ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…
ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ ମନ୍ଦିରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ୧୦ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲେ।...
୩୦ ମିନିଟ୍ ପରେ ରାୟ
ନୂଆଦିଲ୍ଲୀ,୨୨।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି। ଦୀର୍ଘ ୩ ଘଣ୍ଟାର ଜେରା ପରେ ସେ କୋର୍ଟରେ ହାଜର ହୋଇଛନ୍ତି। ତେବେ ତାଙ୍କ ତରଫରୁ ମାମଲା ଲଢୁଥିବା ଓକିଲ କପିଲ ଶିବଲ ଓ...
ଇସ୍ରୋ ଅଧ୍ୟକ୍ଷ ଶିବନଙ୍କୁ ମିଳିଲା କଲାମ ପୁରସ୍କାର
ଚେନ୍ନାଇ,୨୨।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଡ. କେ ଶିବନଙ୍କୁ ଡ.ଏପିଜେ ଅବଦୁଲ କଲାମ ପୁରସ୍କାର ମିଳିଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିବନଙ୍କ ଅବଦାନକୁ ଦେଖି...
କାଠଗଡାରେ ଚିଦାମ୍ବରମ
ନୂଆଦିଲ୍ଲୀ,୨୨।୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି। ଦୀର୍ଘ ୩ ଘଣ୍ଟାର ଜେରା ପରେ ସେ କୋର୍ଟରେ ହାଜର ହୋଇଛନ୍ତି। ତେବେ ତାଙ୍କ ଓକିଲ କପିଲ ଶିବଲ କହିଛନ୍ତି, ଚିଦାମ୍ବରମ ଏଥିରେ ଦୋଷୀ...
ସରକାରୀ ଗାଡ଼ି ଚଳାଇବେ ମହିଳା ଡ୍ରାଇଭର
ଥିରୁଭାନନ୍ତପୁରମ,୨୨।୮: କେରଳ ସରକାର ଏବେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। କେରଳରେ ଏଣିକି ସରକାରୀ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବା ଗାଡ଼ିରେ ମହିଳା ଡ୍ରାଇଭରଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏଠାରେ ସରକାରୀ କାର୍ଯ୍ୟାଳୟରେ ଥିବା...
ଆଇଏନ୍ଏକ୍ସ୍ ମାମଲା: ଇଡ଼ି ଅଧିକାରୀ ରାକେଶ ଆହୂଜାଙ୍କ ବଦଳି
ନୂଆଦିଲ୍ଲୀ,୨୨।୮: ଆଇଏନ୍ଏକ୍ସ୍ ମାମଲାରେ ଇଡ଼ିର ସହାୟକ ଯାଞ୍ଚ୍ ଅଧିକାରୀ ରାକେଶ ଆହୂଜାଙ୍କୁ ଗୁରୁବାର ବଦଳି କରାଯାଇଛି। ଇଡ଼ିରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏପରି କରାଯାଇଥିବା କୁହାଯାଉଛି। ତାଙ୍କୁ ଦିଲ୍ଲୀ ପୋଲିସକୁ ପୁଣି ଫେରାଇ ଅଣାଯାଇଛି। ୩ ସପ୍ତାହ ପୂର୍ବରୁ...
ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀଙ୍କର ବଢିଲା ପାରୋଲ ଅବଧି
ଚେନ୍ନାଇ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନିଳିନୀଙ୍କୁ ମିଳିଥିବା ୧ମାସର ପାରୋଲ ଅବଧିକୁ ବଢାଇ ଦିଆଯାଇଛି। ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ, ନଳିନୀଙ୍କ ପାରୋଲ ଅବଧି...
ଫ୍ରାନ୍ସ୍-ସୌଦି-ବାହାରିନ୍ ଗସ୍ତରେ ମୋଦି: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ
ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଫ୍ରାନ୍ସ୍-ସୌଦି-ବାହାରିନ୍ ଗସ୍ତରେ ଯାଇଛନ୍ତି। ସେ ପ୍ରଥମେ ଫ୍ରାନ୍ସ ଗସ୍ତ କରିବେ। ଏହା ପରେ ସୌଦି ଏବଂ ବାହାରିନ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି କୁହାଯାଉଛି। ମୋଦି ଅଗଷ୍ଟ ୨୬ ପର୍ଯ୍ୟନ୍ତ ବିଦେଶ...
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ମଧ୍ୟପ୍ରଦେଶରୁ ୫ ଗିରଫ; ଆଇଏସ୍ଆଇ ସହ ସମ୍ପୃକ୍ତି ସନ୍ଦେହ
ଭୋପାଳ,୨୨।୮: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ମଧ୍ୟପ୍ରଦେଶ ସତନାରେ ଏଟିଏସ୍ ପକ୍ଷରୁ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କର ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସହିତ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ରେ ୧୩...
ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ
ନୂଆଦିଲ୍ଲୀ,୨୨।୮: ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଶେଷ କାର୍ଯ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ୧୯୮୨ ବ୍ୟାଚ୍ ଆଇଏଏସ୍ ଅଫିସର ରାଜୀବ...
ଶ୍ରୀକୃଷ୍ଣଙ୍କ ହାତରେ କାହିଁକି ଥାଏ ବଂଶୀ
ଆସୁଛି ଜନ୍ମାଷ୍ଟମୀ। ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ସାରା ଦେଶରେ ଖୁବ୍ ଆଡ଼ମ୍ବର ସହକାରେ ପାଳନ କରାଯିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ନେଇ ଅନେକ ପୌରାଣିକ ଆଖ୍ୟାନ ଥିବା ବେଳେ ଭଗବାନ୍ ଶ୍ରୀକୃଷ୍ଣଙ୍କ...
ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ
କର୍ନାଲ, ୨୨।୮: ହରିୟାଣାର କର୍ନାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ସମ୍ପର୍କ ସନ୍ଦେହରେ ଯୁବତୀ, ଯୁବକଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଗ୍ରାମବାସୀ। କେବଳ ଏତିକିରେ ଘଟଣାରେ ଯବନିକା ପଡି ନ ଥିଲା। ଉଭୟଙ୍କୁ ଗାଁ ଲୋକେ ଖୁବ୍ ଜୋରରେ...
Archives


