ଜାତୀୟ

ଅଯୋଧ୍ୟା ରାୟ ପୂର୍ବରୁ ଶାନ୍ତ ରହିବାକୁ ଧର୍ମୀୟ ନେତାଙ୍କ ଆହ୍ବାନ

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ ମୁସଲମାନ ସଂଗଠନ ଏବଂ ଧର୍ମୀୟ ନେତାମାନେ ଆହ୍ବାନ ଦେଇଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା…

ନଡ଼ା ପୋଡ଼ି ୪୧% କମିଛି

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦିଲ୍ଲୀରେ ଉତ୍କଟ ବାୟୁ ପ୍ରଦୂଷଣ ପାଇଁ ପଡୋଶୀ ପଞ୍ଜାବ ଓ ହରିୟାଣାରେ ପର୍ଯ୍ୟାପ୍ତ ନଡ଼ା ପୋଡ଼ାଯିବାକୁ ଅଧିକାଂଶ ଦାୟୀ କରୁଛନ୍ତି। ତେବେ ପୂର୍ବ ୩ ବର୍ଷ ତୁଳନାରେ ଉପରୋକ୍ତ ଦୁଇ ରାଜ୍ୟରେ ନଡ଼ା ପୋଡ଼ାଯିବା ପାଖାପାଖି ୪୧ ପ୍ରତିଶତ ହ୍ରାସ…

ଭାରତ-ଜର୍ମାନୀ ୨୦ ଚୁକ୍ତି ସ୍ବାକ୍ଷର

ନୂଆଦିଲ୍ଲୀ,୨ା୧୧(ଆଇଏଏନ୍‌ଏସ୍‌): ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଜର୍ମାନ୍‌ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦୁଇଦେଶ ମଧ୍ୟରେ କୃଷି, କୃତ୍ରିମ ବୌଦ୍ଧିକତା, ସବୁଜ ସହରାଞ୍ଚଳ…

ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ଏମ୍‌ପି ପିଡିପିରୁ ବିଦା

ଶ୍ରୀନଗର,୨ା୧୧(ପି.ଟି.): ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା ପିଡିପି ରାଜ୍ୟ ସଭା ସଦସ୍ୟ ନାଜିର ଅହମଦ ଲଓ୍ବେଙ୍କୁ ଶୁକ୍ରବାର ଦଳରୁ ବହିଷ୍କାର କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଲାଗି ତାଙ୍କୁ ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଥିବା ପିଡିପି…

୧୦,୯୨୬ ଲୋକଙ୍କୁ ଜଣେ ଏଲୋପାଥିକ ଡାକ୍ତର

ନୂଆଦିଲ୍ଲୀ, ୨ା୧୧: ଭାରତରେ ପ୍ରତି ୧୦,୯୨୬ ଲୋକଙ୍କ ଚିକିତ୍ସା ଲାଗି ମାତ୍ର ଜଣେ ଏଲୋପାଥିକ ସରକାରୀ ଡାକ୍ତର ଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରତି ହଜାରେ ଲୋକଙ୍କ ଲାଗି ଜଣେ ଏଲୋପାଥିକ ଡାକ୍ତର ରହିବା ଲାଗି…

୨୦୦୮ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଆକ୍ରମଣ ମାମଲା: ୩ ପାକିସ୍ତାନୀ ସମେତ ୬ ଦୋଷୀ

ରାମପୁର(ଉତ୍ତରପ୍ରଦେଶ),୨ା୧୧(ଆଇଏଏନ୍‌ଏସ୍‌): ୧୨ ବର୍ଷ ତଳର ସିଆର୍‌ପିଏଫ୍‌ କ୍ୟାମ୍ପ ଆକ୍ରମଣ ଘଟଣାରେ ୮ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ରାମପୁରର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ଦୋଷୀସାବ୍ୟସ୍ତ କରିଛନ୍ତି। ପ୍ରମାଣ ଅଭାବରୁ ଅନ୍ୟ ୨ ଜଣଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରାଯାଇଛି। ଦୋଷୀସାବ୍ୟସ୍ତ ୬…

ରଘୁବରଙ୍କୁ ହଟାଇବା ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ରାଞ୍ଚତ୍,୨ା୧୧: ଝାଡ଼ଖଣ୍ଡ ବିଧାନସଭା ଭୋଟ ପାଇଁ ଶୁକ୍ରବାର ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ସହ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଏହି ଆଦିବାସୀ ଅଧ୍ୟୁଷିତ ରାଜ୍ୟର ୨.୨୬ କୋଟି ଭୋଟର ୫ଟି ପର୍ଯ୍ୟାୟରେ ପୁଣି ପାଞ୍ଚବର୍ଷ ପାଇଁ ସେମାନଙ୍କ ପ୍ରତିନିଧି ବାଛିବେ।…

ଆତଙ୍କବାଦ ବିରୋଧରେ ଏକାଠି ଲଢିବ ଭାରତ-ଜର୍ମାନୀ

ନୂଆଦିଲ୍ଲୀ,୧।୧୧: ଭାରତ ଓ ଜର୍ମାନୀ ଏକାଠି ମିଶି ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢିବେ। ଏହାସହ ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାମ କରିବେ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜର୍ମାନ ଚାନସ୍‌ଲରଙ୍କର ହୋଇଥିବା ଚୁକ୍ତିରେ ଏହା ଉଲ୍ଲେଖ କରାଯାଇଥିବା…

ସରକାର ଗଠନ ପାଇଁ ଭାଜପା ବୁକ୍‌ କଲା ଷ୍ଟାଡିୟମ୍‌

ମୁମ୍ବାଇ,୧।୧୧: ମହାରାଷ୍ଟ୍ରରେ କାହାର ସରକାର ଗଠନ ହେବ ସେନେଇ ସମସ୍ତ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଏଭଳିସ୍ଥିତିରେ ବିଧାନସଭା ନିର୍ବାଚନରେ ସବୁଠାରୁ ଅଧିକ ଆସନ ହାସଲ କରିଥିବା ଭାଜପା, ସରକାର ଗଠନ ପାଇଁ ଆଶ୍ୱସ୍ତ ରହିଥିବା ଜଣାପଡ଼ିଛି। ଶପଥ ଗ୍ରହଣ…

ଘୋଷଣା ହେଲା ଝାଡଖଣ୍ଡ ବିଧାନସଭା ନିର୍ବାଚନର ତାରିଖ: ୫ ପର୍ଯ୍ୟାୟରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୧।୧୧: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ଏକ ଖବରଦାତା ସମ୍ମିଳନୀରେ ଏଥିପାଇଁ ତାରିଖ ଘୋଷଣା କରିଛନ୍ତି। ୮୧ ଆସନ ପାଇଁ ଏଠାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର…

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ, ଠିକ୍‌ ସମୟରେ ନିଷ୍ପତ୍ତି ନେବ କଂଗ୍ରେସ: ଅଶୋକ ଚୌହାନ

ମୁମ୍ବାଇ,୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ବହୁମତରେ ବିଜୟ ଲାଭ କଲେ ସତ। ହେଲେ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହାଁନ୍ତି। ଏଠି ଲାଗିରହିଥିବା ରାଜନୈତିକ ଡ୍ରାମାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଗୋଟିଏ…

ଚିଦାମ୍ବରମଙ୍କୁ ଝଟ୍‌କା: ମେଡିକାଲ ରିପୋର୍ଟ ଆଧାରରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟ୍‌କା ଲାଗିଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଚିଦାମ୍ବରମ କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଚାର ବିଭାଗୀୟ ହାଜତକୁ ଚ୍ୟାଲେଞ୍ଜ ଦେବା ସହ ଅନ୍ତରୀଣ ଜାମିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri