ଜାତୀୟ

ଏହି ସରକାର ସୁଧାରର କଥା କହିବାରୁ ରାଜନୀତିରେ ଯୋଗଦେଲି: ଜୟଶଙ୍କର

ନୂଆଦିଲ୍ଲୀ,୨।୨: ବୈଦେଶିକମନ୍ତ୍ରୀ ଏସ୍‌. ଜୟଶଙ୍କର ରବିବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କାହିଁକି ରାଜନୀତିକୁ ଆସିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ମୋର ରାଜନୀତିରେ ଯୋଗ ଦେବାର ପ୍ରଥମ କାରଣ ହେଉଛି ବର୍ତ୍ତମାନର ସରକାର ସୁଧାରର କଥା କହୁଥିବା ମୁଁ…

ସିଏଏକୁ ବିରୋଧ କରି ଷ୍ଟାଲିନଙ୍କ ଦସ୍ତଖତ ଅଭିଯାନ

ଚେନ୍ନାଇ,୨।୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ଥମିବାର ନାଁ ନେଉନି। ରବିବାର ଡିଏମ୍‌କେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନଙ୍କ ଦ୍ୱାରା ସିଏଏକୁ ବିରୋଧ କରି ଚେନ୍ନାଇଠାରେ ଏକ ଦସ୍ତଖତ ଅଭିଯାନ କରାଯାଇଛି। ଏହାକୁ ନେଇ ଷ୍ଟାଲିନ କହିଛନ୍ତି ଡିଏମ୍‌କେ…

ଦାବିନ୍ଦରଙ୍କ ଆତଙ୍କବାଦୀ ଲିଙ୍କ୍‌: ଜମ୍ମୁ-କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ

ଶ୍ରୀନଗର,୨।୨: ଡିଏସ୍‌ପି ଦାବିନ୍ଦର ସିଂଙ୍କ ଆତଙ୍କବାଦୀ ଲିଙ୍କ୍‌ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଏନ୍‌ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର କେତେକ ସ୍ଥାନରେ ରବିବାର ଚଢ଼ାଉ କରାଯାଇଛି। କିଛି କାର୍ଯ୍ୟାଳୟ ଏବଂ ଘରୋଇ ଅଞ୍ଚଳରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ,…

ସବୁଠାରୁ ଧନୀ ଗାଁ: ଏଠି ସବୁ କୃଷକ ଲକ୍ଷପତି

ନୂଆଦିଲ୍ଲୀ,୨।୨: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ। ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ। ୭ ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ କରିଥାଆନ୍ତି।…

ନାଗରିକତ୍ୱ ପ୍ରମାଣ କରିବା କଷ୍ଟକର; ମହାରାଷ୍ଟ୍ରରେ ହେବନି ଲାଗୁ ଏନ୍‌ଆର୍‌ସି: ଉଦ୍ଧବ

ମୁମ୍ବାଇ,୨।୨: ନାଗରିକତ୍ୱ ପ୍ରମାଣ କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହେବ। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ଲାଗୁ ହେବ ନାହିଁ ବୋଲି ମୁଖ୍ୟନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୂଚନା ଦେଇଛନ୍ତି। ଶିବସେନା ମୁଖପତ୍ର ସାମନାରେ ଏକ ସାକ୍ଷାତ୍‌କାରରେ ସେ ଏଭଳି…

ଲକ୍ଷ୍ନୌ ସଡ଼କରେ ଫୁଟିଲା ଗୁଳି

ଲକ୍ଷ୍ନୌ,୨।୨: ଉତ୍ତର ପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜଧାନୀ ଲକ୍ଷ୍ନୌର ହଜରତଗଞ୍ଜଠାରେ ରବିବାର ସକାଳେ ରାସ୍ତା ଉପରେ ଗୁଳିକରି ଅଖିଳ ଭାରତ ହିନ୍ଦୁ ମହାସଭାର ପ୍ରଦେଶ ଅଧ୍ୟକ୍ଷ ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ସକାଳୁ…

ଭାରତ-ବାଂଲାଦେଶ ମିଳିତ ସମରାଭ୍ୟାସ: ସମ୍ପ୍ରିତି-୯

ଶିଲଂ,୨।୨: ଭାରତ-ବାଂଲାଦେଶ ମଧ୍ୟରେ ମିଳିତ ସମରାଭ୍ୟାସ ସମ୍ପ୍ରିତି-୯ ସୋମବାରଠାରୁ ଆରମ୍ଭ ହେବ। ମେଘାଳୟର ଶିଲଂସ୍ଥିତ ଉମରୋଇ କ୍ୟାଣ୍ଟନମେଣ୍ଟ୍‌ରେ ଏହି ମିଳିତ ସମରାଭ୍ୟାସ ଅନୁଷ୍ଠିତ ହେବ। ଆତଙ୍କବାଦୀଙ୍କ ବିରୋଧ କିଭଳି ଉନ୍ନତ ଧରଣର ସର୍ଚ୍ଚ ଅପରେଶନ୍‌ କରାଯିବ ସେ ସମ୍ପର୍କରେ ଏହି ମିଳିତ…

କେରଳରେ ଚିହ୍ନଟ ହେଲେ କରୋନା ଭୂତାଣୁ ସଂକ୍ରମିତ ଦ୍ୱିତୀୟ ବ୍ୟକ୍ତି

ଥିରୁଭାନନ୍ଥପୁରମ,୨।୨: କେରଳରେ ୩ ଦିନ ପୂର୍ବରୁ ଜଣେ କରୋନା ଭୂତାଣୁ ସଂକ୍ରମିତ ପଜିଟିଭ ମିଳିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଏଥିରେ ସଂକ୍ରମିତ ବୋଲି ଜଣାପଡିଛି। ତେବେ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଚାଇନାରୁ ଫେରିଥିବା କୁହାଯାଉଛି। ଏବେ ଏହି…

ଜଣେ ବଳାତ୍କାରୀଙ୍କ ସମେତ ୩ କଏଦୀ ଜେଲ୍‌ରୁ ଫେରାର

ଅମୃତସର,୨।୨: ଜଣେ ବଳାତ୍କାରୀଙ୍କ ସମେତ ୩ ଜଣ କଏଦୀ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଅମୃତସର ଜେଲ୍‌ରେ ଏଭଳି ଘଟଣା ଘଟିଛି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରେ ୨ ଜଣଙ୍କ ନାମରେ ଚୋରି ଅଭିଯୋଗ ରହିଛି। ରବିବାର କଏଦୀଙ୍କ ଗଣତି କରାଯିବା ସମୟରେ…

ବୁହାନ ଏୟାରଲିଫ୍ଟ: ଦିଲ୍ଲୀରେ ପହଞ୍ଚିଲେ ପୁଣି ୩୨୩ ଭାରତୀୟ

ନୂଆଦିଲ୍ଲୀ,୨।୨: କରୋନା ଭୁତାଣୁ ଚାଇନାର ବୁହାନରେ ମହାମାରୀ ସୃଷ୍ଟି କରିଛି। ବୁହାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା କାର୍ଯ୍ୟ ଜାରି ରହିଛି। ଶନିବାର ପ୍ରଥମ ଥର ଏୟାରଲିଫ୍ଟରେ ୩୨୪ ଭାରତୀୟ ବୁହାନରୁ ଭାରତ ଫେରିଥିଲେ। ରବିବାର ପୂର୍ବାହ୍ନ ୯ଟା ୧୦ରେ…

ବଜେଟକୁ ନେଇ ଖାସ୍‌ କଥା

*୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଏଥର ବଜେଟ ପ୍ରସ୍ତୁତି ପ୍ରକ୍ରିୟାରେ ଅର୍ଥ ମନ୍ତ୍ରଣାଳୟ ପ୍ରେସ୍‌ର ଡେପୁଟି ମ୍ୟାନେଜର କୁଲଦୀପ କୁମାର ଶର୍ମାଙ୍କ ପିତାଙ୍କ ଦେହାନ୍ତ ୨୬ ଜାନୁୟାରୀରେ ହୋଇଥିଲେ ବି ସେ ଘରକୁ ଯାଇପାରି…

କରୋନା ମୃତ୍ୟୁ ସଂଖ୍ୟା ୩୦୦ ଟପିଲା: ୨୪ ଘଣ୍ଟାରେ ୪୫ ଜଣ ମୃତ

ନୂଆଦିଲ୍ଲୀ,୨।୨: ଚାଇନାର ବୁହାନରେ କରୋନା ମହାମାରୀ ରୂପ ନେଇଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୦୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଚାଇନା ଗଣମାଧ୍ୟମ ପକ୍ଷରୁ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?