ଜାତୀୟ

ଅଯୋଧ୍ୟା ମାମଲା: ଏକ ମାସ ମଧ୍ୟରେ ଶୁଣାଣି ଶେଷ ପାଇଁ ଗୋଗୋଇଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୮।୯: ଅଯୋଧ୍ୟା ମାମଲାର ଶୁଣାଣି ଏକ ମାସ ମଧ୍ୟରେ କରିବାକୁ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ୨୬ତମ ଦିନର ଶୁଣାଣି ଚାଲିଥିବାବେଳେ ୫ ଜଣିଆ ଖଣ୍ଡପୀଠର ନେତୃତ୍ୱ ନେଉଥିବା ଗୋଗୋଇ ଏଭଳି…

ଚନ୍ଦ୍ରରେ ହେବ ରାତି: ବିକ୍ରମ ଲ୍ୟାଣ୍ଡର ସହ ଆଉ ହୋଇ ନ ପାରେ ସମ୍ପର୍କ

ନୂଆଦିଲ୍ଲୀ,୧୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ ଏହି ଆଶା କ୍ଷୀଣ ହୋଇ ଯାଇଥିବା ସୂଚନା ଦେଇଛି ଇସ୍ରୋ। ଏକ ଟୁଇଟ୍‌ କରି ଇସ୍ରୋ ପକ୍ଷରୁ ସୂଚନା…

ଜନଶୁଣାଣିରେ ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କୁ ବିବାହ କରିବାକୁ ଜିଦ୍‌ ଧରିଲେ ବୃଦ୍ଧ: ନମାନିଲେ ଅପହରଣ କରିବାକୁ ଦେଲେ ଧମକ

ରାମନାଥପୁରମ୍‌,୧୮।୯: ତାମିଲନାଡୁରେ ଏକ ଜନଶୁଣାଣିରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ମଲାୟସାମୀ ନିଜ ଫଟୋ ସହିତ ସ୍ବର୍ଣ୍ଣ ପଦକ ବିଜେତା ବ୍ୟାଡ଼ମିଣ୍ଟନ ଖେଳାଳି ପି.ବି.ସିନ୍ଧୁଙ୍କ ଫଟୋ ଧରି ବିବାହ ଲାଗି ସ୍ବୀକୃତି ଦେବାକୁ ଜିଲାପାଳଙ୍କ…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନିଜ ଗଳା କାଟିଲେ ଅଭିଯୁକ୍ତ

ଛତରପୁର,୧୮।୯: ମଧ୍ୟ ପ୍ରଦେଶର ଛତରପୁର ଜିଲା ଅଦାଲତରେ ଜଣେ ଅଭିଯୁକ୍ତ ଗଳା କାଟି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଜଣେ ୩୨ ବର୍ଷ ବୟସ୍କ ଯୁବକଙ୍କୁ ଏକ ବଳାତ୍କାର ମାମଲାରେ ଜିଲା ଅଦାଲତ ୧୦ ବର୍ଷର କାରାଦଣ୍ଡ…

ଅନୁପ୍ରବେଶ କରୁଥିବା ବାଟ୍‌ କମାଣ୍ଡୋଙ୍କ ଉପରେ ଗ୍ରେନେଡ୍‌ ମାଡ଼ କଲେ ଭାରତୀୟ ସେନା: ଭିଡ଼ିଓ ଜାରି

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ବର୍ଡର ଆକ୍ସନ୍‌ ଟିମ୍‌(ବାଟ୍‌) କମାଣ୍ଡୋଙ୍କର ଭାରତରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ନିୟନ୍ତ୍ରଣ ରେଖାଠାରୁ ୨ କିମି ଦୂରରେ ପାକିସ୍ତାନ ପଟୁ ବାଟ୍‌ କମାଣ୍ଡୋ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ତେବେ ଭାରତୀୟ…

ପିତୃପୁରୁଷଙ୍କ ନାମରେ ଟ୍ରେନ୍‌ରେ କରାଯାଉଛି ସିଟ୍‌ ବୁକିଂ: ପରିବାର ସଦସ୍ୟ ପିତୃଦଣ୍ଡକୁ ଦେଉଛନ୍ତି ପହରା

ନୂଆଦିଲ୍ଲୀ,୧୮।୯: ଏବେ ପିତୃପକ୍ଷ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ମହାଳୟାଠାରୁ ୧୫ ଦିନ ଧରି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଗୟାରେ ପିଣ୍ଡଦାନ ଲାଗି ଲୋକେ ନଡ଼ିଆ, ବାଉଁଶରେ ନିର୍ମିତ ପିତୃଦଣ୍ଡ ଆଦି ଟ୍ରେନ୍‌ର ସିଟ୍‌ରେ ଶୁଆଇ ରଖି ନେଇଥାନ୍ତି। ଏଥିଲାଗି…

ଖାଦ୍ୟମନ୍ତ୍ରୀଙ୍କୁ ମହମ ବୋଳା ସେଓ ବିକି ହରଡ଼ଘଣାରେ ଫଳ ଷ୍ଟଲ୍‌ ମାଲିକ

ନୂଆଦିଲ୍ଲୀ,୧୮।୯: ସମ୍ପ୍ରତି ଫଳରେ ବିଭିନ୍ନ ରଙ୍ଗ ଏବଂ ରାସାୟନିକ ପଦାର୍ଥ ପ୍ରଲେପ ଦିଆଯାଇ ବିକ୍ରି କରାଯାଉଛି। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ନିକଟରେ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ମଧ୍ୟ ଏଥିରୁ…

ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ହେଲେ ସେ ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ପତ୍ନୀ ଯଶୋଦାବେନଙ୍କୁୁ କୋଲକାତା ବିମାନ ବନ୍ଦରରେ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ସେ ଯଶୋଦାବେନଙ୍କୁ ଏକ…

ଦେଶରେ ନିର୍ମାଣ ହେବ ୧୯୯ ନୂଆ ଜେଲ୍‌: ଖର୍ଚ୍ଚ ହେବ ୧୮ ଶହ କୋଟି

ନୂଆଦିଲ୍ଲୀ,୧୮।୯ : ଦେଶରେ ୧୯୯ ନୂଆ ଜେଲ୍‌ ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ସ୍ଥାନର ଅଭାବ ଯୋଗୁ ବିଭିନ୍ନ ଜେଲ୍‌ରେ ଆବଶ୍ୟକତା ଅନୁସାରେ ଅଧିକ ସଂଖ୍ୟକ କଏଦୀ ରହୁଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଛି। ଜେଲ୍‌ରେ ଭିଡ଼ ହେଉଥିବାରୁ ନାନା…

ବାମ ସଙ୍ଗଠନ ଦଖଲରେ ଜେଏନ୍‌ୟୁ

ନୂଆଦିଲ୍ଲୀ,୧୭ା୯(ପି.ଟି.): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)କୁ ବାମପନ୍ଥୀ ଛାତ୍ର ସଙ୍ଗଠନଗୁଡ଼ିକ ଦଖଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ୪ ପ୍ରମୁଖ ପଦବୀରେ ଆଇଏଏସ୍‌ଏ, ଏସ୍‌ଏଫ୍‌ଆଇ, ଏଆଇଏସ୍‌ଏଫ୍‌ ଏବଂ ଡିଏସ୍‌ଏଫ୍‌କୁ ନେଇ ଗଠିତ ସଂଯୁକ୍ତ ମେଣ୍ଟ ସଫଳ ହୋଇଥିବା ମଙ୍ଗଳବାର ନିର୍ବାଚନ…

ଦଳିତ ଏମ୍‌ପିଙ୍କୁ ଗାଁରେ ପୂରାଇଦେଲେନି

ବେଙ୍ଗାଲୁରୁ,୧୮ା୯: କର୍ନାଟକର ଦଳିତ ଏମ୍‌ପି ଏ. ନାରାୟଣସ୍ବାମୀଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରର ଏକ ଗାଁରେ ଗୋଲ୍ଲା (ଓବିସି) ସମ୍ପ୍ରଦାୟର ଲୋକେ ପୂରାଇଦେଲେ ନାହିଁ। ଚିତ୍ରଦୁର୍ଗ ଆସନରୁ ପ୍ରତିନିଧିତ୍ୱ କରୁଥିବା ନାରାୟାଣସ୍ବାମୀ ନିମ୍ନଜାତିର ହୋଇଥିବାରୁ ତାଙ୍କୁ ଅସ୍ପୃଶ୍ୟ କହି ଗାଁ ଲୋକେ ଘଉଡ଼ାଇଦେଇଛନ୍ତି।…

ଭାରତର ହେବ ପିଓକେ

ନୂଆଦିଲ୍ଲୀ, ୧୮ା୯: ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଭାରତର ଅଂଶବିଶେଷ। ଦିନେ ଏହା ଭାରତର ଅଂଶବିଶେଷ ଭାବେ ପରିଗଣିତ ହେବ। ଏନେଇ ନୂଆଦିଲ୍ଲୀ ପକ୍ଷରୁ ପ୍ରୟାସ ଜାରି ରହିଥିବା ମଙ୍ଗଳବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପ୍ରକାଶ କରିଛନ୍ତି। ଏବେ କଶ୍ମୀରକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri