ଜାତୀୟ

ଉହାନ ସହରରେ ଏବେବି ରହିଛିନ୍ତି ଆହୁରି ୮୦ ଭାରତୀୟ ଛାତ୍ର: ଜୟଶଙ୍କର

ନୂଆଦିଲ୍ଲୀ,୭।୨: କରୋନାଭାଇରସରେ ଚାଇନାର ଉହାନ ସହରରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ। ତେବେ ଚାଇନାରେ କରୋନାଭାଇରସର ଭୟାବହତାକୁ ଦେଖି ସେଠାରେ ଥିବା ଭାରତୀୟମାନଙ୍କୁ ସ୍ବତନ୍ତ୍ର ବିମାନ ସାହାଯ୍ୟରେ ଭାରତ ଫେରାଇ ଅଣାଯାଇଛି। ହେଲେ…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରିଲା ପ୍ରସ୍ତୁତି

ନୂଆଦିଲ୍ଲୀ,୭।୨: ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶନିବାର ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯିବ। ଏଥିପାଇଁ ଶୁକ୍ରବାର ଇଭିଏମ୍‌, ଭିଭିପାଟ ଓ ସମସ୍ତ ଆବଶ୍ୟକ ସାମଗ୍ରୀ…

୫ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକସା ୫ ଦିନିଆ ଭାରତ ଗସ୍ତରେ ଶୁକ୍ରବାର ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ସ୍ବାଗତ ଜଣାଇଛନ୍ତି। ଶନିବାର ଦିଲ୍ଲୀରେ ରହଣି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

ଭୋଟ ପୂର୍ବରୁ କୃପାଭିକ୍ଷା

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ଆଉ ମାତ୍ର କେଇ ଘଣ୍ଟା ପରେ ସବୁ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହେବ ଇଭିଏମ୍‌ରେ। ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ…

ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଓଲଟା ଟ୍ରେନ୍‌ ଚଳାଇଲେ ଲୋକୋ ପାଇଲଟ

ମୁମ୍ବାଇ,୭।୨: ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ ଓଲଟା ଟ୍ରେନ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲୋକୋ ପାଇଲଟ ଉକ୍ତ ଟ୍ରେନ୍‌କୁ ଚଳାଇବା ସହ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଭିଡିଓ…

ମତଦାନ ପୂର୍ବରୁ ଦିଲ୍ଲୀରେ ଫୁଟିଲା ଗୁଳି

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନର ଦିନକ ପୂର୍ବରୁ ସ୍ଥନୀୟ ଅଞ୍ଚଳରେ ଫୁଟିଲା ଗୁଳ। ଶୁକ୍ରବାର ଉତ୍ତର ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଏକ ଦୋକାନ ସମ୍ମୁଖରେ ୪ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ।…

ବେହୋସ୍‌ ଛାତ୍ରଙ୍କୁ ଦେଖି କରୋନାଭାଇରସ ଭୟରେ ହସ୍ପିଟାଲ ହେଲା ଖାଲି

ରାଞ୍ଚି,୭।୨: କରୋନାଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ କୌଣସି କାରଣରୁ ୪ ଜଣ ଶିକ୍ଷାର୍ଥୀ ଜଣକ ପରେ ଜଣେ ବେହୋସ ହୋଇ ଯାଇଥିଲେ। ଏହି ପିଲାମାନଙ୍କୁ ତୁରନ୍ତ…

କରୋନାଭାଇରସରୁ ମୁକ୍ତି ପାଇଁ ବାଲାଜୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ହାଇଦ୍ରାବାଦ,୭।୨: ତେଲେଙ୍ଗାନାର ଚିଲକୁର ବାଲାଜୀ ମନ୍ଦିରରେ ଗୁରୁବାର ଏକ ସ୍ବତନ୍ତ୍ର ପୂଜାର ଆୟୋଜନ ଦେଖିବାକୁ ମିଳିଥିଲା। ଏହା କରୋନାଭାଇରସରୁ ମୁକ୍ତି ପାଇଁ କରାଯାଇଥିବା କୁହାଯାଏ। ଚାଇନାରେ ଏବେ ଏହି କରୋନାଭାଇରସରେ ପୀଡିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ…

ସପ୍ତମ ଶ୍ରେଣୀର ଛାତ୍ରଙ୍କ ଜ୍ଞାନ: ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୭।୨: ଦେଶର ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଉଜୁଡିବାରେ ଲାଗିଛି। ଦିନକୁ ଦିନ ଶିକ୍ଷାର ସ୍ତର ତଳକୁ ଖସୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାଡଖଣ୍ଡ ରାମଗଡରେ। ସୋରେନ ସରକାରରେ ଥିବା ଶିକ୍ଷାମନ୍ତ୍ରୀ ହଠାତ୍‌ ଏକ ସରକାରୀ ସ୍କୁଲକୁ…

ନିର୍ଭୟା ମାମଲା: ତୃତୀୟ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ,୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟ ଯାଇଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଏବେ ନୂଆ ଡେଥ୍‌ ଓ୍ବାରେଣ୍ଟ…

ରାଲି ସମୟରେ କୈଳାଶ ବିଜୟବର୍ଗିୟଙ୍କୁ ଅଟକ

କୋଲକାତା,୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସମର୍ଥନରେ ବାହାରିଥିବା ରାଲିରୁ ଭାଜପା ମହାସଚିବ କୈଳାଶ ବିଜୟବର୍ଗିୟଙ୍କୁ ଉଠାଇନେଲା ପୋଲିସ। ଶୁକ୍ରବାର ସିଏଏ ସମର୍ଥନରେ କୈଳାଶ ଏକ ଅଭିନନ୍ଦନ ରାଲିର ଆୟୋଜନ କରିଥିଲେ। ଏହି ରାଲି କୋଲକାତାର ଟାଲିଗଞ୍ଜ ଫେରିରୁ ଆରମ୍ଭ ହେବାର…

କେରଳ ସରକାର ବଜେଟର କଭର ପେଜ୍‌ରେ ଛାପିଲେ ଗାନ୍ଧୀଙ୍କ ମୃତ୍ୟୁ ବେଳର ଫଟୋ: ତେଜିଲା ବିବାଦ

ଥିରୁଭାନନ୍ଥପୁରମ,୭।୨: କେରଳ ସରକାରଙ୍କ ଦ୍ୱାରା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ପ୍ରକାଶ କରାଯାଇଥିବା ବଜେଟର କଭର ପେଜ୍‌କୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ଏବେ ଏହାକୁ ନେଇ ଚର୍ଚ୍ଚାର ପରିସରକୁ ଚାଲିଆସିଛନ୍ତି। ବଜେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?