ପାକିସ୍ତାନ ପଳାଇବାକୁ ଚେଷ୍ଟା କରୁଛନ୍ତି କମଲେଶଙ୍କ ହତ୍ୟାକାରୀ
ଲକ୍ଷ୍ନୌ,୨୧।୧୦: ହିନ୍ଦୁ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ କମଲେଶ ତିଓ୍ବାରୀଙ୍କ ହତ୍ୟାକାଣ୍ଡର ୨ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ଆଖିରେ ଧୂଳିଦେଇ ଫେରାର ଅଛନ୍ତି। ଶେଖ ଅଶଫାଖ ହୁସେନ ଓ ପଠାନ ମୋଇନୁଦ୍ଦିନ ଅହମ୍ମଦ ଏବେ ପାକିସ୍ତାନ ପଳାଇ ଯିବାକୁ ଚେଷ୍ଟା…
୧୨ ଘଣ୍ଟା କାମ କରୁଛନ୍ତି ୯୦ ପ୍ରତିଶତ ପୋଲିସ: ଶାହ
ନୂଆଦିଲ୍ଲୀ,୨୧।୧୦: ପୋଲିସ ସ୍ମୃତି ଦିବସ ଅବସରରେ ଦିଲ୍ଲୀର ପୋଲିସ ମେମୋରିଆଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ସେଠାରେ ଯୋଗଦେବା ଅବସରରେ ଶାହ କହିଥିଲେ ପୋଲିସର କାମକୁ ଆମେ ସାମାନ୍ୟ ଦୃଷ୍ଟିରେ ଦେଖିଥାଉ। ଅନ୍ୟ…
ଉତ୍ତରପ୍ରଦେଶ ଉପନିର୍ବାଚନ: ରାମପୁରରୁ ଧରା ପଡ଼ିଲେ ସମାଜବାଦୀ ପାର୍ଟିର ୭ ନକଲି ଏଜେଣ୍ଟ
ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଜରି ରହିଛି। ରାମପୁର ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରୁ ୭ ଜଣ ନକଲି ଏଜେଣ୍ଟ୍ ଧରାପଡ଼ିଛନ୍ତି। ସେମାନେ ସମାଜବାଦୀ ପାର୍ଟି ପାଇଁ କାମ କରୁଥିବା ପଚରାଉଚରା ସମୟରେ ପୋଲିସକୁ…
‘ବୋଲୋ ତାରା ରା ରା’ ଗୀତ ଗାଇ ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି ପୋଲିସ
ଚଣ୍ଡିଗଡ଼,୨୧।୧୦: ପଞ୍ଜାବ ଚଣ୍ଡିଗଡ଼ର ଜଣେ ଟ୍ରାଫିକ୍ ପୋଲିସଙ୍କ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେ ହାତରେ ମାଇକ୍ରୋଫୋନ୍ ଧରି ଗାୟକ ଦଲେର ମେହେନ୍ଦିଙ୍କ ୧୯୯୫ର ଲୋକପ୍ରିୟ ଗୀତ ବୋଲୋ ତାରା ରା ରା… ଗାଇ ରାଜରାସ୍ତାରେ ଟ୍ରାଫିକ୍…
ଭାଜପା-ଶିବସେନା ୨୨୫ ଆସନରେ ଜିତିବ ବୋଲି ଦାବି କଲେ ଗୋୟଲ
ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ସୋମବାର ଭୋଟ ଗ୍ରହଣ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମେଣ୍ଟ ୨୨୫ଟି ଆସନରେ ବିଜୟ ଲାଭ କରିବ। ଆହୁରି ମଧ୍ୟ ହରିୟାଣାର ମନୋହର ଲାଲ ଖଟ୍ଟର…
ଅନ୍ୟ କାହାର ସହାୟତା ବିନା ୨୦ ବର୍ଷ ଧରି ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ଦିବ୍ୟାଙ୍ଗ ଦମ୍ପତି
ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଜୁହୁସ୍ଥିତି ଭୋଟ କେନ୍ଦ୍ରରେ ଦିବ୍ୟାଙ୍ଗ ଦମ୍ପତି ଦେବଶଙ୍କର ଏବଂ ପାନ୍ନା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେମାନେ ଫିଲ୍ମ ତାରକା ନୁହଁନ୍ତି। ତେବେ ସେମାନଙ୍କୁ ଦେଖିବା ଲାଗି ଏବଂ…
ମତଦାନରେ ନିଜକୁ ସାମିଲ କଲେ ବଲିଉଡ୍ ସେଲିବ୍ରିଟି
ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାକୁ ନେଇ ଦଳୀୟ ପ୍ରାର୍ଥିମାନେ ଯେତିକି ଉତ୍ସାହିତ ଅଛନ୍ତି ତା’ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଭୋଟରଙ୍କ ନିକଟରେ। ମହାରାଷ୍ଟ୍ରର ବିଭିନ୍ନ…
ସେନା ପୋଷାକରେ ଧଳା କାର୍ରେ ଦିଲ୍ଲୀରେ ପ୍ରବେଶ କଲେ ୫ ଆତଙ୍କବାଦୀ: ଗୋଇନ୍ଦା ରିପୋର୍ଟ
ନୂଆଦିଲ୍ଲୀ,୨୧।୧୦: ଦେଶର ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେନା ପୋଷାକରେ ଧଳା କାର୍ରେ ୫ ଆତଙ୍କବାଦୀ ଦିଲ୍ଲୀ ଏନସିଆର୍ ଅଞ୍ଚଳରେ ପ୍ରବେଶ କରିଛନ୍ତି। ସେମାନଙ୍କ କଥାବାର୍ତ୍ତା ରେକର୍ଡିଂ କରାଯାଇଛି। ସୁରକ୍ଷା କାର୍ଯ୍ୟାଳୟ, ବଡ଼ ବଡ଼ ସରକାରୀ ପ୍ରତିଷ୍ଠାନ, ମଲ୍ ଏବଂ…
ପ୍ରେମିକଙ୍କ ସହ ରହିବାକୁ ଚାହୁଁଥିଲେ ମହିଳା,ସ୍ବାମୀଙ୍କୁ ୫୦ ଫୁଟ୍ ଉଚ୍ଚରୁ ଠେଲିଦେଲେ
ନୂଆଦିଲ୍ଲୀ,୨୧।୧୦:ପ୍ରେମିକଙ୍କ ସହ ରହିବା ପାଇଁ ନିଜ ସ୍ବାମୀଙ୍କୁ ହତ୍ୟା କରିଦେଇଛନ୍ତି ଜଣେ ମହିଳା। ପ୍ରେମିକଙ୍କ ସହ ମିଶି ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ କୋଠା ଉପରୁ ସେ ସ୍ବାମୀଙ୍କୁ ଠେଲିଦେଇଛନ୍ତି। ନୂଆଦିଲ୍ଲୀର ପଟେଲ ନଗରରେ ଘଟିଛି ଏଭଳି ଘଟଣା। ଘଟଣାରେ ପୋଲିସ…
ମାଆ, ସ୍ତ୍ରୀଙ୍କ ସହ ଆସି ଭୋଟ ଦେଲେ ଫଡନଭିସ
ନାଗପୁର,୨୧।୧୦:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ସୋମବାର ମହାରାଷ୍ଟ୍ର ବିଧାନସଭା ପାଇଁ ହୋଇଥିବା ମତଦାନରେ ଭାଗ ନେଇଛନ୍ତି। ସେ ନାଗପୁରର ଏକ ବୁଥରେ ମା’ ସରିତା ଓ ସ୍ତ୍ରୀ ଅମୃତାଙ୍କ ସହ ଯାଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ହେଉଥିବା…
ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର
ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ପୋଲିଂ ଅଧିକାରୀ ମହମବତୀ ଜଳାଇ ମତଦାନ ପ୍ରକ୍ରିୟା ଜାରି ରଖିଥିଲେ।…
ଭୋଟ ଦେବାକୁ ଶତାବ୍ଦୀ ଏକ୍ସପ୍ରେସ୍ରେ କର୍ନାଲ ଗଲେ ମନୋହର ଲାଲ୍ ଖଟ୍ଟର: ସାଇକେଲରେ ମତଦାନ କେନ୍ଦ୍ରରେ ପହଞ୍ଚିଲେ
ଚଣ୍ଡିଗଡ଼,୨୧।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ମତଦାନ ଜାରି ରହିଛି। କର୍ନାଲରେ ଭୋଟ ଦେବା ଲାଗି ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଶତାବ୍ଦୀ ଏକ୍ସପ୍ରେସ୍ରେ ବସି ଯାତ୍ରା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଖାଇବା…
Archives


