ବନ୍ୟାଞ୍ଚଳ ଗସ୍ତ ନ କରି ବିରିୟାନୀ ଖାଇବାରେ ବ୍ୟସ୍ତ ସିଦ୍ଧରମେୟା: ଭାଜପା
ବେଙ୍ଗାଲୁରୁ,୧୩।୮: ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି କର୍ନାଟକ। ରାଜ୍ୟର କେତେକ ସହର ଜଳାର୍ଣ୍ଣବ ହୋଇଥିବା ବେଳେ ଏଥିଯୋଗୁ ୪୮ଜଣଙ୍କ ଜୀବନ ଗଲାଣି। ହେଲେ ଏହି ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା...
ବାବର ମସଜିଦ୍ ନିର୍ମାଣ କରିଥିଲେ: ଏହାର ନାହିଁ ପ୍ରମାଣ
ନୂଆଦିଲ୍ଲୀ,୧୩।୮: ଅଯୋଧ୍ୟାର ରାମଜନ୍ମ ଭୂମି-ବାବରୀ ମସଜିଦ୍ ମାମଲାରେ ମଙ୍ଗଳବାର ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ଏସ୍.ସି. ବୈଦନାଥନ୍ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ସମ୍ମୁଖରେ ପ୍ରକାଶ କରିଥିଲେ ଯେ, ମସଜିଦ୍ ବାବରଙ୍କ ଦ୍ୱାରା...
ଲୋକୋମୋଟିଭ୍ କାରଖାନାରେ ବିସ୍ଫୋରଣ
କାନପୁର,୧୩।୮: ଉତ୍ତରପ୍ରଦେଶ କାନପୁରଠାରେ ଥିବା ଲୋକୋମୋଟିଭ୍ କାରଖାନାରେ ମଙ୍ଗଳବାର ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଦ୍ ସାସୋମେକାନିକା ପ୍ରାଇଭେଟ୍...
ସୀମାରେ କିଛି ବି ଘଟଣା ଘଟିଲେ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡିବ: ସେନା ମୁଖ୍ୟ
ନୂଆଦିଲ୍ଲୀ,୧୩।୮: ପାକିସ୍ତାନର ଧମକକୁ ନେଇ ଏବେ ମୁହଁ ଖୋଲିଛନ୍ତି ଭାରତର ସେନାମୁଖ୍ୟ ବିପିନ ରାଓ୍ବତ। ମୋଦି ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୦ ହଟାଇବା ପରେ ପାକିସ୍ତାନର ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯାହାର ପ୍ରଭାବ...
୧୪ ବର୍ଷ ପରେ ଫେସବୁକ୍ରେ ଭାଇକୁ ପାଇଲେ ଭଉଣୀ
ଗାଜିଆବାଦ୍, ୧୩।୮: ଫେସବୁକ୍ ସହାୟତାରେ ୧୪ବର୍ଷ ପରେ ଭାଇକୁ ଖୋଜି ପାଇଛନ୍ତି ଭଉଣୀ। ଉତ୍ତର ପ୍ରଦେଶର ଗାଜିଆବାଦ୍ରେ ଘଟିଛି ଏଭଳି ଘଟଣା। ୨୦୦୫ରେ ଏଠାରେ ଜଣେ ମହିଳା ୧୧ ବର୍ଷ ପୁଅ ଅଭିଷେକ ଏବଂ ନିଜ ସ୍ବାମୀଙ୍କୁ ଛାଡି ୩...
ଆସାମ ଏନ୍ଆର୍ସି: କେନ୍ଦ୍ର ସରକାରଙ୍କ ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ, ୧୩।୮: ଆସାମ ଏନ୍ଆର୍ସି ମାମଲାରେ ମଙ୍ଗଳବାର ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଏହାର ପୁନଃ ଯାଞ୍ଚ୍ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ପୂର୍ବରୁ ଏଥିପାଇଁ...
ଡକାୟତଙ୍କୁ ସାମ୍ନାକରି ଜିତିଲେ ବୃଦ୍ଧ ଦମ୍ପତି ସିସିଟିଭିରେ ରେକର୍ଡ ହେଲା ଦୃଶ୍ୟ
ତିରୁନେଲଭେଲି,୧୩।୮: ତାମିଲନାଡୁର ତିରୁନେଲଭେଲିରେ ବୃଦ୍ଧ ଦମ୍ପତିଙ୍କୁ ଆକ୍ରମଣ କରିବା ମହଙ୍ଗା ପଡିଛି। ନିଜ ଘର ବାହାରେ ବସିଥିବା ଜଣେ ବୃଦ୍ଧଙ୍କୁ ପଛପଟୁ ଦୁଇ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ଆସି ଆକ୍ରମଣ କରିଥିଲେ। ହେଲେ ଏହି ସମୟରେ ଘର ଭିତରେ...
ଦିଲ୍ଲୀ ଗାନ୍ଧିନଗର ମାର୍କେଟରେ ନିଆଁ
ନୂଆଦିଲ୍ଲୀ,୧୩।୮: ମଙ୍ଗଳବାର ସକାଳେ ଦିଲ୍ଲୀର ଗାନ୍ଧିନଗର ମାର୍କେଟରେ ଭିଷଣ ନିଆଁ ଲାଗିଛି। ଏହାକୁ ଲିଭାଇବା ପାଇଁ ୨୧ଟି ଦମକଳ ନିୟୋଜିତ ଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହୋଇ ଥିବା ସୂଚନା ମିଳି ନ ଥିବା ବେଳେ...
୨୭ ହଜାର ଯବାନ ହେବେ ଛଟେଇ
ନୂଆଦିଲ୍ଲୀ,୧୩।୮: ଭାରତୀୟ ସେନାର ୨୭ ହଜାର ଯବାନଙ୍କୁ ଛଟେଇ କରାଯିବ। ଏହାଦ୍ୱାରା ୧୬ ଶହ କୋଟି ଟଙ୍କା ସଞ୍ଚୟ ହେବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ସମ୍ପ୍ରତି ସେନାରେ ୧୨.୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ...
ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର
ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ମୃତାହତଙ୍କ ସମ୍ପର୍କରେ ମଧ୍ୟ...
୭ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ରାମେଶ୍ୱରମ୍,୧୩।୮: ଶ୍ରୀଲଙ୍କା ନୌସେନା ପକ୍ଷରୁ ୭ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରାଯାଇଛି। ସେମାନେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗ ଶ୍ରୀଲଙ୍କା କରିଛି। ରାମେଶ୍ୱରମ୍ ନିକଟରେ ଥିବା ଡେଲପ୍ଟ ଦ୍ୱୀପ ଅଞ୍ଚଳରେ ସେମାନେ ମାଛ ଧରୁଥିଲେ।...
ରାହୁଲ ଆଉଟ୍, ବ୍ୟାଟିଂ କରିବାକୁ ଆସିଲେ ସୋନିଆ ପଛରେ ପ୍ରସ୍ତୁତ ଅଛନ୍ତି ପ୍ରିୟଙ୍କା: ଭାଜପା
ନୂଆଦିଲ୍ଲୀ,୧୩।୮: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ଗୁରୁଦାୟିତ୍ୱ ତୁଲାଇଛନ୍ତି। ସୋନିଆଙ୍କୁ ଏବେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି। ଏହାକୁ ଦେଖି ଏବେ ବିରୋଧି ପୁଣି...
Archives


