ଜାତୀୟ

ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ

ମାଣ୍ଡ୍ୟା,୨୭।୧୧: ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ। ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ। ସୂଚନାଯୋଗ୍ୟ, କର୍ନାଟକର ମାଣ୍ଡ୍ୟାରେ ଆୟୋଜିତ ଏକ ସଭାରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ କୁମାରସ୍ବାମୀ। ସେହି ସମୟରେ…

ଲ୍ୟାପ୍‌ଟପ ବିସ୍ଫୋରଣରୁ କୋଠା ଜଳିଗଲା

ଗାଜିଆବାଦ,୨୭।୧୧: ରଖିଲେ ହରି ମାରିବ କିଏ। ଏହି ଉକ୍ତିଟି ସଫଳ ହୋଇଥିବା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦରେ। ରାଜନଗରର ନୋଏଡ଼ା ସେକ୍ଟର-୬୨ରେ ସଫ୍ଟୱେୟାର ଇଞ୍ଜିନିୟର ରାହୁଲ ସିଂହ ଓ ତାଙ୍କ ସ୍ତ୍ରୀ ରୁହନ୍ତି। ରାହୁଲ ଏକ ନେଟୱର୍କିଂ କମ୍ପାନୀରେ କାମ କରୁଥିବା…

କୋର୍ଟରୁ ପୁଣି ଚିଦାମ୍ବରମଙ୍କୁ ଝଟ୍‌କା: ୧୧ଯାଏଁ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୧୧: ଦିନକୁ ଦିନ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବୁଧବାର କୋର୍ଟ ପକ୍ଷରୁ ତାଙ୍କୁ ପୁଣି ଆଉ ଏକ ଝଟ୍‌କା ଲାଗିଛି। ଆଇଏନଏକ୍ସ ମିଡିଆ ମାମଲାରେ ତିହାଡ ଜେଲରେ ଥିବା ଚିଦାମ୍ବରମଙ୍କ ବିଚାର ବିଭାଗୀୟ…

ଧାରଣାରେ ବସିଥିବା ଆର୍‌ଏଲ୍‌ଏସ୍‌ପି ଅଧ୍ୟକ୍ଷଙ୍କ ବିଗଡ଼ିଲା ସ୍ବାସ୍ଥ୍ୟାବସ୍ଥା

ପାଟନା,୨୭।୧୧: ବିହାରରେ ଶିକ୍ଷା ବ୍ୟବସ୍ଥାର ଖରାପ୍‌ ସ୍ଥିତିକୁ ନେଇ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆର୍‌ଏଲ୍‌ଏସ୍‌ପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା। ପାଟନାର ମିଲର ଉଚ୍ଚ ବିଦ୍ୟାଳୟ ପରିସରରେ ଉପେନ୍ଦ୍ରଙ୍କ ଅନଶନରେ ବସିଛନ୍ତି। ଏହି ଆନ୍ଦୋଳନରେ…

ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ କୁହାଯାଇଥାଏ। କେତେକ ଏହାକୁ ନ୍ୟୁମେରୋଫୋବିଆ ମଧ୍ୟ କୁହନ୍ତି। ଏଭଳି ସମସ୍ୟା ଥିବା ଲୋକ ଅବା…

ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା…

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି ବିଧାୟକ ଶିବଚନ୍ଦ୍ର ରାମ ଏଭଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପିଆଜ ଦାମ ବୃଦ୍ଧି…

ଠିକ୍‌ ସମୟରେ ଉଚିତ ଜବାବ ଦେବି: ଫଡନବିସ୍‌

ମୁମ୍ବାଇ,୨୭।୧୧: ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ୍‌। ଇସ୍ତଫା ଦେବା ପରେ ସେ ନିଜ ମନର କଥା କହିଛନ୍ତି। ଅଜିତ ପାଓ୍ବାରଙ୍କ ସହ ମିଶି ସରକାର…

ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ: ରାବ୍ରୀ ଦେବୀ-ମୋଦିଙ୍କ ସମକ୍ଷକ ହେବେ ଉଦ୍ଧବ

ମୁମ୍ବାଇ,୨୭।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ଏହା ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ଅବା ବିଧାନ ପରିଷଦ…

ତାମିଲ ଫିଲ୍ମ ଅଭିନେତା ବାଲା ସିଂଙ୍କ ପରଲୋକ

ଚେନ୍ନାଇ,୨୭।୧୧: ତାମିଲ ଫିଲ୍ମ ଅଭିନେତା ବାଲା ସିଂ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ଜ୍ୱରରେ ପୀଡିତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବାଲାଙ୍କ ପରଲୋକରେ ତାମିଲ ଫିଲ୍ମ…

ଆରମ୍ଭ ହେବ ଠାକ୍‌ରେ ଶାସନ: ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଜାତୀୟ ସ୍ତରୀୟ ନେତାଙ୍କୁ କରାଯିବ ନିମନ୍ତ୍ରଣ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରରେ ଠାକ୍‌ରେ ଶାସନ ଆରମ୍ଭ ହେବାକୁ ଯାଉଛି। ଗୁରୁବାର ସନ୍ଧ୍ୟା ୬ଟା ୪୦ରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପାର୍କରେ ଅତିଥିଙ୍କ ପାଇଁ ୭୦ ହଜାରରୁ…

ଏନ୍‌ସିପିରେ ଥିଲି ଏବେ ବି ରହିଛି: ଅଜିତ୍‌ ପାଓ୍ବାର

ମୁମ୍ବାଇ,୨୭।୧୧: ଏନ୍‌ସିପିରେ ଥିଲି ଏବେ ବି ଦଳରେ ରହିଛି ବୋଲି ଘରବାହୁଡ଼ି ଥିବା ନେତା ଅଜିତ୍‌ ପାଓ୍ବାର ବୁଧବାର କହିଛନ୍ତି। ମହାରାଷ୍ଟ୍ର ବିଧାନ ଭବନରେ ସେ ବିଧାୟକ ଭାବେ ଶପଥ ପାଠ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri