ମାୟାବତୀଙ୍କ ବଂଶବାଦ: ଭାଇ ପୁତୁରାଙ୍କୁ ଗୁରୁ ଦାୟିତ୍ୱ
ଲକ୍ଷ୍ନୌ,୨୩।୬: ବିଏସ୍ପି ଅଧ୍ୟକ୍ଷା ମାୟାବତୀଙ୍କ ଅଧ୍ୟକ୍ଷତାରେ ରବିବାର ଦଳୀୟ କର୍ମକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠୀତ ହୋଇଯାଇଛି। ବୈଠକରେ ସାଂଗଠନିକ କ୍ଷେତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ଏଥିରେ ମାୟାବତୀ ବଂଶବାଦକୁ ପୁଣି ଗୁରୁତ୍ୱ ଦେଇଥିବା କୁହାଯାଉଛି। ତାଙ୍କ ଭାଇ ଆନନ୍ଦ କୁମାରଙ୍କୁ...
ମୋଦିଙ୍କୁ ଭେଟିବା ପାଇଁ ସଂସଦ ବାହାରେ ଅପେକ୍ଷା କରିଥିଲେ ଏହି ୮ବର୍ଷର ଝିଅ: ଜାଣନ୍ତୁ କାହିଁକି?
ଚେନ୍ନାଇ, ୨୩।୬: ଗ୍ଲୋବାଲ ଓ୍ବାର୍ମିଂ ବା ବିଶ୍ୱତାପମାନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗ୍ଲୋବାଲ ଓ୍ବାର୍ମିଂରୁ ଦେଶକୁ ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି ୮ ବର୍ଷର ଲାଇସିପ୍ରିୟା କାଙ୍ଗଜୁମ। ଏକ ସନ୍ତୁଳିତ ପରିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ...
ଲିଭ୍ଇନ୍ରେ ରହୁଥିବା ଯୋଡ଼ା: ଜୀବିତ ଥିବାବେଳେ ନିର୍ଯାତନା; ମୃତ୍ୟୁପରେ ଅନ୍ତିମ ସଂସ୍କାର ମନା
ରାଞ୍ଚି,୨୩।୬: ଅର୍ଥାଭାବରୁ ବିବାହ ନ କରି ଭୋଜି ନ ଦେଇ ଲିଭ୍ଇନ୍ରେ ରହୁଥିବା ଝାଡଖଣ୍ଡର ଜନଜାତି ସମ୍ପ୍ରଦାୟଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥାଏ। ଏଭଳି ମହିଳାଙ୍କୁ ଏଠାରେ ସିନ୍ଦୂର ତଥା ଚୁଡି ପିନ୍ଧିବାକୁ ବାରଣ କରାଯାଇଥାଏ। ସେହିପରି ପୁରୁଷଙ୍କୁ ଗାଁର କୌଣସି...
ବିଚାରପତି ଏସ୍.ଏନ୍. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ
ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍.ଏନ୍. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ ଚିଠି ଲେଖିଥିଲେ। ଏବେ ଗୋଗୋଇ ମୋଦିଙ୍କୁ ରିମାଇଣ୍ଡର ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ...
ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ ମିଳିଥିବା ନିଜେ ମନୋଜ କହିଛନ୍ତି। ତାଙ୍କ ଫୋନକୁ ଏକ ଏସ୍ଏମ୍ଏସ୍ ଦେଇ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ଏହାସହ ଉକ୍ତ ବ୍ୟକ୍ତି...
ଦେଶ ଚାହୁଁଥିଲା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ ହେଲେ ଅନୁମତି ଦେଲେନି ନେହେରୁ: ନଡ୍ଡା
ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ଏହି ଅବସରରେ ନଡ୍ଡା...
ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ଭାରତୀୟ ଅସଫଳ: ସର୍ଭେ
ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟମାନେ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ଅସଫଳ ରହିଛନ୍ତି। ଏନେଇ ନୋଭୋ ନୋରଡିସ୍କ୍...
୨୭ ବର୍ଷୀୟା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କଲେ ୪୫ ବର୍ଷୀୟ ଭାଜପା ନେତା
ଗାନ୍ଧୀନଗର,୨୩।୬: ଗୁଜୁରାଟ ଦାହୋଦ ଜିଲାର ଭାଜପା ଅଧ୍ୟକ୍ଷ ଶଙ୍କରଭାଇ ଅମଲିୟାର ୪୫ ବର୍ଷ ବୟସରେ ଜଣେ ୨୭ ବର୍ଷୀୟା ଭାଜପା କର୍ମୀଙ୍କୁ ତୃତୀୟ ପତ୍ନୀ ଭାବେ ଗ୍ରହଣ କରି ଆସିଛନ୍ତି ଚର୍ଚ୍ଚାକୁ। ମହିଳା ଜଣଙ୍କ ହେଉଛନ୍ତି ଦାହୋଦ ଜିଲା ମହିଳା...
ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ
ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଫଳାଫଳ ଘୋଷଣାକୁ ଏକ ମାସ ପୂରିଛିି। ଏହି ସମୟ ମଧ୍ୟରେ...
୫୦ କୁକୁରଙ୍କୁ ମାରିଲା ତେଲେଙ୍ଗାନା ନଗରପାଳିକା ଏଜେନ୍ସି: ମାମଲା ରୁଜୁ
ହାଇଦ୍ରାବାଦ,୨୩।୬: ତେଲେଙ୍ଗାନାର ବିକାରାବାଦରେ ନଗରପାଳିକା ଏଜେନ୍ସି ଦ୍ୱାରା ୫୦ରୁ ଊର୍ଦ୍ଧ୍ୱ କୁକୁରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ପୋଲିସର ସୂଚନା ଅନୁଯାୟୀ, କୁକୁର ଗୁଡିକର ମୃତ ଶରୀରକୁ ସହର ବାହାରେ ଅର୍ଥାତ୍ ରାଜଧାନୀ ହାଇଦ୍ରାବାଦରୁ ପାଖାପାଖି ୭୫ କିଲୋମିଟର ଦୂରରେ ପୋତି...
ଭୟଙ୍କର ରୂପ ନେଇଛି ମସ୍ତିଷ୍କ ଜ୍ୱର: ଭୟରେ ଲୋକେ ଘର ଛାଡୁଛନ୍ତି
ପାଟନା,୨୩।୬: ବିହାରରେ ଏବେ ମସ୍ତିଷ୍କ ଜ୍ୱରରେ ୧୨୯ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଥମ ପଦକ୍ଷେପ ସ୍ବରୂପ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ ଓ ହସ୍ପିଟାଲର ସିନିୟର ରେସିଡେନ୍ସ ଡାକ୍ତର ଭିମସେନ କୁମାରଙ୍କୁ...
‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି
ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ ଅନୁପାତରେ ଏଭଳି ବୃଦ୍ଧି ଦୃଷ୍ଟି ଗୋଚର ହୋଇଥିବା ମହିଳା ଓ ଶିଶୁ ବିକାଶ...
Archives


