ମାନବ ସେବା ହିଁ ମାଧବ ସେବା: କାଉଡିଆଙ୍କ ପାଦ ଦାବିଲେ ଏସ୍ପି
ଲକ୍ଷ୍ନୌ, ୨୮।୭: ଶ୍ରାବଣରେ ଆରମ୍ଭ ହୋଇଯାଇଛି କାଉଡି ଯାତ୍ରା। ବିଶେଷ କରି ଉତ୍ତର ପ୍ରଦେଶରେ କାଉଡିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି। ଏମାନଙ୍କ ପାଇଁ ଖୋଲାଯାଇଥିବା ପ୍ରାକୃତିକ ଚିକିତ୍ସା ସେବା ଶିବିରର ଉଦ୍ଘାଟନ କରିବାକୁ ଶାମଲିର ଏସ୍ପି ଅଜୟ କୁମାରଙ୍କୁ ଡକାଯାଇଥିଲା।…
କର୍ନାଟକ ରାଜନୀତି ପୁଣି ସରଗରମ: ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କଲେ ବାଚସ୍ପତି
ବେଙ୍ଗାଲୁର୍,୨୮।୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ାଛୁଟୁଛି। ଏଚ୍.ଡି କୁମାରସ୍ବାମୀଙ୍କ ରାଜନୀତି ଦୌଡ଼ରେ ପଛାର ପକାଇ ବି.ଏସ୍.ୟେଦୁରପ୍ପା କ୍ଷମତା ଦଖଲ କରିଥିଲେ। ଏହାପରେ ବାଚସ୍ପତି ଆର୍. ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେବେ ରବିବାର ରମେଶ ପୁଣି…
ସରକାରଠାରୁ ଦୂରେଇ ରହିବେ ୟେଦୁରପ୍ପାଙ୍କ ପରିବାର
ବେଙ୍ଗାଲୁରୁ,୨୮।୭: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ବିଏସ୍ ୟେଦୁରପ୍ପା କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନାନା ପ୍ରଶ୍ନ ଉଙ୍କି ମାରିଛୁ। ଏବେ ପ୍ରଶ୍ନ ଉଠିଛି କି ୟେଦୁରପ୍ପା ସରକାରରେ ତାଙ୍କ ପରିବାର ସାମିଲ ହେବେ ନା ନାହିଁ।…
ଦ୍ୱିତୀୟ ଇନିଂସ୍ର ଦ୍ୱିତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଲେ ମୋଦି
ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍ର ଦ୍ୱିତୀୟ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି। ସରକାର ଦେଶର ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛନ୍ତି। ଜଳ ସଂରକ୍ଷଣ…
ଏଠି ବଳଦ ନୁହେଁ ମଣିଷ କରୁଛନ୍ତି ହଳ
ଝାବୁଆ,୨୮।୭: ମଧ୍ୟପ୍ରଦେଶର ଝାବୁଆ ଜିଲା ଉମରକୋଟ ଗ୍ରାମରେ ରହୁଥିବା ଆଦିବାସୀ ଆଜିବି ବଳଦ ବଦଳରେ ମହିଳାଙ୍କୁ ହଳ କାମରେ ନିୟୋଜିତ କରୁଥିବା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ରତନ ଭୋବର ଓ ତାଙ୍କ ସ୍ତ୍ରୀ ରାମଲି ୫ଟି ପିଲାଙ୍କୁ ନେଇ ଏବେବି…
ମୁସଲମାନ୍ ଯୁବକ ପାଲଟିଲେ କାଉଡ଼ିଆ: ଭାରତରେ ଗୀତା-କୋରାନ୍ ଏବଂ ସବୁ ସମ୍ପ୍ରଦାୟ ସମାନ ବୋଲି କହିଲେ
ଲକ୍ଷ୍ନୌ,୨୮।୭: ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏହାକୁ ମୁଖ୍ୟତଃ ହିନ୍ଦୁମାନେ ହିଁ କରିଥାନ୍ତି। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ ବାବୁ ଖାଁ କାଉଡ଼ିଆ ସାଜିଛନ୍ତି। ବାବୁ ଖାଁଙ୍କ ଉଦ୍ୟମ ସାମ୍ପ୍ରଦାୟିକ…
୩ ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ
ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ସହିତ ଏସବୁ ରାଷ୍ଟ୍ର ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ପାଇଁ…
ସରୟୁ ନଦୀରେ ଓଲଟିଲା ଡଙ୍ଗା: ୧୭ ନିଖୋଜ, ୪ ମୃତ
ଲକ୍ଷ୍ନୌ,୨୮।୭: ଉତ୍ତର ପ୍ରଦେଶର ବହରାଇଚଠାରେ ସରୟୁ ନଦୀରେ ରବିବାର ଏକ ଡଙ୍ଗା ବୁଡିି ଯିବା ଫଳରେ ୧୭ ଜଣ ନିଖୋଜ ଥିବା ବେଳେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ଚାଷ କାମ ପାଇଁ ଗୋଟିଏ ଡଙ୍ଗାରେ ୨୦ରୁ…
୧୯ ମାସ ମଧ୍ୟରୁ ୧୭ ମାସ ହସ୍ପିଟାଲରେ ରହି ସାରିଲେଣି ଲାଲୁ
ରାଞ୍ଚି,୨୮।୭: ସାଧାରଣତଃ ଜେଲ ଯାଉ ଯାଉ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ଦେହ ଖରାପ ହୋଇଯାଇଥିବା ଦେଖାଯାଏ। ଏହି କ୍ରମରେ ଯଦି ରାଞ୍ଚିର ବିର୍ଶା ମୁଣ୍ଡା ଜେଲ କଥା ବିଚାରକୁ ନିଆଯାଏ ତେବେ ଗତ ୧୦ ବର୍ଷ ମଧ୍ୟରେ ପାଖାପାଖି ଡଜନେ ଭିଆଇପି…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ୪ ବ୍ୟବସାୟୀଙ୍କ ଘରେ ଏନ୍ଆଇଏ ଚଢ଼ାଉ
ଶ୍ରୀନଗର,୨୮।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜମ୍ମୁ-କଶ୍ମୀରର ରବିବାର ୪ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଛି। ଏନ୍ଆଇଏ ପକ୍ଷରୁ ଉତ୍ତର କଶ୍ମୀରର ବାରମୁଳା ଜିଲାରେ ଏହି ଚଢ଼ାଉ କରାଯାଇଥିବା କୁହାଯାଉଛି। ବ୍ୟବସାୟୀ ଆଶିଫ୍ ଲୋନ୍, ତନବୀର୍ ଅହମ୍ମଦ୍, ତାରିକ୍ ଅହମ୍ମଦ୍ ଏବଂ…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ
ହାଇଦ୍ରାବାଦ,୨୮।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି। ହାଇଦ୍ରାବାଦରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ନିମୋନିଆରେ ପୀଡିତ ଥିବା ରେଡ୍ଡୀଙ୍କୁ ଶନିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଡ୍ଡୀ…
‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧା କପୁର
ମୁମ୍ବାଇ: ଅପ୍କମିଂ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ଶୁଟିଂସେଟ୍ର ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ବେଶ୍ ଖୁସି ପ୍ରକାଶ କରି ପୂରା ଟିମ୍କୁ ଲମ୍ବା ଥ୍ୟାଙ୍କ-ୟୁ ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।…
Archives


