୧.୭କୋଟି ଟଙ୍କାର ତିମି ବାନ୍ତି ନେଇଯାଉଥିବା ବ୍ୟକ୍ତି ଗିରଫ
ମୁମ୍ବାଇ, ୧୯।୬: ତିମି ମାଛ ବାନ୍ତି(ଏମ୍ବରଗ୍ରିସ୍) ନେଇଯାଉଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ। ଏହି ବ୍ୟକ୍ତିଙ୍କ ଠାରୁ ସ୍ପର୍ମ ତିମିର ୧.୩ କିଲୋଗ୍ରାମ ଏମ୍ବରଗ୍ରିସ୍ ଜବତ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୧.୭ କୋଟି ଟଙ୍କା ହେବ...
‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ୍’ ଶୋ’ ନିର୍ମାତାଙ୍କ ସନ୍ଦେହଜନକ ମୃତ୍ୟୁ
ମୁମ୍ବାଇ, ୧୯।୬: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ ଶୋ’ର ନିର୍ମାତା ଶୋହନ ଚୌହାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୁମ୍ବାଇର ଆରେ କଲୋନୀସ୍ଥିତ ରୟାଲ୍ସ ପାମ୍ପ୍ସରୁ ଉଦ୍ଧାର କରାଯାଇଛି। ଶୋହନଙ୍କ ଅଚାନକ ମୃତ୍ୟୁରେ ଛୋଟ ପରଦାରେ ଶୋକର...
ପୃଥିବୀର ୧୦ ଦେଶରେ ଲାଗୁ ହୋଇଛି ଏକ ଦେଶ ଏକ ନିର୍ବାଚନ ଆଇନ: ଭାରତରେ ହୋଇଛି ଏପରି ୪ ଥର
ନୂଆଦିଲ୍ଲୀ, ୧୯।୬: ଏକ ଦେଶ ଏକ ନିର୍ବାଚନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଏହାଦ୍ୱାରା ଲୋକ ସଭା ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯାଇପାରିବ। ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ଏହାର ସପକ୍ଷ...
ଏଥର ଜନ୍ମଦିନ ପାଳିବେ ନାହିଁ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ, ୧୯।୬: ବିହାରରେ ମସ୍ତିଷ୍କ ଜ୍ୱରରେ ୧୩୦ ଶିଶୁ ମୃତ୍ୟୁବରଣ କଲେଣି। କେବଳ ବିହାରରେ ନୁହେଁ, ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଶିଶୁ ମୃତ୍ୟୁ ଯୋଗୁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି...
ଓମ୍ ବିର୍ଲା ହେଲେ ୧୭ ତମ ଲୋକ ସଭା ବାଚସ୍ପତି: ସମସ୍ତ ଦଳ କଲେ ସମର୍ଥନ
ନୂଆଦିଲ୍ଲୀ,୧୯।୬: ରାଜସ୍ଥାନ କୋଟା ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି। ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ। ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ...
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବୈଠକ: ଭାଗ ନେବ ନାହିଁ କଂଗ୍ରେସ
ନୂଆଦିଲ୍ଲୀ, ୧୯।୬: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ମୁଦ୍ଦାକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦ ଭବନର ଲାଇବ୍ରେରୀରେ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଯୋଗଦେବାର କାର୍ଯ୍ୟକ୍ରମ...
ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ
ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଡ୍ ଜିଲାରେ ୪ ହଜାର ୬ ଶହ ୫...
ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍ ବାଣ୍ଟିଲେ ଟ୍ରାଫିକ୍ ପୋଲିସ: ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍ ପୋଲିସ ହେଡ୍ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍ ମାଗଣାରେ ଲୋକଙ୍କୁ ବାଣ୍ଟିବା ସହିତ ସଚେତନତା ପାଇଁ ଏକ ର଼୍ୟାପ୍ ସଙ୍ଗ୍ ମଧ୍ୟ ରେକର୍ଡିଂ କରିଛନ୍ତି।...
ଶୁଖିଲା ନଦୀରେ ଜଳ ଭରିବା ପାଇଁ ଅଣ୍ଟା ଭିଡିଛନ୍ତି ୨୦ ହଜାର ମହିଳା
ଭେଲୋର,୧୯।୬: ତାମିଲ୍ନାଡୁ ଭେଲୋରରେ ଗତ ୧୫ ବର୍ଷ ଧରି ଶୁଖିଲା ପଡ଼ିଥିବା ନାଗାନାଧି ନଦୀରେ ଜଳ ଭରିବା ପାଇଁ ଏହି ଅଞ୍ଚଳର ୨୦ ହଜାର ମହିଳା ଅଣ୍ଟା ଭିଡ଼ିଛନ୍ତି। ନଦୀର ବିଭିନ୍ନ ସ୍ଥାନରେ କୂଅ ଖୋଳି ଏଥିରେ ପୁଣି ଜଳ...
ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ
ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୭୫ ନୂଆ ଶିଶୁ ଏହି ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।...
ଗୁରୁବାର ମୋଦି ସମସ୍ତ ଏମ୍ପିଙ୍କୁ ଦେବେ ରାତ୍ର ଭୋଜନ
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଲୋକ ସଭାର ସମସ୍ତ ଏମ୍ପିଙ୍କୁ ଗୁରୁବାର ରାତ୍ର ଭୋଜନ ଦେବେ। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଲୋକ ସଭା ତଥା ରାଜ୍ୟ ସଭାର ସମସ୍ତ ଏମ୍ପିଙ୍କୁ ନିମନ୍ତ୍ରଣ ସମ୍ପର୍କରେ ଅବଗତ...
ରାହୁଲଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ମୋଦି
ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟୁଇଟ୍ କରି ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ମୋଦି ରାହୁଲଙ୍କ ସୁସ୍ଥ ନିରାମୟ ତଥା ଦୀର୍ଘ ଜୀବନ କାମନା କରିଛନ୍ତି। ବୁଧବାର ରାହୁଲଙ୍କ ଜନ୍ମଦିନ...
Archives


