ପେହଲୁଙ୍କ ବିରୋଧରେ ମରଣୋତ୍ତର ଚାର୍ଜଶିଟ୍
ନୂଆଦିଲ୍ଲୀ,୩୦ା୬(ଆଇଏଏନ୍ଏସ୍): ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନ ପୋଲିସ ଶନିବାର ମୃତ ପେହଲୁ ଖାନ୍ଙ୍କ ସମେତ ତାଙ୍କର ଦୁଇପୁଅଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଥିବା ଖବର ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି। ଚାର୍ଜଶିଟ୍ରେ ମୃତ ପେହଲୁଙ୍କ ନାଁ ଥିବା...
ମାଲୟାଲମ୍ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍ଙ୍କ ପରଲୋକ
ଥ୍ରିସୁର(କେରଳ),୩୦ା୬(ପି.ଟି.): ଜନପ୍ରିୟ ମାଲୟାଲମ୍ ଫିଲ୍ମ ନିର୍ମାତା ବାବୁ ନାରାୟଣନ୍ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୯ବର୍ଷ ହୋଇଥିଲା। ସେ କିଛିଦିନ ହେଲା କ୍ୟାନ୍ସର ପୀଡିତ ହୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିଲେ ପରିବାର ପକ୍ଷରୁ କୁହାଯାଇଛି। କିମ୍ବଦନ୍ତୀ ନିର୍ଦ୍ଦେଶକ ହରିହରନ୍ଙ୍କ ସହିତ...
କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲା : ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା
ଚଣ୍ଡିଗଡ଼, ୩୦ା୬ (ପି.ଟି.): ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲାରେ ଶନିବାର ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର କୌଶଲ୍ଙ୍କ ସ୍ତ୍ରୀ ରୋଶ୍ନୀ ଓ ତାଙ୍କ ଚାକର ନରେଶ ଅଛନ୍ତି । ରୋଶ୍ନୀ ଓ...
‘ଜୟ ଶ୍ରୀରାମ’ ନ କହିବାରୁ ମୁସଲ୍ମାନ ଯୁବକଙ୍କୁ ମାଡ଼
କାନପୁର, ୩୦ା୬ (ପି.ଟି.) ; ଉତ୍ତରପ୍ରଦେଶର କାନପୁରଠାରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ କେତେକ ଯୁବକ ଘେରିଯାଇ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ କହିଥିଲେ। ନାବାଳକ ଜଣକ ଏହା ନ କହିବାରୁ ତାଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ପୋଲିସ...
ବିଚାରପତିଙ୍କୁ ଜୋତା ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ
ଠାଣେ, ୩୦ା୬ (ପି.ଟି.) : ଜଣେ ହତ୍ୟା ଅଭିଯୁକ୍ତ ତାଙ୍କ ପାଇଁ ନୂଆ ଓକିଲ ନିଯୁକ୍ତି ନେଇ କୋର୍ଟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ବିଚାରପତିଙ୍କୁ ଜୋତା ଫିଙ୍ଗିଛନ୍ତି। ଜିଲା ସେସନ୍ସ ଜଜ୍୍ ରାଜେଶ ଗୁପ୍ତାଙ୍କ କୋର୍ଟରେ ଶୁକ୍ରବାର ଏହି...
ଜିଦ୍ରେ ଅଟଳ ରାହୁଲ: ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା
ଲକ୍ଷ୍ନୌ, ୩୦ା୬ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ଲାଗି ଅଡ଼ି ବସିଛନ୍ତି। ପଛକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ହେଲେ ଦଳୀୟ...
୪ ଶହ ବର୍ଷ ହେଲା ଗାଁରେ ହୋଇନି କୌଣସି ଶିଶୁଙ୍କ ଜନ୍ମ…
ମଧ୍ୟପ୍ରଦେଶ ରାଜଗଡ଼ ଜିଲା ସଙ୍କ୍ ଶ୍ୟାମ୍ ଜୀ ଗାଁରେ ଗତ ୪ ଶହ ବର୍ଷ ଧରି କୌଣସି ଶିଶୁଙ୍କ ଜନ୍ମ ହୋଇନି। ଭୋପାଳଠାରୁ ଏହି ଗାଁର ଦୂରତା ପ୍ରାୟ ୧୩୦ କିଲୋମିଟର। ପ୍ରସବ ସମୟ ହେଲେ ଗର୍ଭବତୀ ମହିଳାଙ୍କୁ ଗାଁ...
ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ସାମିଲ ହେବ ୪ ଏସ୍ୟୁ-୩୦ଏମ୍କେଆଇ ଜେଟ୍
ନୂଆଦିଲ୍ଲୀ,୨୯।୬: ଆସନ୍ତା ଜୁଲାଇ ୧ରୁ ୧୪ ମଧ୍ୟରେ ଫ୍ରାନ୍ସର ମଣ୍ଟ-ଡି-ମାର୍ସନ ଏୟାରବେସ୍ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଫ୍ରାନ୍ସ ଯୁଦ୍ଧାଭ୍ୟାସରେ ୪ ଏସ୍ୟୁ-୩୦ଏମ୍କେଆଇ ଜେଟ୍, ଗୋଟିଏ ଆଇଏଲ୍-୭୮ ଟ୍ୟାଙ୍କର ଓ ୨ଟି ସି-୧୭ ଗ୍ଲୋବାଲ ମାଷ୍ଟର ସାମିଲ ହେବ। ଏନେଇ ଭାରତୀୟ...
୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ
ମୁମ୍ବାଇ,୨୯।୬: ଲଗାଣ ବର୍ଷାରେ ବେହାଲ୍ ହୋଇଥିବା ମାୟାନଗରୀକୁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। କାରଣ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ସୋମବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଏପର୍ଯ୍ୟନ୍ତ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ପ୍ରାୟ ୨ଶହ...
ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ମନୋଜ
ନୂଆଦିଲ୍ଲୀ,୨୯।୬:ରାଜଧାନୀ ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଯେମିତି ରୋମିଓଙ୍କୁ ପାନେ ଦେବାକୁ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିଛନ୍ତି ଠିକ୍ ସେହିପରି ରାଜଧାନୀ ମହିଳାଙ୍କୁ ସୁରକ୍ଷା...
ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବୀଜ ବପନ କରିଛି କଂଗ୍ରେସ: ରାମ ମାଧବ
ନୂଆଦିଲ୍ଲୀ,୨୯।୬: ଭାଜପାର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ସିଧା କଂଗ୍ରେସ ଓ ନ୍ୟାଶନାଲ କନଫରେନ୍ସ(ଏନ୍ସି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ଓ ଏନ୍ସି ଜମ୍ମୁ-କଶ୍ମୀରରେ ଆତଙ୍କବାଦର ବୀଜ ବପନ କରିଛନ୍ତି। ଫଳରେ ପାକିସ୍ତାନ ଏହାର...
ରବିବାର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୨୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍ର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ ରବିବାରଠାରୁ ଆରମ୍ଭ ହେବ। ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରିତ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଆୟୋଜିତ ହୋଇଥାଏ। ମୋଦିଙ୍କ ପ୍ରଥମ ଇନିଂସ୍ର ଶେଷ ମନ୍...
Archives


