ହାଜିପୁର ସେକ୍ଟରରେ ୨ ପାକ୍ ସେନା ନିହତ
ନୂଆଦିଲ୍ଲୀ,୧୪।୯: ସୀମାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବାର କଡା ଜବାବ ଦେଇଛି ଭାରତୀୟ ସେନା। ଏଥର ଭାରତୀୟ ସେନା ୨ ପାକିସ୍ତାନୀ ସେନାଙ୍କୁ ନିହତ କରିଛନ୍ତି। ଆଉ ଏହି ନିହତ ସେନାଙ୍କ ମୃତ ଶରୀରକୁ ପାକ୍ ସେନା ଧଳା ପତାକା…
ଏନ୍ଆର୍ସି ତାଲିକାରୁ ବାଦ୍ ପଡିଥିବା ଲୋକଙ୍କ ପାଇଁ ନିର୍ମାଣ ହେଲା ଡିଟେନଶନ ସେଣ୍ଟର
ଗୁଆହାଟି,୧୪।୯: ଆସାମର ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜନ(ଏନ୍ଆର୍ସି) ତାଲିକାରୁ ପ୍ରାୟ ୧୯ ଲକ୍ଷ ଲୋକଙ୍କୁ ବାଦ୍ ଦିଆଯାଇଛି। ହେଲେ ଏମାନଙ୍କୁ ତୁରନ୍ତ ବିଦେଶୀ ଘୋଷିତ ନ କରାଯାଇ ଏଥିପାଇଁ କିଛି ସମୟ ଦିଆଯାଇଛି। ହେଲେ ଏହାପରେ ଯେଉଁମାନଙ୍କୁ ବିଦେଶୀ ଘୋଷଣା କରାଯିବ…
୨୫ ହାଇକୋର୍ଟରେ ଗଡୁଛି ୪୩ ଲକ୍ଷ ମାମଲା: ୪୧୪ ବିଚାରପତି ପଦବୀ ଖାଲି
ନୂଆଦିଲ୍ଲୀ,୧୪ା୯(ପି.ଟି.): ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି, ଯାହାକି ଅଦ୍ୟାବଧି ସର୍ବାଧିକ ବୋଲି ଆଇନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡ଼ିଛି। ସେପ୍ଟେମ୍ବର ୧ରେ ମିଳିଥିବା ତଥ୍ୟାନୁସାରେ ହାଇକୋର୍ଟଗୁଡ଼ିକରେ ୧,୦୭୯ ବିଚାରପତିଙ୍କୁ ନିଯୁକ୍ତି ଲାଗି ପାଇଁ ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ…
ୟୁଏନ୍ଏଚ୍ଆର୍ସିର ୪୭ ସଦସ୍ୟ: ୫୮ ରାଷ୍ଟ୍ରକୁ ଧନ୍ୟବାଦ ଦେଲେ ଇମ୍ରାନ୍
ନୂଆଦିଲ୍ଲୀ,୧୪ା୯: ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆର୍ସି)ର ମୋଟ ସଦସ୍ୟ ସଂଖ୍ୟା ୪୭ ଥିବାବେଳେ ପାକିସ୍ତାନକୁ ୫୮ ରାଷ୍ଟ୍ର ସମର୍ଥନ ଦେଇଥିବା ସେଠାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦାବି କରିଛନ୍ତି। ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଇମ୍ରାନ୍ଙ୍କୁ ହଟହଟା ହେବାକୁ ପଡ଼ିଛି।…
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ଏବିଭିପି ହାତରେ ୩ ପଦବୀ
ନୂଆଦିଲ୍ଲୀ,୧୪ା୯(ପି.ଟି.): ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଆର୍ଏସ୍ଏସ୍ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ସଭାପତି ସମେତ ୩ଟି ପଦବୀରେ ବିଜୟୀ ହୋଇଥିବାବେଳେ ସମ୍ପାଦକ ପଦବୀରେ କଂଗ୍ରେସ ସମର୍ଥତ୍ତ…
ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ ଲକ୍ଷ୍ୟ ହାସଲ ଦିଗରେ ଅଦ୍ୟାବଧି କିଛି ଉଦ୍ୟମ ହୋଇନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ…
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩୩ ମୃତ
ମୁମ୍ବାଇ/ଭୋପାଳ/ନୂଆଦିଲ୍ଲୀ,୧୪ା୯(ପି.ଟି.): ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ୩୩ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୨୦ ବର୍ଷ ମଧ୍ୟରେ। ଭୋପାଳର ଖଟଲାପୁରା ଘାଟରୁ ଶୁକ୍ରବାର ଗଣେଶ ମୂର୍ତ୍ତି ନେଇ ଯାଉଥିବା ବୋଟ ଲୋୟର…
ଶିବକୁମାରଙ୍କ ଇଡି ରିମାଣ୍ଡ ବଢ଼ିଲା
ନୂଆଦିଲ୍ଲୀ,୧୪ା୯(ପି.ଟି.): କର୍ନାଟକ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଇଡି ରିମାଣ୍ଡ ଅବଧିକୁ ଦିଲ୍ଲୀର ଏକ ଅଦାଲତ ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଜତରେ ଅଧିକ ଜେରାର ଆବଶ୍ୟକତା ଥିବା ଦର୍ଶାଇ ରିମାଣ୍ଡ ଅବଧି ୫ ଦିନ ବଢ଼ାଇବାକୁ ପ୍ରବର୍ତ୍ତନ…
ଫାରୁକ୍, ଓମାରଙ୍କୁ ଭେଟିପାରିବେ ୨ ଏନ୍ସି ଏମ୍ପି
ନୂଆଦିଲ୍ଲୀ,୧୪ା୯: ଗୃହବନ୍ଦୀ ଥିବା ନ୍ୟାଶନାଲ୍ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲା ଓ ତାଙ୍କ ପୁଅ ତଥା ଉପାଧ୍ୟକ୍ଷ ଓମାର ଅବ୍ଦୁଲ୍ଲାଙ୍କୁ ଦଳର ଦୁଇଜଣ ଏମ୍ପି ସାକ୍ଷାତ୍ କରିପାରିବେ। ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କିନ୍ତୁ ସାକ୍ଷାତ୍ ପରେ ସେମାନେ…
ରାଜୀବ କୁମାରଙ୍କ ଘରେ ସିବିଆଇ
କୋଲକାତା,୧୪ା୯(ଆଇଏଏନ୍ଏସ୍): ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସମ୍ପୃକ୍ତ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରିରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ କଲିକତା ହାଇକୋର୍ଟ ଶୁକ୍ରବାର ପ୍ରତ୍ୟାହାର କରିନେବା ପରେ ସିବିଆଇ ତାଙ୍କ ବାସଭବନରେ ପହଞ୍ଚତ୍ଛି। ତାଙ୍କୁ ଜେରାର ସମ୍ମୁଖୀନ ହେବା…
ଏସ୍ସି/ଏସ୍ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ସମୀକ୍ଷା କରିବ ୩ ଜଣିଆ ଖଣ୍ଡପୀଠ
ନୂଆଦିଲ୍ଲୀ,୧୪ା୯(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍ସି/ଏସ୍ଟି) ଆଇନ ଉପରେ ସୁପ୍ରିମକୋର୍ଟଙ୍କ ୨୦୧୮ ମାର୍ଚ୍ଚ ୨୦ ତାରିଖ ରାୟକୁ ୩ ଜଣିଆ ଖଣ୍ଡପୀଠ ସମୀକ୍ଷା କରିବେ। ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ରିଭ୍ୟୁ ପିଟିଶନ ଦାଏର କରିଥିବାବେଳେ ଶୁକ୍ରବାର ଅଦାଲତ ଏହାକୁ ୩…
ତେଜସ୍ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା
ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍ ନାଭାଲ ଭର୍ସନର ଆରେଷ୍ଟେଡ୍ ଲ୍ୟାଣ୍ଡିଂ ଶୁକ୍ରବାର ସଫଳ ହୋଇଛି। ଗୋଆ ଉପକୂଳରେ ଥିବା ଆଇଏନ୍ଏସ୍ ହଂସ ନାଭାଲ ବେସ୍ ସୀମିତ…
Archives


