ଜାତୀୟ

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ ପାଣି ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ସାଧରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବାଦଲ...

ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଯୁବକ କଲେ ଆତ୍ମହତ୍ୟା: ୧୯ ପୃଷ୍ଠାର ସୁଇସାଇଟ୍‌ ନୋଟ୍‌ ଜବତ

ମୋଗା,୩।୮: ପଞ୍ଜାବର ମୋଗାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ସମସ୍ତ ମୃତଦେହକୁ ଜବତ କରିବା ସହ ଉକ୍ତ ଘରୁ ୧୯...

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର ଗାଁର ଶଫିକୁର ରହେମାନ୍‌ଙ୍କୁ ଏଥିପାଇଁ ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଭାରତୀୟ...

୧୪ ଦିନ ପୂର୍ବରୁ ସରିଲା ଅମରନାଥ ଯାତ୍ରା: ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଅଗଷ୍ଟ ୧୫ ଏହି ଯାତ୍ରା ଶେଷ ହେବାକୁ ଥିବା ବେଳେ ଏହାକୁ ୧୩ ଦିନ ପୂର୍ବରୁ ବନ୍ଦ କରିଦିଆଯାଇଛି। ଫଳରେ ଯାତ୍ରା ପୂରା କରି ପାରି ନ...

ମୋଦିଙ୍କ ହାତ ଛାଡିଲେ ହେବ ସତ୍ୟାନାଶ: ଫଡ଼ନବିଶ

ନାଗପୁର,୩।୮: ପାଖେଇ ଆସୁଛି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏବେ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଜନାଦେଶ ଯାତ୍ରାରେ ବାହାରିଛନ୍ତି। ଶୁକ୍ରବାର ସେ ନାଗପୁରରେ ଏମିତି ଏକ ଯାତ୍ରାରେ ଯୋଗ ଦେବା ଅବସରରେ କହିଛନ୍ତି, ଯେଉଁମାନେ ମୋଦିଙ୍କ...

୨୦୨୦ରେ ହେବ ଜନଗଣନା: ୧ ଅପ୍ରେଲ୍‌ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ,୩।୮: ଆସନ୍ତା ୨୦୨୦ରେ ଦେଶରେ ଜନଗଣନା କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ୧ ଏପ୍ରିଲ୍‌ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହା କରାଯିବ ବୋଲି କୁହାଯାଉଛି। ଘର ଘର ବୁଲି ନିୟୋଜିତ କର୍ମଚାରୀ ଆବଶ୍ୟକ ତଥ୍ୟ...

ଛତିଶଗଡ଼ ଏନକାଉଣ୍ଟର: ୭ ମାଓବାଦୀ ମୃତ

ରାୟପୁର,୩।୮: ଛତିଶଗଡ଼ର ରାଜନନ୍ଦଗାଓଁରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଗନାଡି ପୋଲିସ ଷ୍ଟେଶନ ଅଧିନରେ ଥିବା ସିତାଗୋଟା ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି)ଙ୍କ ଦ୍ୱାରା କରାଯାଇଥିବା ଏନ୍‌କାଉଣ୍ଟରରେ ଉକ୍ତ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା...

୩ ଗୁପ୍ତଚର ଧରାପଡ଼ିଲେ: ପାକିସ୍ତାନକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ହିସାର,୩।୮: ହରିୟାଣାର ହିସାରରୁ ୩ ଗୁପ୍ତଚର ଧରାପଡ଼ିଛନ୍ତି। ସେମାନେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ସେନାର ସୂଚନା ଆଧାରରେ ରାଗିବ୍‌, ମେହତାବ୍‌ ଏବଂ ଖାଲିଦଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ମୋବାଇଲ୍‌ ଫୋନ୍‌ ଓ କିଛି ଗୁରୁତ୍ୱପୂର୍ଣ୍ଣ ଫଟୋଗ୍ରାଫ୍‌...

ମଞ୍ଚରେ ଦର୍ଶକଙ୍କ ମନ ମୋହିଲେ ଭାଜପା ଏମ୍‌ପି ହେମା

ମଥୁରା,୩।୮: ଛୁଲଣ ଉତ୍ସବ ଅବସରରେ ବୃନ୍ଦାବନର ଶ୍ରୀ ରାଧା ରମଣ ମନ୍ଦିରରେ ଭାଜପା ଏମ୍‌ପି ତଥା ବଲିଉଡ ନାୟିକା ହେମାମାଳିନୀଙ୍କ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକେ। ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏହି ଉତ୍ସବରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ।...

ଅପରେଶନ୍‌ ଅଲ୍‌ଆଉଟ୍‌: ବାରପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀର ସୋପୋରରେ ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଥିବା କୁହାଯାଉଛି। ସ୍ଥାନୀୟ ବାରପୋରାର ମାଲମାପାନ୍‌ପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ...

୮୩% ଆତଙ୍କବାଦୀ ଟେକାମାଡ଼କାରୀ

ଶ୍ରୀନଗର,୩ା୮: ଜମ୍ମୁ-କଶ୍ମୀରରେ ଅସ୍ତ୍ର ଧରୁଥିବା ୮୩% ଆତଙ୍କବାଦୀ ପୂର୍ବରୁ ଟେକାମାଡ଼କାରୀ ଥିଲେ। ସେମାନେ ଆତଙ୍କବାଦୀ ସାଜିବା ପରେ ଅଧିକ ସମୟ ବଞ୍ଚତ୍ ପାରିବେ ନାହିଁ। ଦିନ ମଧ୍ୟରେ ଅସ୍ତ୍ର ଧରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୭% ନିହତ ହୋଇସାରିଲେଣି ବୋଲି ଶ୍ରୀନଗରସ୍ଥିତ...

ନଦୀବନ୍ଧ ନିରାପତ୍ତା ବିଲ୍‌ ଲୋକ ସଭାରେ ଗୃହୀତ: ରାଜ୍ୟକୁ କ୍ଷମତା ଦେବା ପାଇଁ ବିଜେଡିର ଦାବି

ନୂଆଦିଲ୍ଲୀ,୩ା୮: ଦେଶର ନଦୀବନ୍ଧଗୁଡିକର ଅନୁଧ୍ୟାନ, ପରିଚାଳନା ଆଦି ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ନିମନ୍ତେ ନଦୀବନ୍ଧ ନିରାପତ୍ତା ବିଲ୍‌ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଛି। ଏହାଦ୍ୱାରା ରାଜ୍ୟଗୁଡିକର କ୍ଷମତା ଦଖଲ କରିବା ଉଦ୍ଦେଶ୍ୟ କେନ୍ଦ୍ରର ନାହିଁ ବୋଲି ଜଳଶକ୍ତି ମନ୍ତ୍ରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri