‘ହାଉସ୍ଫୁଲ୍-୪’ର ଟ୍ରେଲର୍ ରିଲିଜ୍
ନୂଆଦିଲ୍ଲୀ: ବଲିଉଡ୍ ସୁୁପରହିଟ୍ ମଲ୍ଟିଷ୍ଟାର୍ କମେଡ଼ି ସିରିଜ୍ ‘ହାଉସ୍ଫୁଲ୍-୪’ର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ହାଉସ୍ଫୁଲ୍ ସିରିଜ୍ର ପ୍ରତ୍ୟେକ ଫିଲ୍ମ ବଲିଉଡ୍ରେ ସୁପରହିଟ୍ ରହିଥିବାବେଳେ ଚତୁର୍ଥ ସିରିଜ୍ ମଧ୍ୟ ଦର୍ଶକଙ୍କୁ ଭରପୂର୍ ମନୋରଞ୍ଜନର ଖୋରାକ୍ ଯୋଗାଇବ ବୋଲି ଆଶା କରାଯାଉଛି। ପ୍ରଥମେ ଅକ୍ଷୟ…
ରକ୍ତତୀର୍ଥ ଇରମ
ସ୍ବାଧୀନତା ସଂଗ୍ରାମ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆନ୍ଦୋଳନ ଭାବେ ଖ୍ୟାତି ଲାଭ କରିଥିଲା, ବିଶ୍ୱ ଇତିହାସରେ ଯେଉଁ ବିପ୍ଳବର ପଟାନ୍ତର ନ ଥିଲା। ଗାନ୍ଧିଜୀଙ୍କ ଡାକରାରେ ସେତେବେଳେ ତେଜି ଉଠିଥାଏ ସାରା ଭାରତ। ଗାଁରୁ…
ହନିଟ୍ରାପ୍ ଗୁମର ଖୋଲିଲେ କିଙ୍ଗ୍ପିନ୍ ଶ୍ୱେତା: ୨୪ ଛାତ୍ରୀଙ୍କୁ କରାଯାଇଥିଲା ଭିଆଇପିଙ୍କ ଶଯ୍ୟାସଙ୍ଗିନୀ
ଇନ୍ଦୋର,୨୮।୯: ମଧ୍ୟପ୍ରଦେଶ ହନିଟ୍ରାପ୍ର ଗୁମର ଖୋଲିବା ସହ ବହୁ ରହସ୍ୟପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଛି। ୧୨ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ୮ ପୂର୍ବତନ ମନ୍ତ୍ରୀ ହନିଟ୍ରାପ୍ରେ ଫସିଥିବାବେଳେ କିଙ୍ଗପିନ୍ କୁହାଯାଉଥିବା ଶ୍ୱେତା ଜୈନ ଏସ୍ଆଇଟି ଆଗରେ ଶୁକ୍ରବାର ଗୁମର ଖୋଲିଛନ୍ତି।…
କୋର୍ଟରେ ହାଜର ହେଲେ କଲ୍ୟାଣ ସିଂ
ଲକ୍ଷ୍ନୌ,୨୮।୯(ପି.ଟି.): ବାବ୍ରୀ ମସ୍ଜିଦ ଭଙ୍ଗ ମାମଲାରେ ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏସ୍.କେ. ଯାଦବ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବ୍ୟକ୍ତିଗତ ହାଜର ହେବାରୁ ବାଦ୍ ଦେଇଛନ୍ତି।…
ଆଉ ଏକ ଡ୍ରୋନ୍ ଠାବ
ଅଟ୍ଟାରୀ,୨୮।୯(ପି.ଟି.): ପଞ୍ଜାବ ପୋଲିସ ସୀମାନ୍ତ ଗ୍ରାମରୁ ଆଉ ଏକ ପାକିସ୍ତାନୀ ଡ୍ରୋନ ଶୁକ୍ରବାର ଠାବ କରିଛି। ତିନି ଦିନ ମଧ୍ୟରେ ଏହା ଦ୍ୱିତୀୟ ଡ୍ରୋନ୍। ଏହି ଡ୍ରୋନ୍ ସହାୟତାରେ ସୀମା ଆରପଟୁ ପଞ୍ଜାବକୁ ଅସ୍ତ୍ର ଓ ଗୁଳିଗୋଳା ଆସୁଥିଲା ବୋଲି ପୋଲିସ…
ଅଜିତ ପାଓ୍ବାରଙ୍କ ଇସ୍ତଫା
ମୁମ୍ବାଇ,୨୮।୯:ମନିଲଣ୍ଡରିଂ ମାମଲାରେ ଇଡି ତଦନ୍ତର ସମ୍ମୁଖୀନ ହୋଇଥିବା ବରିଷ୍ଠ ଏନ୍ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଶୁକ୍ରବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ନିଷ୍ପତ୍ତିର କାରଣ ସମ୍ପର୍କରେ ଜଣାପଡିନାହିଁ।
୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…
ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଥିଲେ ବ୍ରାହ୍ମ ସମାଜର ପ୍ରତିଷ୍ଠାତା ଓ ସମାଜ ସଂସ୍କାରକ। ଭାରତୀୟ ସମାଜରୁ…
ରାଜାଙ୍କର ଅଛନ୍ତି ୬୦ ସ୍ତ୍ରୀ…
ପୂର୍ବକାଳରେ ରାଜାମାନଙ୍କର ଏକାଧିକ ସ୍ତ୍ରୀ ରହୁଥିବାର ନଜିର ରହିଛି । ସେହିପରି ବର୍ତ୍ତମାନର ଆଧୁନିକ ଯୁଗରେ ମଧ୍ୟ ରହିଛି କେତେଜଣ ରାଜାଙ୍କର ଥାଟବାଟ। ନାଗାଲାଣ୍ଡର ଲୋଙ୍ଗବା ଗ୍ରାମରେ ନଗୋବାଙ୍ଗ ବୋଲି ଜଣେ ରାଜା ଅଛନ୍ତି । ତାଙ୍କର ୬୦ସ୍ତ୍ରୀ ଥିଲାବେଳେ ତାଙ୍କ…
୧୫ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା ସିବିଡିଟି
ନୂଆଦିଲ୍ଲୀ,୨୭।୯: ଭ୍ରଷ୍ଟ ଓ ଦୁର୍ନୀତି ଅଭିଯୋଗରେ କର୍ମଚାରୀଙ୍କ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(ସିବିଡିଟି) ନିଜର ୧୫ ଜଣ ଅଧିକାରୀଙ୍କୁ ଜବରଦସ୍ତି ଅବସର ଦେଇଥିବା ଜଣାପଡ଼ିଛି। ଏହି ସମସ୍ତ ଅଧିକାରୀ ପ୍ରିନ୍ସିପଲ କମିଶନର,…
ହମିରପୁର ଉପନିର୍ବାଚନରେ ଆସନ ହାତେଇଲା ଭାଜପା
ହମିରପୁର,୨୭।୯: ଉତ୍ତର ପ୍ରଦେଶର ହମୀରପୁର ବିଧାନସଭା ଉପନିର୍ବାଚନରେ ଆସନ ହାତେଇଛି ଭାଜପା। ଭାଜପା ପ୍ରାର୍ଥୀ ଯୁବରାଜ ସିଂହ ସମାଜବାଦୀ ପାର୍ଟି(ଏସ୍ପି)ର ପ୍ରାର୍ଥୀ ମନୋଜ ପ୍ରଜାପତିଙ୍କଠାରୁ ୧୭୭୦୦ ଭୋଟରେ ଜିତି ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଭାଜପା କାର୍ଯ୍ୟାଳୟରେ ଖୁସୀର ଲହରୀ…
କ୍ୟାନ୍ସର ଚିହ୍ନଟ କରିବ ହୀରା..
କ୍ୟାନ୍ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ କରାଇବ ହୀରା। ଏମ୍ଆର୍ଆଇ ସ୍କାନିଂ ସମୟରେ ହୀରାର ଉପଯୋଗ କରି କ୍ୟାନ୍ସର ଟ୍ୟୁମରର ପ୍ରାରମ୍ଭିକ…
ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…
ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ ପ୍ରତିଦିନ ପକ୍ଷୀଦଳ ମିଳିତ ଭାବେ ଉଡ଼ି ମନ୍ଦିର ପ୍ରଦକ୍ଷଣ କରିଥାନ୍ତିି। ମନ୍ଦିରରେ ଶଙ୍ଖନାଦ ସହ…
Archives


