ଗଛ କାଟିବା ମଣିଷ ହତ୍ୟାଠାରୁ ବଡ଼ ଅପରାଧ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୬।୩: ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ବହୁ ସଂଖ୍ୟାରେ ଗଛ କାଟିବା ମଣିଷ ହତ୍ୟାଠାରୁ ମଧ୍ୟ ଘୃଣ୍ୟ କାର୍ଯ୍ୟ। ଏହାସହ ସର୍ବୋଚ୍ଚ ଅଦାଲତ ଜଣେ ବ୍ୟକ୍ତିଙ୍କୁ ବେଆଇନ ଭାବେ କାଟିଥିବା ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ…
ପିଲାଙ୍କ ବୁଦ୍ଧି ଭ୍ରଷ୍ଟ କରୁଛି ଭିଡିଓ ଗେମ୍: ସହପାଠୀଙ୍କ ୧୦ ଟଙ୍କାର ଚ୍ୟାଲେଞ୍ଜରେ ହାତ କାଟିଦେଲେ ୪୦ ଛାତ୍ର
ଗୁଜରାଟ,୨୬।୩: ମାତ୍ର ୧୦ ଟଙ୍କା ପାଇଁ ସହପାଠୀଙ୍କ ପ୍ରରୋଚନାରେ ହାତ କାଟିଦେଲେ ୪୦ ସ୍କୁଲ ଛାତ୍ର। ଏଭଳି ଏକ ବିଚିତ୍ର କାଣ୍ଡ ଘଟିଛି ଗୁଜରାଟର ମୋଟା ମୁଞ୍ଜିଆସର ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣା ଏକ ଭିଡିଓ ଗେମକୁ କେନ୍ଦ୍ରିତ କରି ହୋଇଥିବା…
ଟ୍ରମ୍ପଙ୍କ ଧମକ ପରେ ସତରେ କ’ଣ ଶୁଳ୍କ ହ୍ରାସ କରିବାକୁ ପ୍ରସ୍ତୁତ ହେଉଛି ଭାରତ? ଜାଣନ୍ତୁ ଅପଡେଟ
ନୂଆଦିଲ୍ଲୀ,୨୬।୩: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ସାରା ବିଶ୍ୱରେ ଶୁଳ୍କ ଯୁଦ୍ଧକୁ ନେଇ ହଙ୍ଗାମା ଚାଲିଛି। ଭାରତ ଏବଂ ଆମେରିକା ମଧ୍ୟ ବାଣିଜ୍ୟ ବିଷୟରେ ଆଲୋଚନା କରୁଛନ୍ତି। ଏସବୁ ମଧ୍ୟରେ, ଭାରତ ସରକାର ଆମେରିକା ସହିତ ଚାଲିଥିବା ବାଣିଜ୍ୟ…
କଂଗ୍ରେସ ବିରୋଧରେ ସୁନା ଇଟା ଧରି ବିରୋଧ ପ୍ରଦର୍ଶନ କଲା BRS
ହାଇଦ୍ରାବାଦ,୨୬।୩: ବୁଧବାର ତେଲଙ୍ଗାନା ବିଧାନ ପରିଷଦରେ କଂଗ୍ରେସ ସରକାରଙ୍କ ବିରୋଧରେ ଭାରତ ରାଷ୍ଟ୍ର ସମିତି (BRS)ର ଜଣେ MLC ଏକ ଅନନ୍ୟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସେ ପ୍ରତୀକାତ୍ମକ ସୁନା ଇଟା ଦେଖାଇଥିଲେ ଯାହା ଉପରେ ତେଲୁଗୁ, ହିନ୍ଦୀ ଏବଂ ଇଂରାଜୀରେ…
ଏହି Gold Schemeକୁ ବନ୍ଦ କରିଦେଲେ ସରକାର, କ’ଣ ଆପଣଙ୍କର ଜମା ଟଙ୍କା ଫସିଗଲା କି? ଜାଣନ୍ତୁ ଆଗକୁ କ’ଣ ହେବ…
ନୂଆଦିଲ୍ଲୀ,୨୬।୩: ମୋଦି ସରକାରଙ୍କ ବଡ଼ ଘୋଷଣା। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ, କେନ୍ଦ୍ର ସରକାର ୨୬ ମାର୍ଚ୍ଚ, ୨୦୨୫ (ବୁଧବାର) ଠାରୁ Gold Monetization Scheme (GMS) ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ ପରିବର୍ତ୍ତିତ ବଜାର…
ମନରେଗା ଯୋଜନାରେ ପଞ୍ଜିକୃତ ହେଲେ ମହମ୍ମଦ ଶାମିଙ୍କ ଭଉଣୀ, ଭିଣୋଇ: ରିପୋର୍ଟ
ନୂଆଦିଲ୍ଲୀ,୨୬।୩: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ପଞ୍ଜିକୃତ ହୋଇ ମଜୁରୀ ଗ୍ରହଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।…
ବିରୋଧୀଙ୍କ ସ୍ୱରକୁ ଚାପି ଦେଉଛନ୍ତି ବାଚସ୍ପତି! ରାହୁଲ ଗାନ୍ଧୀ ଲଗାଇଲେ ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୨୬।୩: ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା ବଡ଼ ଅଭିଯୋଗ ଲଗାଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କୁ ଗୃହରେ କହିବାକୁ ଦିଆଯାଉନାହିଁ ଏବଂ ଏହା କାର୍ଯ୍ୟ ପରିଚାଳନା କରିବାର ସଠିକ୍ ଉପାୟ ନୁହେଁ। “ମୁଁ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ମିଳିବ ୩ହଜାର ଟଙ୍କା
ନୂଆଦିଲ୍ଲୀ,୨୬।୩: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ବରିଷ୍ଠ ନାଗରିକଙ୍କ ପାଇଁ ମାସିକ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ଅଧୀନରେ, 60 ରୁ 69 ବର୍ଷ ବୟସର ଲୋକଙ୍କ ପାଇଁ ସହାୟତା ରାଶି 2,000 ଟଙ୍କାରୁ…
ଅମିତ ଶାହାଙ୍କ ବିରୋଧରେ କଂଗ୍ରେସ ଆଣିଲା ବିଶେଷାଧିକାର ଭଙ୍ଗ ନୋଟିସ
ନୂଆଦିଲ୍ଲୀ,୨୬।୩: ଦଳର ମହାସଚିବ ଜୟରାମ ରମେଶ ବୁଧବାର (୨୬ ମାର୍ଚ୍ଚ, ୨୦୨୫) ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉପରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସଭାରେ ଏକ ବିଶେଷାଧିକାର ପ୍ରସ୍ତାବ ଆଗତ କରିଛନ୍ତି। ଜୟରାମ ରମେଶ…
ଏହି ରାଜ୍ୟରେ ଏମପିଙ୍କ ଠାରୁ ଅଧିକ ଦରମା ପାଆନ୍ତି ବିଧାୟକ, ଅଢେଇ ଲକ୍ଷ ଦରମା ସାଙ୍ଗକୁ ମିଳେ ଏତେସବୁ ସୁବିଧା
ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାର ଏମପିଙ୍କ ଦରମା 24 ପ୍ରତିଶତ ବୃଦ୍ଧି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହାର ବିଜ୍ଞପ୍ତି ଜାରି କରିଛି। ଏହି ଦରମା ବୃଦ୍ଧିପାଇ ୧ ଏପ୍ରିଲ ୨୦୨୩ ରୁ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ସମସ୍ତ…
‘ଛାତିକୁ ଧରିନେବା ବଳାତ୍କାର ନୁହେଁ…’, ଆହ୍ଲାବାଦ ହାଇକୋର୍ଟଙ୍କ ଟିପ୍ପଣୀ ଶୁଣି ରାଗିଗଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬।୩: ବଳାତ୍କାର ମାମଲା ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ବିଚାରପତିମାନେ ଏହି ରାୟକୁ ସମ୍ବେଦନଶୀଳ ଏବଂ ଅମାନବୀୟ ବୋଲି କହିଥିଲେ। ଆହ୍ଲାବାଦ ହାଇକୋର୍ଟ ପୂର୍ବରୁ କହିଥିଲେ, ‘ନାବାଳିକା ଝିଅର ଛାତି ବା ବ୍ରେଷ୍ଟ…
ସରକାରଙ୍କ ବଡ଼ ଘୋଷଣା: ଏହି ଯୋଜନାରେ ଗର୍ଭବତୀଙ୍କୁ ମିଳିବ ମିଳିବ ୨୧ ହଜାର ଟଙ୍କା
ନୂଆଦିଲ୍ଲୀ,୨୬।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କର ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ସେ ବଜେଟ୍ରେ ଗୋଟିଏ ପରେ ଗୋଟିଏ ମହିଳାଙ୍କୁ ଅନେକ ଉପହାର ଦେଇଛନ୍ତି। ପ୍ରଥମ ଥର ପାଇଁ, ଉପସ୍ଥାପିତ ୧ ଲକ୍ଷ କୋଟି ଟଙ୍କାର ବଜେଟରେ, ମହିଳା ସମୃଦ୍ଧି…
Archives


