ଜାତୀୟ

ଜେଇଏମ୍‌ ଟାର୍ଗେଟରେ ମୁମ୍ବାଇ

ନୂଆଦିଲ୍ଲୀ,୮ା୮: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ମୁମ୍ବାଇକୁ ଟାର୍ଗେଟ କରିପାରେ ବୋଲି ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ସରକାରଙ୍କୁ ଜଣାଇଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀରର ସୁରକ୍ଷା ବଳ ଉପରେ ଆକ୍ରମଣ ବଢ଼ାଇବା ପାଇଁ ଜେଇଏମ୍‌ ଯୋଜନା କରିଛି। ଅନୁଚ୍ଛେଦ ୩୭୦...

କଶ୍ମୀରରେ ନୀରବତାର ରାଜୁତି

ଶ୍ରୀନଗର,୮ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରୀ ରାସ୍ତାଘାଟ ଶୂନଶାନ। ସବୁଠି ଅଖଣ୍ଡ ନୀରବତା ରାଜୁତି କରୁଛି। ଶ୍ରୀନଗର ସମେତ ବିଭିନ୍ନ ସହରରେ ପୋଲିସ ଓ ସଶସ୍ତ୍ର ବଳର କଡ଼ା ପ୍ରହରା। ଏଥିସହ ସହ ଟିକିନିଖି ଯାଞ୍ଚ ଚାଲିଥିବାରୁ ଅଧିକାଂଶ...

ବର୍ଜ୍ୟବସ୍ତୁ ଦେଲେ ମାଗଣାରେ ଖାଇବେ

ଭୋପାଳ: ବର୍ଜ୍ୟବସ୍ତୁ ଆଣ ଓ ମାଗଣାରେ ଖାଅ- ଏମିତି ଏକ ଯୋଜନା ଆରମ୍ଭ କରାଯାଇଛି ମଧ୍ୟପ୍ରଦେଶର ଛିଣ୍ଡଓ୍ବାଡା ନଗର ନିଗମରେ । ଏହି ଯୋଜନା ସହରରେ ସ୍ବଚ୍ଛ ଭାରତ ଅଭିଯାନକୁ ଅହୁରି ସକ୍ରିୟ କରିପାରିବ ବୋଲି କହିଛନ୍ତି ନଗର ନିଗମର...

ଅପରେଶନ୍‌ ୩୭୦ ପରେ ସୋଫିଆନ ଗସ୍ତରେ ଡୋଭାଲ: କଶ୍ମୀରୀଙ୍କ ସହ କଲେ ଭୋଜନ

ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ ସୋଫିଆନ୍‌ ଗସ୍ତରେ ଅଛନ୍ତି। ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏଥିସହ ଅଜିତ୍‌ ସ୍ଥାନୀୟ...

ଚାଲିଛି ଭୂତ ଓ ସାପ ନାଁରେ ସ୍କୁଲ

କୋଲକାତା: ଭୂତ ଓ ସାପ ଭଳି ଅଜବ ନାମରେ ଚାଲୁଥିବା ସ୍କୁଲକୁ ପିଲା ଯାଉଛନ୍ତି। ଅଭିଭାବକମାନେ ବି ପିଲା ପଠାଉଛନ୍ତି। ପଶ୍ଚିମବଙ୍ଗର ନଦିୟା ଜିଲାରେ ଚାଲିଛି ଏମିତିକା ସ୍କୁଲ। ଏବେ କିନ୍ତୁ ଅଭିଭାବକମାନେ ସଫା କହିଦେଇଛନ୍ତି ଯେ,ସ୍କୁଲର ନାମ ନ...

ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଭର୍ତ୍ତି

ଶିମ୍‌ଲା,୭।୮: ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ତାଙ୍କୁ ଆଇଜେଏମ୍‌ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୀରଭଦ୍ର କିଛି ଦିନ ହେବ ରାମପୁରରେ ଥିବା ବେଳେ ବୁଧବାର ହଠାତ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା...

ଶ୍ୱାସରୋଗରୁ ଦୂରେଇ ରଖେ ଏହି ଫୁଲ…

ଅରଖଫୁଲର ଅନେକ ଔଷଧୀୟ ଗୁଣ ରହିଛି । ବିଭିନ୍ନ ରୋଗ ଦୂର କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ଡାଇବେଟିସ୍‌ ଆଦି ରୋଗକୁ ଭଲ କରିଥାଏ ବୋଲି କୁମାୟୁନ ଆୟୁର୍ବେଦ...

କାନ୍ଦିଲେ ଭେଙ୍କାୟା: କହିଲେ, ଏଥର ରାଖୀରେ ଖାଲି ରହିବ ହାତ

ନୂଆଦିଲ୍ଲୀ, ୭।୮: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ ଶ୍ମଶାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ବରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ଟି ତୋପ ସଲାମୀର ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ...

କାନ୍ଦିଲେ ୯୬ ବର୍ଷୀୟ ଧର୍ମପାଲ ଗୁଲାଟୀ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପାର୍ଥିବ ଶରୀର ଦେଖି କାନ୍ଦି ପକାଇଛନ୍ତି ଏମଡିଏଚ୍‌ କମ୍ପାନୀର ମାଲିକ ମହାଶୟ ଧର୍ମପାଲ ଗୁଲାଟୀ। ୯୬ବର୍ଷୀୟ ଗୁଲଟୀ ସୁଷମାଙ୍କ ଶେଷ ଦର୍ଶନ ପାଇଁ ଭାଜପା କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତାଙ୍କୁ...

ପଞ୍ଚଭୂତରେ ବିଲୀନ ହେଲେ ସୁଷମା, ଝିଅ ଦେଲେ ମୁଖାଗ୍ନିି

ନୂଆଦିଲ୍ଲୀ,୭।୮: ବଧୂ ବେଶରେ ସଜେଇ ହୋଇ ପଞ୍ଚଭୂତରେ ଲୀନ ହୋଇଛନ୍ତି ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ରାଜକୀୟ ଢଙ୍ଗରେ ତାଙ୍କୁ ବିଦାୟ ଦିଆଯାଇଛି। ଝିଅ ବାଂଶୁରୀ ତାଙ୍କୁ ମୁଖାଗ୍ନି ଦେଇଥିଲେ। ତାଙ୍କ ଅବର୍ତ୍ତମାନରେ ଭାରତୀୟ ରାଜନୀତିର ଏକ ଯୁଗର...

ସୁଷମାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ସ୍ବାମୀ କୌଶଳ, ଝିଅ ବାଂଶୁରୀ

ନୂଆଦିଲ୍ଲୀ, ୭।୮:ସବୁଦିନ ପାଇଁ ଆଖି ବୁଜିଛନ୍ତି ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତ ନେତା ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସବୁଠୁ ଅଧିକ ଭାଙ୍ଗି ପଡିଛନ୍ତି...

ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା

ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍‌। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ତାଙ୍କୁ ସଜେଇ ଦେଇଛନ୍ତି ଏକମାତ୍ର ଝିଅ ବାଂଶୁରୀ। ସୁଷମା ସବୁବେଳେ ଭାରତୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri