ଜାତୀୟ

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ। କିନ୍ତୁ ଏବେ ଏହା କୁହାଯାଇପାରେ ଯେ ତାଙ୍କର ସମସ୍ତ ଜ୍ଞାନ ବ୍ୟର୍ଥ ଯାଇଛି କାରଣ…

୨୦୨୫ ପୂର୍ବର ସମ୍ପତ୍ତି ଓ୍ବକଫ୍‌ ବିଲ୍‌ରେ ହିଁ ରହିବ, ଜାଣନ୍ତୁ କେନ୍ଦ୍ର ସରକାର ଆଣୁଥିବା ନୂଆ ବିଲ୍‌ରେ କ’ଣ ରହିଛି…

ନୂଆଦିଲ୍ଲୀ,୧ା୪: ଲୋକ ସଭାରେ ଓ୍ବକଫ୍‌ ବିଲ୍‌ ସଂସଦର ଏହି ଅଧିବେଶନରେ ସରକାର ଓ୍ବକଫ୍‌ ସଂଶୋଧନ ଆଇନ ଆଗତ କରିବାକୁ ଯାଉଛନ୍ତି। ଭାଜପା ଏବଂ କଂଗ୍ରେସ ୨ ଏପ୍ରିଲ ୨୦୨୫ ଏବଂ ୩ ଏପ୍ରିଲ, ୨୦୨୫ ପାଇଁ ଲୋକ ସଭା ଏବଂ ରାଜ୍ୟସଭା…

ଭାରତୀୟଙ୍କ ପାଖରେ ଅଛି କେତେ ସୁନା? ଭାରତରେ କେତେ ବଡ଼ ଏହି ସୁନାର ଭଣ୍ଡାର

ନୂଆଦିଲ୍ଲୀ,୧।୪: ସମସ୍ତେ ସୁନାକୁ ଭଲ ପାଆନ୍ତି ଏବଂ ଏହାକୁ ସବୁବେଳେ ସବୁଠାରୁ ବିଶ୍ୱସ୍ତ ସମ୍ପତ୍ତି ଭାବରେ ବିବେଚନା କରାଯାଇଛି। ଯେକୌଣସି ଦେଶର ଆର୍ଥିକ ଅବସ୍ଥା ଏହାର ସୁନା ଭଣ୍ଡାର ଉପରେ ମଧ୍ୟ ର୍ନିଭର କରେ। ଅନେକ କାରଣରୁ କାଗଜ ମୁଦ୍ରାର ମୂଲ୍ୟ…

ଭାରତରେ ହେବ ଭୟଙ୍କର ଭୂକମ୍ପ? ଡରାଉଛି IIT ବୈଜ୍ଞାନିକଙ୍କ ଚେତାବନୀ

କାନପୁର,୧।୪: ଶୁକ୍ରବାର (ମାର୍ଚ୍ଚ ୨୮) ଅପରାହ୍ନରେ ମ୍ୟାନମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଯୋଗୁଁ ମ୍ୟାନମାରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କାରଣରୁ ଏପର୍ଯ୍ୟନ୍ତ ଦୁଇ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ…

ମୋହନ ସରକାରଙ୍କ ବଡ଼ ଘୋଷଣା, ରାଜ୍ୟରେ ୧୯ଟି ସହର ଓ ପଞ୍ଚାୟତରେ ମଦ ବନ୍ଦ

ନୂଆଦିଲ୍ଲୀ,୧।୪: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ବନ୍ଦ ହେବ ମଦ। ପ୍ରାରମ୍ଭିକ ଭାବେ ଏପ୍ରିଲ ୧ ଅର୍ଥାତ୍‌ ଆଜିଠାରୁ ୧୯ସହରରେ ମଦ ନିଷେଧ କରାଯାଇଛି। ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ଏହି ନିଷ୍ପତ୍ତି…

Moody’s Report: ବିଶ୍ୱରେ ମୋଦିଙ୍କ ଜଲଓ୍ବା, G-20 ଦେଶମାନଙ୍କ ମଧ୍ୟରେ ଭାରତର ଅଭିବୃଦ୍ଧି ହାର ସବୁଠୁ ଦ୍ରୁତ

ନୂଆଦିଲ୍ଲୀ,୧।୪: ୨୦୨୪-୨୫ ବର୍ଷରେ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ପାଇବ, ଯାହା G-୨୦ର ବିକଶିତ ଏବଂ ଉଦୀୟମାନ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ହେବ ବୋଲି ରେଟିଂ ଏଜେନ୍ସି ମୁଡିଜ(Moody’s) ମଙ୍ଗଳବାର କହିଛି। RBI ଦ୍ୱାରା ଟିକସ ଛାଡ଼ ଏବଂ…

ସ୍ବାମୀଙ୍କ ସାମ୍ନାରେ ମହିଳାଙ୍କୁ ଗଣବଳାତ୍କାର: ବିରୋଧ କରିବାରୁ…

ନାଳନ୍ଦା,୧।୪: ବିହାରରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହିତ ଏକ ବାଇକରେ ଜଣେ ସମ୍ପର୍କୀୟଙ୍କ ଘରୁ ଫେରୁଥିଲେ। ବାଟରେ ଦୁଇଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିଲେ। ସମ୍ପୂର୍ଣ୍ଣ ମାମଲାଟି ନାଳନ୍ଦାର ଇସଲାମପୁର ଥାନା ଅଞ୍ଚଳର। ଏହି…

ଦିଲ୍ଲୀରେ ପାଳନ ହେବ ‘ଓଡ଼ିଶା ପର୍ବ’: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଭୁବନେଶ୍ୱର,୧।୪: ଉତ୍କଳ ଦିବସରେ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀରେ ଓଡ଼ିଶା ପର୍ବ ଧୂମଧାମରେ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉତ୍କଳ ଦିବସ ଅବସରରେ ଦିଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରି ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା…

ବାଣ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ସ୍ଲାବ୍ ଭୁଶୁଡ଼ି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୪: ମଙ୍ଗଳବାର ଗୁଜରାଟର ବନାସକାଣ୍ଠା ଜିଲାରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ପରେ ଅନେକ ବିସ୍ଫୋରଣ ହୋଇଥିଲା। ଏହି…

“ସମ୍ବେଦନଶୀଳତାର ଅଭାବ”, ଅବୈଧ ଭଙ୍ଗାରୁଜା ପାଇଁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୪: ଅବୈଧ ଭଙ୍ଗାରୁଜାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ଅବୈଧ ଭଙ୍ଗାରୁଜା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଉତ୍ତର ପ୍ରଦେଶ ସମେତ ସାରା ଦେଶରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ…

Video: ରାସ୍ତା ମଝିରେ ରିଲ୍ କରି ଟ୍ରାଫିକ୍ ରେ ବାଧା ସୃଷ୍ଟି କଲେ ସ୍ତ୍ରୀ, କନଷ୍ଟେବଳ ନିଲମ୍ବିତ

ଚଣ୍ଡିଗଡ଼, ୧ା୪: ରାସ୍ତା ମଝିରେ ରିଲ୍ କଲେ ସ୍ତ୍ରୀ, ସ୍ୱାମୀଙ୍କ ଉପରେ ହେଲା କାର୍ଯ୍ୟାନୁଷ୍ଠାନ। ଚଣ୍ଡିଗଡ ସହରସ୍ଥିତ ଏକ ଛକରେ ଥିବା ଜେବ୍ରା କ୍ରସିଂରେ ସ୍ତ୍ରୀ’ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚଣ୍ଡିଗଡ଼ ପୋଲିସ ଜଣେ…

ଭାରତକୁ ନୂଆ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ, କୃଷି ଉତ୍ପାଦନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଧମକ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ସାରା ବିଶ୍ୱରେ ଏକ ଶୁଳ୍କ ଯୁଦ୍ଧ ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ଚାଇନା, କାନାଡା ଏବଂ ଭାରତ ସମେତ ଅନେକ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri