଦାର…

ଏକ୍‌ଜିଟ୍‌ ପୋଲ୍‌ ପରେ ମହଙ୍ଗା ହେଲା କ୍ଷୀର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ। କିନ୍ତୁ ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଏବେ ରାଜନୀତି ଭିନ୍ନ ବାତାବରଣରେ ଗତି କରୁଛି। ଏହି ସମୟରେ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ହୋଇଛି।…

ସୋନିଆଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ରାଜନୀତି ସରଗରମ ଥିବା ବେଳେ ବିରୋଧୀ ନେତା ଚନ୍ଦ୍ରାବାବୁ ନାଇଡୁ ରବିବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଫଳାଫଳ ଘୋଷଣା ହେବା ପୂର୍ବରୁ ଚନ୍ଦ୍ରାବାବୁ ବିପକ୍ଷଙ୍କୁ ଏକଜୁଟ କରିବାରେ ବ୍ୟସ୍ତଥିବା ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri