ଜାତୀୟ

ମହାରାଷ୍ଟ୍ରରେ ହେବ ଭାଜପା ବିନାଶର ଆରମ୍ଭ: ସଞ୍ଜୟ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତ ଏବେ କାଠଗଡାରେ। ଏତିକିବେଳେ ବହୁମତ ନେଇ ସରକାର ଗଠନ କରିବାକୁ ଠିଆ ହୋଇଥିବା ଶିବସେନାକୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି। ଏହାକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି।…

ଥଣ୍ଡାରୁ ସୁରକ୍ଷା ପାଇଁ ଅଯୋଧ୍ୟାରେ ଗାଈଗୋରୁ ପିନ୍ଧିବେ କୋଟ୍‌

ଅଯୋଧ୍ୟା,୨୪।୧୧: ପ୍ରବଳ ଥଣ୍ଡାରୁ ଗାଈଗୋରୁଙ୍କୁ ସୁରକ୍ଷା ଦେବା ପାଇଁ ଅଯୋଧ୍ୟା ନଗର ନିଗମ ପକ୍ଷରୁ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ଏଠାରେ ଥିବା ଗାଈଗୋରୁଙ୍କୁ କୋଟ୍‌ ପିନ୍ଧିବାକୁ ଦିଆଯିବ। ନିଗମ ପକ୍ଷରୁ ସ୍ଥାନୀୟ ସାଧୁସନ୍ଥ ଏବଂ ଜନସାଧାରଣଙ୍କ ସହିତ…

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ ମତ ଦେଉଛନ୍ତି। ରବିବାର ଏନ୍‌ସିପି ନେତା ଛଗନ ଭୂଜବଳ କହିଛନ୍ତି ଏନ୍‌ସିପିର ୪୯-୫୦ ବିଧାୟକ…

ଏନ୍‌ସିପି ବିଧାୟକ ନିଖୋଜ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଭାଜପାରୁ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କଲେ ସତ। ହେଲେ ଏପର୍ଯ୍ୟନ୍ତ ସଂଖ୍ୟା ଗରିଷ୍ଠତାକୁ ନେଇ ତାଙ୍କ ମନରୁ ଭୟ ଦୂର ହୋଇନାହିଁ। ଏବେ ତା’ର ମୁଖ୍ୟ ସହଯୋଗୀ ଏନ୍‌ସିପି ଉପରେ…

ଯାହାର ରାଜ୍ୟପାଳ ତାହାର ସରକାର: ଅଖିଳେଶ ଯାଦବ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ରାଜନୀତିରେ ଅଚାନକ ରାତିକ ମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି। ପୁଣିଥରେ ଦେବେନ୍ଦ୍ର ଫଡ଼ନବିସ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଏହାକୁ ନେଇ ସମାଜବାଦୀ ପାର୍ଟି ନେତା ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଭାଜପାକୁ କଡ଼ା…

ପାଓ୍ବାରଙ୍କ ଘରେ ଭାଜପା ସାଂସଦ

ମୁମ୍ବାଇ,୨୪।୧୧: ରବିବାର ସକାଳୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜୟ କାକଡେ। ସେ କ’ଣ ପାଇଁ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଲୋଚନା ହେଉଛି କି…

ଭାଜପାର ରାତ୍ର ଅଭିଯାନ ବିରୋଧରେ ଶରଦ ପାଓ୍ବାରଙ୍କ ରାଜନୀତି

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଜାରି ରହିଥିବା କଳ୍ପନାଜଳ୍ପନାର ଶେଷରେ ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏନ୍‌ସିପିର ଅଜିତ୍‌ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ…

ବିଧାୟକଙ୍କୁ ଭୋପାଳ ନେଲା କଂଗ୍ରେସ

ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଆସ୍ଥାଭୋଟ ପୂର୍ବରୁ ସମ୍ଭାବ୍ୟ ଘୋଡାବେପାର ରୋକିବା ପାଇଁ କଂଗ୍ରେସ ତାର ସବୁ ବିଧାୟକମାନଙ୍କୁ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳକୁ ନେଇଯାଇଛି। ଏହି ବିଧାୟକମାନଙ୍କୁ ଏକାଠି ରଖିବା ଦାୟିତ୍ୱ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କୁ ଦିଆଯାଇଛି।…

ଦିଲ୍ଲୀ ଗଲେ ୯ ଏନ୍‌ସିପି ବିଧାୟକ

ମୁମ୍ବାଇ,୨୪ା୧୧: ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ସମର୍ଥନ ଦେଉଥିବା ଦଳୀୟ ବିଧାୟକମାନଙ୍କ ମଧ୍ୟରୁ ୯ ଜଣ ଏକ ଘରୋଇ ଚାର୍ଟାର୍ଡ ବିମାନରେ ଦିଲ୍ଲୀ ଯାଇଛନ୍ତି। ସେମାନେ ହେଲେ ଦୌଲତ ଦରୋଡା, ନରହରି ଜିର୍‌ଓ୍ବାର, ସୁନିଲ ଭୁସରା, ଦିଲୀପ ବାଙ୍କର, ଅନିଲ ପାଟିଲ,…

ଦଳ ଓ ପରିବାରରେ ବିଭାଜନ ଦେଖାଦେଇଛି: ସୁଲେ

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ରାତାରାତି ରାଜନୀତି ବଦଳିବା ଓ ଅଜିତ୍‌ ପାଓ୍ବାରଙ୍କ ସହଯୋଗରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଘଟଣାକୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ସମାଲୋଚନା କରିଛନ୍ତି। ଅଜିତଙ୍କ…

‘ଅଜିତ୍‌ ବିଶ୍ୱାସଘାତକତା କରିଛନ୍ତି’

ନୂଆଦିଲ୍ଲୀ, ୨୪ା୧୧(ପି.ଟି.) : କଂଗ୍ରେସ ଓ ଏନ୍‌ସିପିକୁ ନେଇ ସରକାର ଗଠନ କରିବା ଲାଗି ଶିବସେନା ଚଳାଇଥିବା ପ୍ରୟାସ ଫସର ଫାଟିିଛି। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱରେ ମହାରାଷ୍ଟ୍ରରେ ସରକାର ଗଠନ ହେବ ବୋଲି କହିବାର କିଛି ଘଣ୍ଟା…

ସୁପ୍ରିମକୋର୍ଟ ଗଲେ ଶିବସେନା-ଏନ୍‌ସିପି-କଂଗ୍ରେସ

ନୂଆଦିଲ୍ଲୀ,୨୪ା୧୧: ଦେବେନ୍ଦ୍ର ଫଡ୍‌ନବିସଙ୍କ ନେତୃତ୍ୱରେ ସଂଖ୍ୟାଲଘୁ ଭାଜପା ସରକାର ଗଢ଼ିବାରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ମନମାନିକୁ ଚ୍ୟାଲେଞ୍ଜ କରି ଶନିବାର ସନ୍ଧ୍ୟାରେ ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟକୁ ବେଆଇନ ଘୋଷଣା କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri