ବିବାଦରେ ଶାହଙ୍କ ‘ଏକ ରାଷ୍ଟ୍ର ଏକ ଭାଷା’ ପ୍ରସ୍ତାବ: ହିନ୍ଦୀକୁ ନେଇ ହୁଲସ୍ଥୂଲ
ନୂଆଦିଲ୍ଲୀ,୧୫।୯(ପି.ଟି.): ହିନ୍ଦୀ ଦିବସ ପାଳନ ଅବସରରେ ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ‘ଗୋଟିଏ ଦେଶ ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଛନ୍ତି। ଅଧିକାଂଶ ଲୋକ ହିନ୍ଦୀରେ କଥା ହେଉଥିବାରୁ ଏହାକୁ ସାଧାରଣ ଭାଷା ଭାବେ ଗ୍ରହଣ କରାଗଲେ ସାରା ଦେଶକୁ ଏକତା…
ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ଅନୁରୋଧ
ଭୁବନେଶ୍ୱର(ବ୍ୟୁରୋ)/ଚଣ୍ଡିଗଡ଼, ୧୫।୯(ଆଇଏଏନ୍ଏସ୍): ଶିଖ୍ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଶନିବାର ଅନୁରୋଧ କରିଛନ୍ତି। ଅମରିନ୍ଦର ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍ନେମ୍ର ଲୋକେ
ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା। ପ୍ରାୟ ୭ଶହ ଲୋକ ଏହି ଗାଁରେ ରହୁଥିବା ବେଳେ ସମସ୍ତଙ୍କ ସର୍ନେମ୍ ‘ଚରବାଡିଆ’। କୁହାଯାଏ…
ମୋଦିଙ୍କ ଉପହାରର ନିଲାମି ଆରମ୍ଭ
ନୂଆଦିଲ୍ଲୀ,୧୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ଦେଶରୁ ମିଳିଥିବା ଉପହାର ଗୁଡିକର ନିଲାମି ଶନିବାର ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ସ୍ଥିତ ନ୍ୟାଶନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟରେ ଏହା ଆରମ୍ଭ କରାଯାଇଥିବା ବେଳେ ଏହା ଆସନ୍ତା ଅକ୍ଟୋବର ୩ ପର୍ଯ୍ୟନ୍ତ…
ମେନ୍ଧର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ପୁଞ୍ଚ,୧୪।୯: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେନ୍ଧର ସେକ୍ଟରରେ ପାକିସ୍ତାନ ଶନିବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ସକାଳ ପ୍ରାୟ ୯ଟା ୩୦ରେ ମୋର୍ଟାର ମାଡ କରିବା ସହ ପାକିସ୍ତାନ ପକ୍ଷରୁ ଗୁଳିଗୋଳା ବର୍ଷଣ କରାଯାଇଥିଲା। ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…
ସୁଧୁରୁଛି ଦେଶର ଅର୍ଥବ୍ୟବସ୍ଥା: ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧୪।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀ ଜରିଆରେ ଦେଶର ଅର୍ଥ ବ୍ୟବସ୍ଥା ସୁଧୁରୁଥିବା କହିଛନ୍ତି। ସେ ରିଅଲ୍ ଇଷ୍ଟେଟକୁ ଆଶ୍ୱସ୍ତି ଦେଇଛନ୍ତି। ତେବେ ମୁଦ୍ରାସ୍ଫିତି ନିୟନ୍ତ୍ରଣରେ ରହିଥିବା ଓ ଔଦ୍ୟୋଗିକ କ୍ଷେତ୍ରରେ ସୁଧାର ଆସୁଥିବା…
ନାଚୁ ନାଚୁ ଚାଲିଗଲା ଜୀବନ
ଭୋପାଳ,୧୪।୯: ମଧ୍ୟପ୍ରଦେଶର ଶିବାନୀ ଜିଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ୩୦ ବର୍ଷୀୟ ଯୁବକଙ୍କ ନାଚୁଥିବା ସମୟରେ ମୃତ୍ୟୁ ଘଟିଛି। ସେହି ସମୟରେ ରେକର୍ଡ ହୋଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…
ଭୋପାଳ ଡଙ୍ଗା ବୁଡ଼ି ଦୁର୍ଘଟଣା: ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୮ଜୀବନ
ଭୋପାଳ,୧୪।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଶୁକ୍ରବାର ଗଣପତିଙ୍କ ବିସର୍ଜନ ସମୟରେ ଏକ ଦୁର୍ଘଟଣା ଘଟିଛି। ନଦୀରେ ବୁଡ଼ି ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଥିଲା। ହେଲେ ସେହି ସମୟରେ ଜଣେ ଯୁବକ ନିଜ…
କାଚ ଖାଇ ବଞ୍ଚୁଛନ୍ତି ଓକିଲ ବାବୁ
ଭୋପାଳ,୧୪।୯: ମଧ୍ୟପ୍ରଦେଶର ଡିଣ୍ଡୋରିରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କାଚ ଖାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଶାହପୁରା ଗଁାରେ ରହୁଥିବା ଦୟାରାମ ସାହୁ ଗତ ୪୦ରୁ ୪୫ ବର୍ଷ…
୯ ବର୍ଷର କୁକୁର ‘ଡଚ୍’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା
ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର ବିଭିନ୍ନ ପ୍ରକାର ଅପରେଶନ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରାଷ୍ଟ୍ରର ସେବାରେ ତା’ର…
ଆଜମ ଖାଁଙ୍କୁ ସମର୍ଥନ ଦେବାକୁ ବର ବେଶରେ ପହଞ୍ଚିଲେ ସମାଜବାଦୀ ପାର୍ଟି ନେତା ଫିରୋଜ
ରାମପୁର,୧୪।୯: ସମାଜବାଦୀ ପାର୍ଟି ନେତା ତଥା ରାମପୁର ଏମ୍ପି ଆଜମ ଖାଁ ଏବେ ଅଡୁଆରେ ପଡିଛନ୍ତି। ଏହି ସମୟରେ ଦଳର ସବୁ ବରିଷ୍ଠ ନେତା ତାଙ୍କ ସାହସ ବଢାଇବାକୁ ତାଙ୍କ ନିକଟରେ ପହଞ୍ଚଥିବା ଜଣାପଡିଛି। ଏହି କ୍ରମରେ ସମ୍ଭଲର ସମାଜବାଦୀ ପାର୍ଟି…
ମୋଦିଙ୍କ ଜନ୍ମଦିନକୁ ନେଇ ଆରମ୍ଭ ହେଲା ‘ସେବା ସପ୍ତାହ’: ଏମ୍ସରୁ ସେବା ଆରମ୍ଭ କଲେ ଶାହ
ନୂଆଦିଲ୍ଲୀ,୧୪।୯: ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଭାଜପା ପକ୍ଷରୁ ‘ସେବା ସପ୍ତାହ’ ପାଳନ କରାଯାଉଛି। ଶନିବାର ଏହା ଆରମ୍ଭ କରାଯାଇଥିବା ବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟଚ୍ୟୁଟ ଅଫ୍ ମେଡିକାଲ…
Archives


