୨ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ମାଓବାଦୀ
ନାଗପୁର,୨।୧୨: ମହାରାଷ୍ଟ୍ର ଗଡଚିରୋଲି ଗଁାରେ ମାଓବାଦୀ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଗଡଚିରୋଲିର ପୁରାସ୍ଲାଗୋନ୍ଧି ଗଁ।ରେ ୨ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ସୋମବାର ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ମୃତ…
ଅଗୁସ୍ତା ଓ୍ବେଷ୍ଟଲାଣ୍ଟ ମନି ଲଣ୍ଡରିଂ ମାମଲାରେ ରତୁଲ ପୁରୀଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୨।୧୧: ଅଗୁସ୍ତା ଓ୍ବେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଆଶ୍ୱସ୍ତି ମିଳିଛି। ସୋମବାର ଦିଲ୍ଲୀର ସ୍ପେଶାଲ କୋର୍ଟ ଏହାର ଶୁଣାଣି କରି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫ଲକ୍ଷ…
ନିର୍ମଳା ସୀତାରାମନଙ୍କୁ ‘ନିର୍ବଳା’ କହିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ,୨।୧୧: ସଂସଦରେ ଶୀତକାଳିନ ଅଧିବେଶନ ଚାଲୁଥିବା ବେଳେ ସୋମବାର ଲୋକ ସଭାରେ ବହୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଛନ୍ତି। ପ୍ରଥମେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିଥିଲେ। ଏହାକୁ ନେଇ…
ରାହୁଲଙ୍କୁ ଟାର୍ଗେଟ କଲେ ଶାହ
ରାଞ୍ଚି,୨।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ପ୍ରକାର ହାରିଯାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ପୁଣିଥରେ ନିଜର ସ୍ଥିତିକୁ ଫେରାଇବାକୁ ଚେଷ୍ଟା ଚଳାଇଥିବା ଆଲୋଚନା ହେଉଛି। ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଭାଜପାର ଷ୍ଟାର ପ୍ରଚାରକମାନେ ସେଠାରେ…
ସକାଳୁ ମମତାଙ୍କ ଫଟୋ ଦେଖିଲେ ଆଗକୁ ବଢିବାକୁ ପ୍ରେରଣା ମିଳେ!
କୋଲକାତା,୨।୧୨: ପାଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ହସନାବାଦରୁ ଆଶ୍ଚର୍ଯ୍ୟ କରିବା ଭଳି ଏକ ଖବର ସାମ୍ନାକୁ ଆସିଛି। ଏଠାକାର ବ୍ଲକ୍ ଡେଭଲପମେଣ୍ଟ ଅଫିସର(ବିଡିଓ) କହିଛନ୍ତି ପ୍ରତିଦିନ ସକାଳୁ ସ୍ବାମୀ ବିବେକାନନ୍ଦ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ଦେଖିଲେ…
ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ
କୋଚି,୨।୧୨: ସବ୍ ଲେପ୍ଟନାଣ୍ଟ ଶିଭାଙ୍ଗି ଭାରତୀୟ ନୌସେନାର ପ୍ରଥମ ପାଇଲଟ ହେବାର ଗୌରବ ଅର୍ଜନ କରିଛନ୍ତି। କୋଚିର ଭାଇସ୍ ଆଡମିରାଲ ଏ.କେ. ଚାଓ୍ବଲାଙ୍କଠାରୁ ଶିଭାଙ୍ଗି ତାଙ୍କ ଯୋଗ୍ୟତା ଓ ‘ଓ୍ବିଙ୍ଗସ୍’ସୋମବାର ଗ୍ରହଣ କରିଛନ୍ତି। ଚାଓ୍ବଲା କହିଛନ୍ତି, ‘ଏହା ଏକ ଫ୍ରଣ୍ଟ ଲାଇନ୍…
ପୁଣି କୋର୍ଟରେ ଅଯୋଧ୍ୟା ମାମଲା: ଜମିୟତ୍ ଉଲେମା-ଇ ହିନ୍ଦ୍ ପକ୍ଷରୁ ପୁନର୍ବିଚାର ଆବେଦନ
ନୂଆଦିଲ୍ଲୀ,୨।୧୨: ଅଯୋଧ୍ୟା ମାମଲାର ରାୟ ଆସିବାର ପ୍ରାୟ ଏକ ମାସ ପରେ ପୁଣି ଏହା ସୁପ୍ରିମ୍କୋର୍ଟରେ ପହଞ୍ଚିଛି। ସୋମବାର ଜମିୟତ୍ ଉଲେମା-ଇ ହିନ୍ଦ୍ ସଂଗଠନ ପକ୍ଷରୁ ଏନେଇ ପୁନର୍ବିଚାର ଆବେଦନ ଦାଖଲ କରାଯାଇଛି। ଆଇନଜୀବୀ ରାଜୀବ ଧାଓ୍ବନଙ୍କ ଦ୍ୱାରା ପୁନର୍ବିଚାର ୨୧୭…
ଯାତ୍ରୀ ପାଲଟିଲେ ପାଇଲଟ
ନୂଆଦିଲ୍ଲୀ,୨।୧୨: ଜଣେ ସାଧାରଣ ଯାତ୍ରୀ ପୁଣେରୁ ଦିଲ୍ଲୀ ବିମାନ ଉଡାଇ ସଫଳତାର ସହ ଲ୍ୟାଣ୍ଡ କରିବାର ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେତେବେଳେ ଏକ ଯାତ୍ରୀବାହୀ ବିମାନ ପୁଣେରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାରଥିଲା ସେତେବେଳେ ଲୋ ଭିଜିବଲିଟି…
ଫଡ୍ନବିସ ନିଜକୁ କହୁଥିଲେ ସମୁଦ୍ର: ଏବେ ଠିକଣା ବଦଳିଲା; ରହିବେ ସାଗରରେ
ମୁମ୍ବାଇ,୨।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କ ଠିକଣା ଏବେ ବଦଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସ ଭବନ ଛାଡିବା ପରେ ଏବେ ତାଙ୍କୁ ମୁମ୍ବାଇର ସାଗର ଅଞ୍ଚଳରେ ବାସ ଭବନ ଯୋଗାଇ ଦିଆଯିବ। ଫଡ୍ନବିସ ବିଧାନସଭାରେ ବିରୋଧୀ ଦଳ…
ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍ଲାଇନ୍: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ
ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍ଲାଇନ୍ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ ଭାଜପା ଶାସିତ ୯ ରାଜ୍ୟ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। କଂଗ୍ରେସ…
ଧନୀ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ଲାଗି ଗରିବଙ୍କ ପେଟରେ ଲାତ ମାରୁଛି ଭାଜପା: ପ୍ରିୟଙ୍କା
ନୂଆଦିଲ୍ଲୀ,୨।୧୨: ଟେଲିକମ୍ କମ୍ପାନୀଗୁଡ଼ିକ ଇଣ୍ଟରନେଟ୍ ତଥା କଲ୍ ରେଟ୍ ବଢ଼ାଇଛନ୍ତି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଧନୀ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ଲାଗି ଭାଜପା ସରକାର ଗରିବଙ୍କ ପେଟରେ ଲାତ…
ଡାକ୍ତରଙ୍କ ଧର୍ମଘଟ: କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨।୧୨: ଦେଶରେ ଜାରି ରହିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍କୁ ନୋଟିସ୍ ଜାରି କରିଛନ୍ତି। ଧର୍ମଘଟ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ…
Archives


