ଜାତୀୟ

ମଦୁରାଇରେ ମଲ୍ଲୀ ଫୁଲର ଦାମ୍‌ ୩ହଜାର ଟଙ୍କା

ମଦୁରାଇ,୩।୧୨: ତାମିଲନାଡୁର ମଦୁରାଇରେ ଏବେ ମଲ୍ଲୀ ଫୁଲର କିଲୋ ପିଛା ଦାମ୍‌ ୩ ହଜାର ଟଙ୍କା ଛୁଇଁଛି। ଅଦିନିଆ ବର୍ଷା ଯୋଗୁ ମଲ୍ଲୀ ଫୁଲର ଦରବୃଦ୍ଧି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି। ଶ୍ରବଣ କୁମାର ନାମକ ଜଣେ ବ୍ୟବସାୟୀ କହିଛନ୍ତି ଗତ ୨…

ମୋଦିଙ୍କ ସହିତ ଗୁପ୍ତବୈଠକ: ମିଳିମିଶି କାମ କରିବାକୁ ମନା କରିଥିଲେ ଶରଦ ପାଓ୍ବାର !

ନୂଆଦିଲ୍ଲୀ,୩।୧୨: ମହାରାଷ୍ଟ୍ରରେ ସରକାର ଗଠନ ନେଇ ସଙ୍କଟ ଦେଖାଦେଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭେଟିଥିଲେ। ଏହି ଗୁପ୍ତବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ସେ ନେଇ ଶରଦ ପାଓ୍ବାର ସୂଚନା ଦେଇଛନ୍ତି। ଏକ…

କଫି ବଗିଚାକୁ ମାଙ୍କଡ଼ଙ୍କଠାରୁ ସୁରକ୍ଷିତ ରଖିବା ପାଇଁ କୁକୁରଙ୍କ ଦେହରେ ବାଘ ଭଳି ରଙ୍ଗ ଦେଉଛନ୍ତି ଚାଷୀ

ବେଙ୍ଗାଲୁରୁ,୩।୧୨: କର୍ନାଟକରେ ଜଣେ ଚାଷୀ କଫି ବଗିଚାକୁ ମାଙ୍କଡ଼ଙ୍କଠାରୁ ସୁରକ୍ଷିତ ରଖିବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ସେ କୁକୁରଙ୍କ ଦେହରେ କଳା ରଙ୍ଗରେ ପଟା ପଟା ଗାର ଟାଣିଛନ୍ତି। ମାଙ୍କଡ଼ ପୋଷା କୁକୁରକୁ ବାଘ ବୋଲି ମନେକରି…

ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲେ ରବର୍ଟ

ନୂଆଦିଲ୍ଲୀ,୩।୧୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଭାରତରେ ଏବେ ବଳାତ୍କାର ସଂଖ୍ୟା ବଢିବାରେ ଲାଗିଛି। ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ସରକାରଙ୍କ ଦାୟିତ୍ୱ ହୋଇଥିବା…

ଲୋକସଭାରେ ପ୍ରସଙ୍ଗ ଉପସ୍ଥାପନ ପାଇଁ କଂଗ୍ରେସ ନେତାଙ୍କ ସହାୟତା ନେଉଥିଲେ ସୁମିତ୍ରା ମହାଜନ

ନୂଆଦିଲ୍ଲୀ,୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଶିଳ୍ପପତି ରାହୁଳ ବଜାଜ୍‌ଙ୍କର ଟିପ୍ପଣୀ ପରେ ଏବେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ମନ୍ତବ୍ୟ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡ଼ିଆରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।…

ନେତାମାନଙ୍କୁ ବାଟକୁ ଆଣିବା ପାଇଁ ଆବଦ୍ଧାବସ୍ଥାରେ କଶ୍ମୀର ହାଜତରେ: ଚାପୁଡ଼ା, ଗୋଇଠା ଓ ମୂଷା

ଶ୍ରୀନଗର,୩ା୧୨: ଜମ୍ମୁ ଓ କଶ୍ମୀର ସ୍ବାୟତ୍ତତା ହରାଇବାର ଦୁଇ ସପ୍ତାହ ପରେ ରାଜଧାନୀ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଆସୁଥିବା ୧୫୦ ବର୍ଷ ପୁରୁଣା ଷାଣ୍ମାସିକ ପରମ୍ପରାର ଉଚ୍ଛେଦ ହେଲା। ଏଠିସେଠି ଥିବା ସଂଘବାଦୀ କଶ୍ମୀରୀ ରାଜନେତାଙ୍କୁ ଶ୍ରୀନଗରର ସେଣ୍ଟାଉର ଲେକ୍‌ ଭ୍ୟୁ ହୋଟେଲରେ…

ଇ-ସିଗାରେଟ ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୩ା୧୨(ଆଇଏଏନ୍‌ଏସ୍‌): ଇଲେକ୍ଟ୍ରୋନିକ୍‌ ସିଗାରେଟ (ଇ-ସିଗାରେଟ) ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଯାଇଛି। ପୂର୍ବରୁ ଏହା ଲୋକ ସଭାରେ ଗୃହୀତ ହୋଇଥିବାବେଳେ ସୋମବାର ରାଜ୍ୟ ସଭାର ଅନୁମୋଦନ ଲାଭ କରିଛି। ଏହା ଆଇନରେ ପରିଣତ ହେଲେ ସେପ୍ଟେମ୍ବରରୁ ଲାଗୁ…

ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର: ଏସ୍‌ସି/ଏସ୍‌ଟିଙ୍କ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗ ପ୍ରଯୁଜ୍ୟ ନୁହେଁ

ନୂଆଦିଲ୍ଲୀ,୩ା୧୨: ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧାରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍‌ ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ ରାୟ ଦେଇଥିଲେ। ଉକ୍ତ ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ…

ପ୍ରିୟଙ୍କାଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୩ା୧୨(ପି.ଟି.): ଗାନ୍ଧୀ ପରିବାରର ସୁରକ୍ଷା ବ୍ୟବସ୍ଥାରୁ ଏସ୍‌ପିଜି ହଟାଯିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋଧି ଇଷ୍ଟେଟ ବାସଭବନରେ ଗତ ସପ୍ତାହରେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖାଯାଇଥିଲା। ଗତ ୨୫ ତାରିଖରେ ଜଣେ ଅଜଣା ବ୍ୟକ୍ତିଙ୍କ କାର୍‌ ତାଙ୍କ…

୨୦୨୪ ସୁଦ୍ଧା ସାରା ଦେଶରେ ଏନ୍‌ଆର୍‌ସି: ସବୁ ଅନୁପ୍ରବେଶକାରୀ ବିଦାହେବେ

ରାଞ୍ଚି,୩ା୧୨(ପି.ଟି.): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) କାର୍ଯ୍ୟକାରୀ ହେବାର ସମୟସୀମା ୨୦୨୪। ଏହି ସମୟ ମଧ୍ୟରେ ଦେଶରୁ ସମସ୍ତ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇ ବିଦା କରାଯିବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ସୋମବାର କହିଛନ୍ତି।…

ମହିଳା ଡାକ୍ତର ବଳାତ୍କାର ହତ୍ୟା ପ୍ରସଙ୍ଗକୁ ନେଇ ସଂସଦରେ ଝଡ଼: ଅପରାଧୀଙ୍କୁ ପିଟି ମାରିଦେବାକୁ ଦାବି

ନୂଆଦିଲ୍ଲୀ,୩ା୧୨(ପି.ଟି.): ହାଇଦ୍ରାବାଦରେ ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପ୍ରସଙ୍ଗକୁ ନେଇ ସୋମବାର ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ, ସର୍ବସାଧାରଣରେ ପିଟି ମାରିଦିଆଯାଉ ବୋଲି ରାଜ୍ୟ ସଭାରେ ବିଭିନ୍ନ ଦଳର…

୨ ସାଧାରଣ ନାଗରିକଙ୍କୁ ହତ୍ୟା କଲେ ମାଓବାଦୀ

ନାଗପୁର,୨।୧୨: ମହାରାଷ୍ଟ୍ର ଗଡଚିରୋଲି ଗଁାରେ ମାଓବାଦୀ ପୁଣି ଥରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଗଡଚିରୋଲିର ପୁରାସ୍ଲାଗୋନ୍ଧି ଗଁ।ରେ ୨ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି। ସୋମବାର ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ମୃତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri