ଜାତୀୟ

ରାଷ୍ଟ୍ରପତିଙ୍କ ବଙ୍କେଟ ହଲ୍‌କୁ ସୋନିଆଙ୍କୁ କରାଗଲାନି ଆମନ୍ତ୍ରଣ

ନୂଆଦିଲ୍ଲୀ,୨୫।୨: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ତାଙ୍କ ଗସ୍ତର ଶେଷ ଦିନ। ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଡିନରର…

ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଟ୍ରମ୍ପ୍‌ ସ୍ତ୍ରୀ ମେଲାନିଆଙ୍କ ସହିତ ମହାତ୍ମାଙ୍କ ସମାଧିସ୍ଥଳରେ ପହଞ୍ଚି ଏଭଳି କରିଛନ୍ତି। ଟ୍ରମ୍ପ୍‌ ରାଜଘାଟରେ ଥିବା ଭିଜିଟର୍ସ ବୁକ୍‌ରେ ଦସ୍ତଖତ…

କରୋନା ଯୋଗୁ ପୁଣି ବଢ଼ିଲା ସୁନା ଦାମ: ଟପିଲା ୪୩ ହଜାର

ନୂଆଦିଲ୍ଲୀ,୨୫।୨: ଚାଇନାରେ ଦେଖାଦେଇଥିବା କରୋନା ଆତଙ୍କ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଏବେ ସୁନା ଦାମ ୧୦ ଗ୍ରାମ୍‌ ପିଛା ୪୩ ହଜାର ୫୯୩ ଟଙ୍କାରେ ପହଞ୍ଚିଛି। ଗତ ସପ୍ତାହରେ ସୁନା ଦାମ ୪୧ ହଜାର ୭୯୮…

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପଙ୍କର ଭାରତ ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳେ ରାଷ୍ଟ୍ରପତି ଭବନ ପହଞ୍ଚିଛନ୍ତି। ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ…

ଉନ୍ନାଓ ବଳାତ୍କାର ମାମଲାର ଦୋଷୀ କୁଲଦୀପଙ୍କ ସରିଲା ବିଧାନସଭା ସଦସ୍ୟତା

ଲକ୍ଷ୍ନୌ,୨୫।୨: ଉତ୍ତରପ୍ରଦେଶର ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଦୋଷୀ ଭାଜପା ବିଧାୟକ କୁଲଦୀପ ସିଂହ ସେନ୍‌ଗାରଙ୍କ ବିଧାନସଭା ସଦସ୍ୟତା ଶେଷ ହୋଇଛି। ଏହାପରେ ସେ ଆଉ ବିଧାୟକ ହୋଇ ରହିବେ ନାହିଁ। ଏନେଇ ବିଧାନସଭାର ମୁଖ୍ୟ ସଚିବ ପ୍ରଦୀପ କୁମାର ଦୁବେ…

ସୁସ୍ଥ ସନ୍ତାନ ପ୍ରସବ ପରେ ସ୍ବାଇନ୍‌ ଫ୍ଲୁ ରୋଗୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୫।୨: ତେଲେଙ୍ଗାନା କରିମନଗର ଜିଲା ଜମିକୁନ୍ତା ମଣ୍ଡଳ ଅଞ୍ଚଳର ଶେହନାଜ ନାମକ ଜଣେ ଗର୍ଭବତୀ ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ। ଚିକିତ୍ସିତ ଅବସ୍ଥାରେ ସୋମବାର ହସ୍ପିଟାଲରେ ଏକ ସୁସ୍ଥ ସନ୍ତାନ ପ୍ରସବ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।…

ଜଳୁଛି ଦିଲ୍ଲୀ: ମେଟ୍ରୋ ଷ୍ଟେଶନ, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜଳୁଛି ଦିଲ୍ଲୀ। ବିଭିନ୍ନ ସ୍ଥାନରେ ଉପୁଜିଥିବା ହିଂସାରେ ଏବେ ପର୍ଯ୍ୟନ୍ତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଶତାଧିକ ଆହତ ମଧ୍ୟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେତେକ ଅଞ୍ଚଳରେ ସ୍କୁଲ ବନ୍ଦ…

‘ନମସ୍ତେ ଟ୍ରମ୍ପ୍‌’

ଅହମଦାବାଦ,୨୫ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଦକ୍ଷିଣ ଏସିଆରେ ଶାନ୍ତି ପ୍ରସାରରେ ନୂଆଦିଲ୍ଲୀ ନେତୃତ୍ୱ ନେବାକୁ ପରାମର୍ଶ ଦେଇଛନ୍ତି। ପାକିସ୍ତାନ ସମେତ ପଡୋଶୀ ଦେଶଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ଭାରତ ଏହି…

ଭାରତ ପ୍ରତି ଆମେରିକା କୃତଜ୍ଞ: ଟ୍ରମ୍ପ୍‌

ଅହମଦାବାଦ,୨୫ା୨(ପି.ଟି.): ଇସ୍‌ଲାମିକ୍‌ ଆତଙ୍କବାଦରୁ ଦେଶବାସୀଙ୍କୁ ସୁରକ୍ଷା ଦେବା ଲାଗି ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ। ଦୁଇଦେଶ ମିଳିତ ଭାବେ ଇସ୍‌ଲାମିକ୍‌ ଆତଙ୍କବାଦର ମୁକାବିଲା କରିବେ ବୋଲି ସୋମବାର ଗୁଜରାଟ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ସିଏଏକୁ ନେଇ ବିକ୍ଷୋଭକାରୀଙ୍କ ଉନ୍ମତ୍ତକାଣ୍ଡ

ନୂଆଦିଲ୍ଲୀ,୨୪।୨: ଦିଲ୍ଲୀର ମୌଜପୁର ଓ ଜାଫରାବାଦ ଅଞ୍ଚଳରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ସୋମବାର ଉତ୍ତେଜନା ଦେଖାଦେଇଛି। ଦୁଇ ଗୋଷ୍ଠୀ ପରଷ୍ପର ମଧ୍ୟରେ ପଥରମାଡ଼ କରିବା ସହ କେତେକ ଗାଡିରେ ନିଆଁ ଲଗାଇଦେଇଥିବା ଦେଖିବାକୁ…

ଆଗ୍ରାରେ ପହଞ୍ଚିଲେ ଟ୍ରମ୍ପ: ୨୧ ସ୍ଥାନରେ ୩ହଜାର କଳାକାର କରିବେ ସ୍ବାଗତ

ଆଗ୍ରା,୨୪।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ସାରି ଟ୍ରମ୍ପ ପରିବାର ସହ ଉତ୍ତରପ୍ରଦେଶ ଆଗ୍ରାକୁ ଗସ୍ତ କରିଛନ୍ତି। ଆଗ୍ରାରେ ପହଞ୍ଚିବା ପରେ ଟ୍ରମ୍ପ…

ଇଭାଙ୍କାଙ୍କ ସହ ସେଲ୍‌ଫି ନେଲେ ପ୍ରଶଂସକ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ଏମାନେ ଗୁଜରାଟରେ ପହଞ୍ଚିବା ପରେ ସେଠାରୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅହମଦାବାଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?