ମୂଷାଗାତ ନଦୀବନ୍ଧକୁ କରୁଛି ଦୁର୍ବଳ: ପଦକ୍ଷେପ ନେବାକୁ ଏସ୍ଡିଏମ୍ ଦେଲେ ନିର୍ଦ୍ଦେଶ
ପାଟନା,୨୧।୭: ବିହାର ପଶ୍ଚିମ ଚମ୍ପାରଣରେ ପିପରା-ପିପରାସିଠାରେ ଗଣ୍ଡକ ନଦୀର ବନ୍ଧ ଦୁର୍ବଳ ହେବାରେ ଲାଗିଛି। ଏଠାରେ ନଦୀବନ୍ଧରେ ମୂଷାଗାତ କରିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାର ମରାମତି କରା ନ ଗଲେ ବନ୍ୟା ହେବାର ଆଶଙ୍କା ଥିବା କୁହାଯାଉଛି।...
ବନ୍ୟା କଲା ବେଘର: ଜାତୀୟ ରାଜପଥର ରୋଡ୍ ଡିଭାଇଡର ଏବେ ପାଲଟିଛି ଆଶ୍ରୟ ସ୍ଥଳ
ପାଟନା,୨୧।୭: ବିହାରରେ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବ ରଚିଛି। ବେଘର ହୋଇ ଜୀବନ ବିକଳରେ ଲୋକେ ଉଚ୍ଚାସ୍ଥାନକୁ ପଳାଇ ଆସିଛନ୍ତି। କମଳା ନଦୀରେ ବନ୍ୟା ଯୋଗୁ ୧୫ ଶହରୁ ଅଧିକ ପ୍ରଭାବିତଙ୍କ ଆଶ୍ରୟ ସ୍ଥଳ ପାଲଟିଛି ଜାତୀୟ ରାଜପଥର ରୋଡ୍ ଡିଭାଇଡର।...
ତ୍ରିପୁରା ଦେଇ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି ରୋହିଙ୍ଗ୍ୟା
ଅଗରତାଲା,୨୧।୭: ମ୍ୟାନମାରରୁ ବାଂଲାଦେଶ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀମାନେ ଏବେ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ବାଂଲାଦେଶ ସୀମାକୁ ଲାଗିଥିବା ତ୍ରିପୁରା ଦେଇ ଏମାନେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି। ତ୍ରିପୁରା ସୀମାଦେଇ ପ୍ରାୟ ୨ ଜଣ ପୁରୁଷ, ୫ ମହିଳା...
ବିଦ୍ୟୁତ୍ ବିଭାଗର ଦାଦାଗିରି: ଭୁଲରେ ପଠାଇଲେ ୧୨୮ କୋଟି ଟଙ୍କାର ବିଲ୍; ସଂଯୋଗ ବି କାଟିଲେ
ଲକ୍ଷ୍ନୌ,୨୧।୭: ବିଦ୍ୟୁତ୍ ବିଭାଗର ଭୁଲ୍ ଯୋଗୁ ଜଣେ ବରିଷ୍ଠ ନାଗରିକ ଏବେ ଅସୁବିଧାରେ ପଡ଼ିଛନ୍ତି। ତାଙ୍କ ପାଖକୁ ୧୨୮ କୋଟି ୪୫ ଲକ୍ଷ ୯୫ ହଜାର ୪ ଶହ ୪୪ ଟଙ୍କାର ବିଲ୍ ଆସିଛି। ଏହା ସହିତ ଟଙ୍କା ପୈଠ...
ଅପରାହ୍ନ ୩ଟାରେ ହେବ ଶୀଲାଙ୍କ ଶେଷକୃତ୍ୟ
ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଶେଷକୃତ୍ୟ ରବିବାର ଅପରାହ୍ନ ୩ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ଅପରାହ୍ନ ୨ଟା ୩୦ରେ ସେଠାରେ ତାଙ୍କର ମରଶରୀର ପହଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି। ରବିବାର...
ଭିଟା ମାଟିକୁ ଫେରିବେ କଶ୍ମୀର ପଣ୍ଡିତ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କରିଛି ଯୋଜନା
ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରକୁ ପୁଣି କଶ୍ମୀର ପଣ୍ଡିତ ଫେରାଇ ଆଣିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଗତ ଏକମାସ ଧରି ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଶ୍ମୀର ଡିଭିଜନର ଉଚ୍ଚ ଅଧିକାରୀଙ୍କ ସହିତ ଏକାଧିକ ବୈଠକ...
ଡ୍ରୋନ୍ ଆକ୍ରମଣରେ ଆତଙ୍କବାଦୀ ହୁଜୈଫା ନିହତ: ଅନ୍ଲାଇନ୍ରେ କଶ୍ମୀର ଯୁବକଙ୍କୁ ଆଇଏସ୍ ସଂଗଠନରେ କରୁଥିଲେ ଭର୍ତ୍ତି
ଶ୍ରୀନଗର,୨୧।୭: କଶ୍ମୀର ଯୁବକଙ୍କୁ ଅନ୍ଲାଇନ୍ରେ ଇସଲାମିକ୍ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରୁଥିବା ହୁଜୈଫା ଅଲ୍-ବାକିସ୍ତାନୀଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ନରଗରହର ପ୍ରଦେଶରେ ହୋଇଥିବା ଏକ ଡ୍ରୋନ୍ ଆକ୍ରମଣରେ ହୁଜୈଫାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ପାକିସ୍ତାନୀ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ...
ଦିଲ୍ଲୀର ପୂର୍ବତନ ଭାଜପା ଅଧ୍ୟକ୍ଷ ମାନଗେ ରାମ ଗର୍ଗଙ୍କ ପରଲୋକ
ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ଭାଜପା ଅଧ୍ୟକ୍ଷ ଥିବା ମାନଗେ ରାମ ଗର୍ଗଙ୍କ ପରଲୋକ ହୋଇଛି। ରବିବାର ସକାଳ ୭ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ବାଲାଜି ଆକ୍ସନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୨୦୦୩ରେ...
୪ ଦିନରେ ୬ ଅମରନାଥ ଯାତ୍ରୀ ମୃତ
ଶ୍ରୀନଗର, ୨୧ା୭(ପି.ଟି.) : ଚଳିତବର୍ଷ ଦକ୍ଷିଣ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ଯାତ୍ରା ଜାରି ରହିଛି। ଗତ ୪ ଦିନ ମଧ୍ୟରେ ୬ ଜଣ ଯାତ୍ରୀ ବିଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି। ଏଥିସହ ଅମରନାଥ ଯାତ୍ରୀରେ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ୨୨ରେ...
ସଡ଼କ ଦୁର୍ଘଟଣାରେ ୯ ଛାତ୍ର ମୃତ
ପୁଣେ, ୨୧ା୭(ପି.ଟି.) :ପୁଣେ-ସୋଲାପୁର ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ୯ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ପୁଣେ ଜିଲାର କଦମ୍ଓ୍ବାକ୍ ଓ୍ବସ୍ତିଠାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ମୃତ ଛାତ୍ରମାନଙ୍କ ବୟସ ୧୯ରୁ ୨୩ ମଧ୍ୟରେ ଓ...
ଆସାମରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଆତଙ୍କ: ମୃତ୍ୟୁସଂଖ୍ୟା ୧୦୦ ଟପିଲା
ଗୁଆହାଟୀ, ୨୧ା୭(ପି.ଟି.) : ଆସାମ୍ରେ ଜାପାନିଜ୍ ଏନ୍ସେଫାଲାଇଟିସ୍ ଆତଙ୍କ ଖେଳାଇଛି। ଶନିବାର ଏଥିରେ ପୁଣି ୪ ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ୧୦୧ରେ ପହଞ୍ଚିଛି। ଉଦଲ୍ଗୁଡ଼ିି, ବାକ୍ସା, ଗୋଲାଘାଟ୍ ଓ କର୍ବି ଆଙ୍ଗ୍ଲଙ୍ଗ୍ରେ ଜଣେ ଲେଖାଏ ମୃତ୍ୟୁବରଣ କରିଥିବା ଏନ୍ଏଚ୍ଏମ୍(ଜାତୀୟ...
ଡି. ରାଜା ହେବେ ସିପିଆଇ ସାଧାରଣ ସମ୍ପାଦକ
ନୂଆଦିଲ୍ଲୀ, ୨୧ା୭(ପି.ଟି.): ରାଜ୍ୟ ସଭା ଏମ୍ପି ଡି. ରାଜା ସିପିଆଇର ସାଧାରଣ ସମ୍ପାଦକ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ଏହି ପଦରେ ଥିବା ଏସ୍. ସୁଧାକର ରେଡ୍ଡୀ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଥିଲେ। ସେ ୨୦୧୨ରୁ ଦଳର ଜାତୀୟ ସାଧାରଣ...
Archives


