ବ୍ରେନ୍ଷ୍ଟ୍ରୋକ୍ରୁ ଦୂରେଇ ରହିବା ପାଇଁ…
ମେଥି ଓ ଦହି ଶରୀର ପାଇଁ ଉପକାରୀ । ପ୍ରତିଦିନ ମେଥି ଗୁଣ୍ଡ ଖାଇଲେ ବିଭିନ୍ନ ପ୍ରକାର ପେଟ ସମସ୍ୟା ଦୂର ହୁଏ। ମେଥି ସହିତ ଦହି ମିଶାଇ ଖାଇଲେ ବହୁ ସମସ୍ୟା ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।…
ଯେଉଁଠି ଚାଲେ ଭୂତଙ୍କ କୋର୍ଟ
ଦୁନିଆରେ ଅନେକ ପ୍ରକାରର କୋର୍ଟ ଦେଖିଥିବେ। ଯେଉଁଠାରେ ମଣିଷଙ୍କ ଉପରେ ମାମଲା ଚାଲେ ଏବଂ ଦଣ୍ଡବିଧାନ କରାଯାଏ। ଏଠାରେ କିନ୍ତୁ ଯେଉଁ କୋର୍ଟ ବିଷୟରେ ଆଲୋଚନା କରାଯାଉଛି, ତାହା ଦୁନିଆର ସବୁଠୁ ନିଆରା କୋର୍ଟ। କାରଣ ଏଠାରେ ମଣିଷ ନୁହଁନ୍ତି ବରଂ…
ବଦଳିଲା ୟୁପିର ହେଲ୍ପ ଲାଇନ୍ ନମ୍ବର
ଲକ୍ଷ୍ନୌ,୨୨।୧୦: ଦିଲ୍ଲୀ ପରେ ଏବେ ଉତ୍ତରପ୍ରଦେଶରେ ବଦଳିଲା ପୋଲିସ ହେଲ୍ପ ଲାଇନ ନମ୍ବର। ଏଣିକି ପୋଲିସର ସାହାଯ୍ୟ ପାଇଁ ଲୋକେ ୧୦୦ ବଦଳରେ ୧୧୨ ନମ୍ବର ଡାଏଲ୍ କରିପାରିବେ। ଏହି ନୂଆ ନମ୍ବରକୁ ଅକ୍ଟୋବର ୨୬ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭାରମ୍ଭ…
ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା
ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ଏହା ସୀମା ପାର କରିଥିବା ପ୍ରିୟଙ୍କା ଅଭିଯୋଗ…
ଦୀପାବଳିରେ ଘର ସଜାନ୍ତୁ ରଙ୍ଗୋଲିରେ
ଦୀପାବଳିକୁ ଆଲୋକର ପର୍ବ କୁହାଯାଉଥିଲେ ସୁଦ୍ଧା ଏହି ଦିନକୁ ଘରକୁ ରଙ୍ଗୋଲି ବା ମୁରୁଜରେ ଅନେକ ଲୋକ ସଜାଇବାକୁ ପସନ୍ଦ କରିଥାଆନ୍ତି। ରଙ୍ଗୋଲି ସଂସ୍କୃତ ଶବ୍ଦ ‘ରଙ୍ଗାବଳି’ରୁ ଆସିଛି। ଏହାକୁ ଅଳ୍ପନା ବୋଲି ମଧ୍ୟ କୁହାଯାଏ। ଆମ ଦେଶରେ ପୂଜା ପାର୍ବଣ,…
ଆମ୍ବୁଲାନ୍ସ ନ ମିଳିବାରୁ ମରାଠି କଳାକାରଙ୍କ ସହ ନବଜାତକର ମୃତ୍ୟୁ
ମୁମ୍ବାଇ,୨୨।୧୦: ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ନ ମିଳିବା ରୋଗୀ ବା ଗର୍ଭବତୀ ଖଟିଆରେ ବୁହାହେବା ଅବା ଚାଲି ଚାଲି ହସ୍ପିଟାଲ ଯିବା ଖବର ଦେଖିବାକୁ ମିଳିଛି। ହେଲେ ରବିବାର ମୁମ୍ବାଇରୁ ପ୍ରାୟ ୬ଶହ କିଲୋମିଟର ଦୂର ହିଂଗୋଲି ଜିଲାରେ ଜଣେ ମରାଠି…
ରାସ୍ତାକଡରେ ଥିବା ଚିକେନ-ମଟନ ଦୋକାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଯୋଗୀ
ଲକ୍ଷ୍ନୌ,୨୨।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୀପାବଳି ସମୟରେ ରାସ୍ତାକଡରେ ବିକ୍ରି ହେଉଥିବା ଚିକେନ-ମଟନ ଦୋକାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଥିସହ ଜୁଆ ଖେଳୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ…
ଚେତୁନି ପାକିସ୍ତାନ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ
ଜମ୍ମୁ,୨୨।୧୦: ଭାରତ ପକ୍ଷରୁ ପିଓକେରେ ନିକଟରେ କରାଯାଇଥିବା ମିନି ସର୍ଜିକାଲ ଷ୍ଟ୍ରାଇକ ପରେ ବି ଚେତୁନି ପାକିସ୍ତାନ। ମଙ୍ଗଳବାର ମେନ୍ଧରର ବାଲାକୋଟ ସେକ୍ଟରରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତ ମଧ୍ୟ ଏହାର କଡା ଜବାବ ଦେଇଛି। ଏବେ ଦୁଇ…
ସୋସିଆଲ୍ ମିଡ଼ିଆର ଦୂରୁପଯୋଗ ସମ୍ପର୍କିତ ୮ ମାମଲା ସୁପ୍ରିମ୍କୋର୍ଟ ସ୍ଥାନାନ୍ତର: ୨୦୨୦ ସୁଦ୍ଧା ଆସିବ ଆଇନ
ନୂଆଦିଲ୍ଲୀ,୨୨।୧୦: ସୋସିଆଲ୍ ମିଡ଼ିଆର ଦୂରୁପଯୋଗ ସମ୍ପର୍କିରେ ହାଇକୋର୍ଟରେ ଦାଖଲ ହୋଇଥିବା ୮ ମାମଲାକୁ ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଣିକି ଏହାର ଶୁଣାଣି ସର୍ବୋଚ୍ଚ ଆଦାଲତରେ କରାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଲେ ଯେ, ସମ୍ପର୍କିତ ସୋସିଆଲ୍…
ଦୀପିକା, ସିନ୍ଧୁଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ,୨୨।୧୦: ବଲିଉଡ୍ କୁଇନ୍ ଦୀପିକା ପାଦୁକୋନ ନିଜ ଅଭିନୟ ପାଇଁ ବେଶ୍ ପରିଚିତ। ଏହାସହ ସୋସିଆଲ ଇସ୍ୟୁକୁ ନେଇ ସେ ଖୋଲାଖୋଲି ଚର୍ଚ୍ଚା କରିଥାଆନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା #BharatKiLaxmi ଅଭିଯାନରେ ତାଙ୍କୁ ଦେଖିବାକୁ ମିଳିଛି।…
ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲ ଆଇନ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୨।୧୦: ଉତ୍ତରପ୍ରଦେଶରେ ଜଙ୍ଗଲ ଆଇନ ଚାଲିଛି ବୋଲି ମଙ୍ଗଳବାର ସୁପ୍ରିମ୍କୋର୍ଟ ଏକ ମାମଲାର ଶୁଣାଣି ସମୟରେ ବିରକ୍ତ ହୋଇ କହିଛନ୍ତି। ରାଜ୍ୟ ପ୍ରଶାସନ ପାଖରେ କୌଣସି ମାମଲା ସମ୍ପର୍କରେ ଆଇନଗତ ତଥ୍ୟ ନ ଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ଯଦି ରାଜ୍ୟରେ…
ଜିନ୍ସ ଓ କେପ୍ରି ପିନ୍ଧିଲେ ମିଳିବନି ଡ୍ରାଇଭିଂ ଲାଇସେନ୍ସ
ଚେନ୍ନାଇ୨୨।୧୦: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ଲାଗୁ ହେବା ପରେ ଲୋକେ ସଚେତନ ହୋଇ ଉଠିଛନ୍ତି। ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ହେଲେ ଲାଇସେନ୍ସ…
Archives


