ଏଏନ୍-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର
ଶିଲଂ,୨୦।୬: ଜୁନ୍ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର ମିଳିଥିବା ଜଣାପଡିଛି। ପ୍ରତିରକ୍ଷା ପ୍ରବକ୍ତା ତଥା ଓ୍ବିଙ୍ଗ କମାଣ୍ଡର ରତ୍ନାକର ସିଂ ଗୁରୁବାର...
ବିବାହ ବନ୍ଧନରେ ଆବଦ୍ଧ ହେଲେ ଟିଏମ୍ସି ଏମ୍ପି
ବଶୀରଘାଟ,୨୦।୬: ଅଭିନେତ୍ରୀରୁ ଏମ୍ପି ହୋଇଥିବା ପଶ୍ଚିମ ବଙ୍ଗର ନୁସରତ ଜହାଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବଶିରଘାଟର ତୃଣମୃଳ କଂଗ୍ରେସ(ଟିଏମ୍ସି)ର ଏମ୍ପି ନୁସରତ ଜହାଁ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଛନ୍ତି। ବୁଧବାର ତୁର୍କୀର ବୋଡରମରେ ନୁସରତ ଓ...
ଆଗକୁ ମାତ୍ର ୧୦ ଘଣ୍ଟାରେ ପହଞ୍ଚିହେବ ଦିଲ୍ଲୀରୁ ମୁମ୍ବାଇ
ନୂଆଦିଲ୍ଲୀ,୨୦।୬: ଆଗାମୀ ୪ ବର୍ଷ ମଧ୍ୟରେ ଭାରତୀୟ ରେଲଓ୍ବେ ରାଜଧାନୀ ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ୫ ଘଣ୍ଟା କମ୍ କରିଦେବାକୁ ଚିନ୍ତା କରିଛି। ତେବେ ଦିଲ୍ଲୀରୁ ହାଓ୍ବଡା ମାତ୍ର ୧୨ ଘଣ୍ଟା ସମୟ ଲାଗିବ ବୋଲି କୁହାଯାଉଛି। ଏବେ ରାଜଧାନୀ...
୨୦୨୦ ସୁଦ୍ଧା ୨୧ ଭାରତୀୟ ସହର ହେବ ଭୂତଳ ଜଳ ଶୂନ୍ୟ: ନୀତି ଆୟୋଗ ରିପୋର୍ଟ
ନୂଆଦିଲ୍ଲୀ,୨୦।୬: ଦେଶରେ ଜଳସଙ୍କଟ ଉତ୍କଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ତଥା କଂକ୍ରିଟ୍ ଜଙ୍ଗଲ ଯୋଗୁ ଧୀରେଧୀରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଆସନ୍ତା ୨୦୨୦ ସୁଦ୍ଧା ଦେଶର ୨୧ଟି ସହର ଭୂତଳ ଜଳ ଶୂନ୍ୟ ହେବାର ଆଶଙ୍କ ଦେଖାଦେଇଛି।...
ଦେଶର ପ୍ରଥମ ଡିଜିଟାଲ ଗାଇଡ୍: ଗଛରେ ଲାଗିଥିବା କ୍ୟୁଆର୍ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ
ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍ ବୋଲି କୁହାଯାଉଛି। ଏଠାରେ ଥିବା ଗଛରେ ଏକ କ୍ୟୁଆର୍ କୋଡ ଲଗାଇ ଦିଆଯିବ। ଯାହାକୁ ସ୍କାନ କଲେ...
ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି ଏନ୍ଡ଼ିଏ ସରକାର: ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୦।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ସେଣ୍ଟ୍ରାଲ୍ ହଲରେ ଗୁରୁବାର ସମବେତ ରାଜ୍ୟ ସଭା ଏବଂ ଲୋକ ସଭା ଏମ୍ପିଙ୍କୁ ସମ୍ବୋଧିତ କରିଛନ୍ତି। ଏନ୍ଡ଼ିଏ ସରକାର ବିନା ଭେଦଭାବରେ ଦେଶର ସାମୁହିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ସେ ପ୍ରକାଶ...
ଜଳସଙ୍କଟ ପାଇଁ ବଦଳିଲା ସ୍କୁଲ-କଲେଜ ଅଫିସ୍ ସମୟ: ଜୁନ୍ ୨୨ରେ ଡିଏମ୍କେ କରିବ ବିକ୍ଷୋଭ
ଚେନ୍ନାଇ,୨୦।୬: ତାମିଲ୍ନାଡୁରେ ଜଳସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚେନ୍ନାଇରେ କେତେକ ସ୍କୁଲ-କଲେଜ-ଅଫିସ୍ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ ଗୁଡ଼ିକ ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଖୋଲା ରହୁଥିବାବେଳେ କେତେକ କଲେଜ...
ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର
ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ କନ୍ୟାକୁ ପୁରୁଣା ପୋଷାକ ଦେବାରୁ କନ୍ୟାଘର ପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି। ମୁସଲମାନ...
ମୋବାଇଲ୍ ବ୍ୟବହାର ନ କରିବା ପାଇଁ ଜମ୍ମୁ-କଶ୍ମୀର ଟ୍ରାଫିକ୍ ପୋଲିସର ବିଭ୍ରାନ୍ତି ଜନକ ସାଇନ୍ ବୋର୍ଡ: ଭିଡ଼ିଓ ଭାଇରାଲ
ଶ୍ରୀନଗର,୨୦।୬: ଜମ୍ମୁ-କଶ୍ମୀର ଟ୍ରାଫିକ୍ ପୋଲିସ ଦ୍ୱାରା ଲଗାଯାଇଥିବା ଏକ ସାଇନ୍ ବୋର୍ଡ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ଜାତୀୟ ରାଜପଥ ମୋଗଲ ରୋଡ୍ଠାରେ ଲାଗିଥିବା ଏହି ସାଇନ୍ ବୋର୍ଡରେ ମୋବାଇଲ୍ ବ୍ୟବହାର ନ କରିବା ପାଇଁ ବିଭ୍ରାନ୍ତି...
ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ
ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଥାଏ। ସେହିପରି ଏକ ଘଟଣା ରାଜସ୍ଥାନ ଜୟପୁର ନିକଟରେ ଥିବା ମାଲପୁରାରେ ଘଟିଛି।...
ନଦୀକୁ ଖସିଲା ବରଯାତ୍ରୀ ଗାଡି: ୭ ନିଖୋଜ
ଲକ୍ଷ୍ନୌ, ୨୦।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ଦଳକୁ ନେଇ ଯୋଉଥିବା ଏକ ପିକ୍ଅପ୍ ଗାଡି ନଦୀକୁ ଖସି ପଡିଛି। ଫଳରେ ୭ ଜଣ ଶିଶୁ ନିଖୋଜ ଅଛନ୍ତି। ପିକ୍ଅପ୍ରେ ୨୯ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ...
ଥରିଲା ମହାରାଷ୍ଟ୍ର
ମୁମ୍ବାଇ,୨୦।୬: ମହାରାଷ୍ଟ୍ରର ସତରା ଜିଲାରେ ଗୁରୁବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮। ସକାଳ ପ୍ରାୟ ୭ଟା ୪୭ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ...
Archives


