ରତୁଲ୍ଙ୍କ ୨୫୪ କୋଟିି ଟଙ୍କାର ସମ୍ପତ୍ତି ଜବତ କଲା ଆୟକର ବିଭାଗ
ନୂଆଦିଲ୍ଲୀ,୩୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ୍ ପୁରୀଙ୍କ ୨୫୪ ଟଙ୍କାର ସମ୍ପତ୍ତି ଆୟକର ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଜୀବ ସାକ୍ସସେନାଙ୍କ ସହଯୋଗରେ ଏଫଡିଆ ଦ୍ୱାରା ଭାରତକୁ ବିପୁଳ ପରିମାଣର ଟଙ୍କା ଆଣିଥିବା ଅଭିଯୋଗ ହୋଇଛି। ସେହିପରି ଅଗୁସ୍ତା...
ମୁଁ ସନ୍ନି ଲିଓନ ନୁହେଁ, ଦୟାକରି ମୋତେ ଫୋନ୍ କରନ୍ତୁ ନାହିଁ
ନୂଆଦିଲ୍ଲୀ,୩୦।୭: ପର୍ନ ଷ୍ଟାରରୁ ବଲିଉଡ୍ ଅଭିନେତ୍ରୀ ପାଲଟି ଥିବା ସନ୍ନି ଲିଓନ ଘରେ ଘରେ ବେଶ୍ ପରିଚିତ। ଏବେ କିନ୍ତୁ ତାଙ୍କ ନାଁକୁ ନେଇ ଜଣେ ବ୍ୟକ୍ତି ଅଡୁଆରେ ପଡିଯାଇଛନ୍ତି। ସନ୍ନି ନିକଟରେ ଏକ ଫିଲ୍ମ ଡାଇଲଗ୍ କହିବା ବେଳେ...
ଟିପୁ ସୁଲତାନ୍ ଜୟନ୍ତୀ ନେଇ କର୍ନାଟକରେ ପୁଣି ରାଜନୀତି: ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଚିଠି ଲେଖିଲେ ଭାଜପା ବିଧାୟକ
ବେଙ୍ଗାଲୁର୍,୩୦।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହେବା ପରେ ଏବେ ଟିପୁ ସୁଲତାନ୍ ଜୟନ୍ତୀ ପାଳନ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାକୁ ପାଳନ ନ କରିବାକୁ ଭାଜପା ବିଧାୟକ କେ.ଜି.ବୋପେୟା ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କୁ ଚିଠି ଲେଖିଛନ୍ତି।...
କ୍ରସ୍ ମଦର ମିଲ୍କ ବ୍ୟାଙ୍କ ଜରିଆରେ ଅନ୍ୟର ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ ମା’
ଭୋପାଳ,୩୦।୭: ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଏବେବି ଅଧିକାଂଶ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହେଉଥିବା ଦେଖାଯାଏ। ତେବେ ଭୋପାଳରେ ଏହି ସ୍ଥିତିକୁ ଦେଖିଲେ ପ୍ରାୟ ୭୦ ପ୍ରତିଶତ ଶିଶୁ ଜନ୍ମ ପରେ ପରେ...
ରାହୁଲ ଗାନ୍ଧୀଙ୍କୁ ମିଳୁନି ସିମ୍ କାର୍ଡ ଅବା ବ୍ୟାଙ୍କ ଋଣ: ନାମ ସାଜିଛି ବାଧକ
ଇନ୍ଦୋର,୩୦।୭: ମଧ୍ୟପ୍ରଦେଶ ଇନ୍ଦୋରରେ ବାସ କରୁଥିବା ଜଣେ ଯୁବକଙ୍କ ନାମ ରାହୁଲ ଗାନ୍ଧୀ ଥିବାରୁ କୌଣସି କମ୍ପାନୀର ମୋବାଇଲ୍ ସିମ୍ କାର୍ଡ ତାଙ୍କୁ ମିଳିପାରୁନି। ସେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କଲେ ମଧ୍ୟ ବ୍ୟାଙ୍କ ତାଙ୍କର ପରିଚୟ ପତ୍ର...
ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଯିବେ ଯୋଗୀ
ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ ତୃତୀୟ ସପ୍ତାହରେ ରୁଷ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ୨ ଦିନିଆ ଗସ୍ତରେ ସେ ରୁଷର ଭ୍ଲାଦିଭୋଷ୍ଟକ ସହର ଗସ୍ତ କରିବେ। ତାଙ୍କ ସହ ଉତ୍ତର ପ୍ରଦେଶ,...
ହଷ୍ଟେଲରେ ଜଳବନ୍ଦୀ ଥିବା ୧୮୩ ଛାତ୍ରୀ ଉଦ୍ଧାର
ଭୋପାଳ,୩୦।୭: ମଧ୍ୟପ୍ରଦେଶ ଖଣ୍ଡଓ୍ବାର କନ୍ୟା ଶିକ୍ଷାଶ୍ରମ ପରିସରରେ ଥିବା ହଷ୍ଟେଲରେ ସୋମବାର ବନ୍ୟାପାଣି ପଶି ଯାଇଥିଲା। ଫଳରେ ଏହି ହଷ୍ଟେଲରେ ଥିବା ପ୍ରାୟ ୧୮୩ ଜଣ ଛାତ୍ରୀ ଜଳବନ୍ଦୀ ହୋଇ ଯାଇଥିଲେ। ଏହି ଖବର ପାଇବା ପରେ ଛାତ୍ରୀମାନଙ୍କୁ ଉଦ୍ଧାର...
କାଉଡିଆଙ୍କ ସେବା କଲେ ମୁସଲମାନ ବିଧାୟକ: କହିଲେ ଜୟ ଶ୍ରୀରାମ
ନୂଆଦିଲ୍ଲୀ,୩୦।୭: ଆମ ଆଦମୀ ପାର୍ଟି(ଆପ୍)ର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଦିଲ୍ଲୀରେ ଶିବଭକ୍ତଙ୍କ ପାଇଁ ଆୟୋଜିତ ହୋଇଥିବା ଶିବିରର ତଦାରଖ କରିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସିଲମପୁରର ବିଧାୟକ ହାଜି ଇଶରାକ ଖାନ ମଧ୍ୟ...
କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ
ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍. କୃଷ୍ଣାଙ୍କ ଜ୍ୱାଇଁ କେଫ୍ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ସିଦ୍ଧାର୍ଥଙ୍କ ଉପରେ ୭ ହଜାର କୋଟି ଟଙ୍କାର ଋଣ...
ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ
ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ମନେପକାଇଛି। ଡା.ମୁଥୁଲକ୍ଷ୍ମୀ କେବଳ ଜଣେ ବିଧାୟକ ନ ଥିଲେ ସେ ଜଣେ ଶିକ୍ଷକ,...
ଧାରଣାରେ ବସିଲେ ଉନ୍ନାଓ ପୀଡିତାଙ୍କ ପରିବାର
ଲକ୍ଷ୍ନୌ,୩୦।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ବେଳକୁ ବେଳ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ସୋମବାର ଭାଜପା ବିଧାୟକ କୁଲଦୀପ ସିଂ ସେନ୍ଗାରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ମଙ୍ଗଳବାର ପୀଡିତାଙ୍କ ପରିବାର...
ଓ୍ବିପ୍ରୋର ନୂଆ ଅଧ୍ୟକ୍ଷ ହେବେ ରିଶଦ୍ ପ୍ରେମ୍ଜୀ: ଅଜୀମ୍ ପ୍ରେମ୍ଜୀ ନେବେ ଅବସର
ନୂଆଦିଲ୍ଲୀ,୩୦।୭: ଆଇଟି କମ୍ପାନୀ ଓ୍ବିପ୍ରୋର ନୂତନ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଅଜୀମ୍ ପ୍ରେମ୍ଜୀଙ୍କ ପୁଅ ରିଶଦ୍ ପ୍ରେମ୍ଜୀ ଦାୟିତ୍ୱ ଗ୍ରହଣ କରିବେ। ମଙ୍ଗଳବାର ୭୩ ବର୍ଷ ବୟସ୍କ ଅଜୀମ୍ ପ୍ରେମ୍ଜୀ ଅବସର ନେବା ପରେ ରିଶଦ୍ ଏହି...
Archives


