ଏହି ଚୋପା ଖାଆନ୍ତୁ, କ୍ୟାନସରଠାରୁ ଦୂରେଇ ରୁହନ୍ତୁ…
କମଳାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଲୌହ, ପୋଟାସିୟମ, କ୍ୟାଲସିୟମ୍, ଫ୍ରୁକ୍ଟୋଜ, ଡେକ୍ସଟ୍ରୋଜ, ଭିଟାମିନ ଏ, ବି ଓ ସି ରହିଥାଏ। କେବଳ ରସ ନୁହେଁ କମଳାର ଚୋପା ମଧ୍ୟ ଦରକାରୀ। କମଳା ଚୋପା ଖାଇଲେ କ୍ୟାନସର ମଧ୍ୟ ଭଲ…
ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ ମୂଳା
ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି। ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି ମାରାତ୍ମକ…
ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେଲେ ସୁଭାଷ ଚୋପ୍ରା
ନୂଆଦିଲ୍ଲୀ,୨୩।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିଛି। ବୁଧବାର ସୁଭାଷ ଚୋପ୍ରାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏଥିସହ କୀର୍ତ୍ତି ଆଜାଦ୍ଙ୍କୁ ଡିପିସିସିର ନିର୍ବାଚନ ପ୍ରଚାର ସମିତି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।…
ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍: ଦାମ ଶୁଣିଲେ ଉଡ଼ିଯିବ ହୋସ୍
ନୂଆଦିଲ୍ଲୀ,୨୩।୧୦: ଯଦି ଆପଣ ଚକୋଲେଟ୍ର ବହୁତ ବଡ଼ ଫ୍ୟାନ୍, ତେବେ ଏହା ଆପଣଙ୍କୁ ପ୍ରଲୋଭିତ କରିବ। କାରଣ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଆଇଟିସି ଦୁନିଆର ସବୁଠାରୁ ମହଙ୍ଗା ଚକୋଲେଟ୍ର ଲଞ୍ଚ୍ କରିଛି। ଏହି ଚକୋଲେଟ୍ର ନାଁ ହେଉଛି ଟ୍ରିନିଟି ଟ୍ରଫଲ୍ସ…
ବୋହୂଙ୍କ ଖୁସି ପାଇଁ ଏହି ମନ୍ଦିରକୁ ଶାଶୂ କରିଥିଲେ ନିର୍ମାଣ…
ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ରହିଛି ଶାଶୂ-ବୋହୂ ମନ୍ଦିର। ଏହାର ଆକାର ପିରାମିଡ୍ ସଦୃଶ। ଏହାର ଲମ୍ବ ୩୨ ମିଟର ହୋଇଥିବାବେଳେ ଓସାର ୨୨ ମିଟର। ଶାଶୂ-ବୋହୂ ଦୁଇଟିଯାକ ମନ୍ଦିରର ଗଠନଶୈଳୀ ଓ କାରୁକାର୍ଯ୍ୟ ମଧ୍ୟ ସମାନ। ଇଚ୍ଛାବାହା ବଂଶର ରାଜା ମହିପାଳଙ୍କ ଦ୍ୱାରା…
ନିର୍ବାଚନ ଫଳାଫଳ ପୂର୍ବରୁ ମହାଦେବଙ୍କୁ ଦର୍ଶନ କଲେ ଫଡନଭୀସ
ମୁମ୍ବାଇ,୨୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ବୁଧବାର କେଦାରନାଥ ଧାମ ଗସ୍ତ କରିଛନ୍ତି। ଫଡନଭୀସ, ତାଙ୍କ ସ୍ତ୍ରୀ ଅମୃତା ଫଡନଭୀସଙ୍କ ସମେତ ଅନ୍ୟ କିଛି ଲୋକଙ୍କ ସହ ଭଗବାନ ମହାଦେବଙ୍କୁ ଦର୍ଶନ କରିବା ପାଇଁ…
ଡି.କେ. ଶିବକୁମାରଙ୍କୁ ଜାମିନ୍
ନୂଆଦିଲ୍ଲୀ,୨୩।୧୦: ବ୍ୟାପକ ଟଙ୍କା ହେରଫେର୍ ମାମଲାରେ କର୍ନାଟକ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ଜାମିନ ମିଳିଛି। ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅବା କୌଣସି ପ୍ରମାଣ ନଷ୍ଟ ଯେପରି ନ…
ବିଧାୟକଙ୍କ କାର୍ରୁ ଦଳୀୟ ପତାକା ହଟାଇଲା ଏଏମ୍ୟୁ ପ୍ରଶାସନ
ଲକ୍ଷ୍ନୌ,୨୩।୧୦: ପୁଣି ବିବାଦରେ ଅଲିଗଡ଼ ମୁସଲିମ୍ ୟୁନିଭର୍ସିଟି(ଏଏମ୍ୟୁ)। ଉତ୍ତରପ୍ରଦେଶ ଭାଜପା ବିଧାୟକ ଦଲବୀର ସିଂହ ମଙ୍ଗଳବାର ଏଏମ୍ୟୁକୁ ଯାଇଥିଲେ। ବିଧାୟକଙ୍କ କାର୍ ଏଏମ୍ୟୁ ପରିସରକୁ ପ୍ରବେଶ କରୁଥିବା ବେଳେ ସେଠାକାର ଜଣେ କର୍ମଚାରୀ ତାଙ୍କ ଗାଡି ଅଟକାଇ ଜବରଦସ୍ତି କାର୍ରୁ ଭାଜପାର…
ଫେସ୍ବୁକ୍ ବନ୍ଧୁତା ମହଙ୍ଗା ପଡ଼ିଲା: ଯବାନଙ୍କଠାରୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିନେଲେ ମହିଳା
ପାଟନା,୨୩।୧୦: ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍ ସୁରଜିତ୍ ସିଂ ଝାଡ଼ଖଣ୍ଡର ଜଣେ ମହିଳାଙ୍କ ସହିତ ଫେସ୍ବୁକ୍ରେ ବନ୍ଧୁତା କରିଥିଲେ। ଚାଟିଂରୁ ଫୋନ୍ ଏବଂ ପରେ…
ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଲେ ୬ ବିପକ୍ଷ ବିଧାୟକ
ରାଞ୍ଚି,୨୩।୧୦:ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁଖଦେବ ଭଗତ ଭାଜପାରେ ଯୋଗ ଦେଇଛନ୍ତି। ଏହାସହ ବିପକ୍ଷର ଅନ୍ୟ ୫ଜଣ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ…
ବନ୍ଧୁକ ଉଠାଇଲେ ମିଳିବ ମୃତ୍ୟୁ: ଡିଜିପି ଦିଲ୍ବାଗ ସିଂଙ୍କ ଚେତାବନୀ
ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନ୍ ସମ୍ପର୍କରେ ଡିଜିପି ଦିଲ୍ବାଗ ସିଂ ଚେତାବନୀ ଦେଇଛନ୍ତି। ସେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବନ୍ଧୁକ ଉଠାଇଲେ କେବଳ ମୃତ୍ୟୁ ହିଁ ମିଳିବ। ଜମ୍ମୁ-କଶ୍ମୀରରେ ଶାନ୍ତିର ପରିବେଶ ସୃଷ୍ଟି କରିବା ସୁରକ୍ଷାକର୍ମୀଙ୍କ…
Archives


