ବରିଷ୍ଠ ନାଗରିକଙ୍କୁ ମିଳିବ ୩ହଜାର ଟଙ୍କା ପେନସନ୍
ଭିଜୟଓ୍ବାଡା,୩୦।୫: ଓ୍ବାଏସ୍ଆର୍ କଂଗ୍ରେସର ମୁଖ୍ୟ ଓ୍ବାଇ. ଏସ୍. ଜଗନ ମୋହନ ରେଡ୍ଡି ଗୁରୁବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ସେ ଶପଥ ଗ୍ରହଣ କରିବାର ମାତ୍ର କେଇ ମିନିଟ୍ ମଧ୍ୟରେ ରାଜ୍ୟର ବରିଷ୍ଠ ନାଗରିକଙ୍କୁ...
ନକଲି ବିରାଟ କୋହଲି, ମିଛ ପ୍ରମାଣପତ୍ର ସାହାରାରେ ହେଲେ ସରପଞ୍ଚ: ଆଉ ତା’ପରେ..
ପୁଣେ, ୩୦।୫: ମହାରାଷ୍ଟ୍ର ପୁଣେର ଏକ ଗାଁରେ ଜଣେ ବ୍ୟକ୍ତି ନକଲି ବିରାଟ କୋହଲି, ମିଛ ପ୍ରମାଣପତ୍ର ଦେଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ବିଠଲ ଘାଓ୍ବଟେ ନାମକ ଏହି ବ୍ୟକ୍ତିଙ୍କ ଅସଲ ମୁଖା ଖୋଲିବା ପରେ ତାଙ୍କ ସରପଞ୍ଚ...
ସ୍ବାମୀଙ୍କ ମୁଣ୍ଡ କାଟି ଥାଳିରେ ଧରି ଥାନାରେ ପହଞ୍ଚିଲେ ମହିଳା
ଗୁଆହାଟୀ, ୩୦।୫: ଆସାମର ଲକ୍ଷ୍ମୀପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କ ମୁଣ୍ଡ କାଟି ପ୍ଲାଷ୍ଟିକ୍ ଥାଳିରେ ରଖି ଥାନାରେ ପହଞ୍ଚିଥିଲେ। ମୁଁ ମୋ ସ୍ବାମୀ ହତ୍ୟା କରିଛି ବୋଲି ସ୍ବୀକାର ମଧ୍ୟ...
ପ୍ରତାପଙ୍କୁ ବି ପିଏମ୍ଓରୁ ଆସିଲା ଫୋନ୍ କଲ୍
ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ନେଇ ଦେଶ ବିଦେଶ ସବୁଠି ଉତ୍ସାହ ଦେଖିବାକୁ ମିଳିଛି। ଏବେ ସବୁଠାରୁ ବଡ ଆଲୋଚନାର ବିଷୟ ହେଉଛି କେଉଁ ନେତାମାନେ ସାମିଲ ହେବେ ମୋଦି ସରକାରରେ। ବିଭିନ୍ନ ରାଜ୍ୟର ନେତାଙ୍କ...
ସାଇକେଲରେ ଶପଥ ଗ୍ରହଣ ଉତ୍ସବକୁ ଯିବେ ଏହି ଏମପି
ନୂଆଦିଲ୍ଲୀ,୩୦।୫: ଲେକା ସଭା ନିର୍ବାଚନରେ ଭାଜପା ନେତୃତ୍ୱଧୀନ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବା ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି ସରକାର ଗଠନ କରିବାକୁ ଯାଉଥଛନ୍ତି। ଗୁରୁବାର ରାଷ୍ଟ୍ରପତି ଭବନରେ ମୋଦି ନୂଆ...
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅମରିନ୍ଦର ସିଂ
ଚଣ୍ଡିଗଡ଼,୩୦।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ରବିନ ଥୁକରାଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ...
୨୫ ବର୍ଷ ତଳେ ମୋଦିଙ୍କ ସହ ଯାଇଥିଲେ ଆମେରିକା ଏବେ ହେବେ କ୍ୟାବିନେଟ୍ ମନ୍ତ୍ରୀ
ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ ତେଲେଙ୍ଗାନାର ସିକନ୍ଦରାବାଦ ଲୋକ ସଭା ଆସନ ଏମ୍ପି ଜି.କିଶନ୍ ରେଡ୍ଡୀ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍ କଲ୍ ଯାଇଛି। ୨୫ ବର୍ଷ ତଳେ କିଶନ ମୋଦିଙ୍କ ସହିତ ଆମେରିକା ଯାଇଥିଲେ। ଏବେ...
ଗଙ୍ଗା ନଦୀର ପାଣି ପିଇବା ଓ ଗାଧୋଇବା ପାଇଁ ଅନୁପଯୁକ୍ତ: ସିପିସିବି
ନୂଆଦିଲ୍ଲୀ, ୩୦।୫: ଗଙ୍ଗା ନଦୀର ପାଣି ପାନୀୟ ଜଳ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)। ଏଥିସହ ଗଙ୍ଗା ନଦୀ ପାଣି ଯେଉଁ ଯେଉଁ ସ୍ଥାନକୁ ପ୍ରବାହିତ ହେଉଛି କେବଳ ୭ଟି ସ୍ଥାନକୁ ବିଶୁଦ୍ଧିକରଣ...
ମୋଦି ବ୍ରିଗେଡ୍ରେ ସାମିଲ୍ ହେବାକୁ ଆସିଲା ଫୋନ୍ କଲ୍
ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ ନୂଆ ବ୍ରିଗେଡ଼୍ରେ ସାମିଲ୍ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ୍ କଲ୍ ଆସିଛି। ଫୋନ୍ କଲ୍ ଆସିଥିବା ନେତାଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନିର୍ମଳା ସୀତାରମଣ, ରାଜନାଥ ସିଂ, ସୁଷମା...
ମୋଦି ସରକାରରେ ମନ୍ତ୍ରୀ ହେବାର ଥିଲେ ଟେଲିଫୋନ୍ ଚାର୍ଜ ରଖିବା ଜରୁରୀ
ନୂଆଦିଲ୍ଲୀ,୩୦।୫: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ହେଲେ ମୋଦିଙ୍କ ସରକାରରେ କିଏ ହେବେ ମନ୍ତ୍ରୀ ତାକୁ ନେଇ ଏବେ...
ଧର୍ମେନ୍ଦ୍ରଙ୍କ ମୁଣ୍ଡରେ ପୁଣି ସୁନା କଳସ: ପିଏମ୍ଓରୁ ଆସିଲା ଫୋନ୍ କଲ୍
ନୂଆଦିଲ୍ଲୀ,୩୦।୫: ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଣ୍ଡରେ ପୁଣି ସୁନା କଳସ ଢ଼ଳା ହୋଇଛି। ସେ ପୁଣିଥରେ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ରେ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ)ରୁ ତାଙ୍କ ପାଖକୁ ଶପଥ ଗ୍ରହଣ କରିବା ପାଇଁ ଫୋନ୍ କଲା ଆସିଛି। ଏନେଇ ଧର୍ମେନ୍ଦ୍ରଙ୍କ ସମର୍ଥକଙ୍କ...
ମୋଦିଙ୍କ ପାଇଁ ୬ ଶହ ଫୁଟର ଗ୍ରୀଟିଙ୍ଗସ୍ କାର୍ଡ ତିଆରି କଲେ ଛାତ୍ରୀଛାତ୍ର
ଫିରୋଜାବାଦ,୩୦।୫: ନରେନ୍ଦ୍ର ମୋଦି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେଉଥିବାରୁ ମଧ୍ୟପ୍ରଦେଶ ଫିରେଜାବାଦର କେତେକ ଛାତ୍ରୀଛାତ୍ର ୬ ଶହ ଫୁଟର ଏକ ବିଶାଳକାୟ ଗ୍ରୀଟିଙ୍ଗସ୍ କାର୍ଡ ତିଆରି କରିଛନ୍ତି। ସ୍ଥାନୀୟ ଇଣ୍ଡିଆନ୍ କ୍ୟାରିଅର କମ୍ପ୍ୟୁଟର ଏଜୁକେସନ୍ର ଛାତ୍ରୀଛାତ୍ର ଏଭଳି ନିଆରା...
Archives


