ଜାତୀୟ

ପୂର୍ବତନ ଏମ୍‌ପି କମଲ ସିଂଙ୍କ ପରଲୋକ

ବକ୍ସର,୫।୧: ଜୀବିତ ଥିବା ଦେଶର ପ୍ରଥମ ଏମ୍‌ପି ତଥା ବିହାର ଦୁମରାନ ରାଜର ଶେଷ ମହାରାଜା କମଲ ବାହାଦୂର ସିଂଙ୍କର ରବିବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କ ପୁଅ ଚନ୍ଦ୍ରବିଜୟ ସିଂ କହିଛନ୍ତି,…

କଂଗ୍ରେସ, କେଜରିଓ୍ବାଲଙ୍କ ଉପରେ ବର୍ଷିଲେ ଶାହା

ନୂଆଦିଲ୍ଲୀ,୫।୧: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସୃଷ୍ଟି ହୋଇଥିବା ହିଂସା ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦାୟୀ। ଏଭଳି ମତ ରଖିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ରବିବାର ନୂଆଦିଲ୍ଲୀଠାରେ…

ଆରମ୍ଭ ହେଲା ଭାଜପାର ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’

ନୂଆଦିଲ୍ଲୀ,୫।୧: ଆଗକୁ ଅଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ଦେଖି ସବୁଦଳ ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଦିଲ୍ଲୀରେ ଆୟୋଜିତ ‘ବୁଥ୍‌ କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗ ଦେଇଛନ୍ତି। ସେ…

ସିଏଏକୁ ନେଇ ଭାଜପାର ଡୋର୍‌-ଟୁ-ଡୋର୍‌ କ୍ୟାମ୍ପେନ: ୩ କୋଟି ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସବୁଠାରୁ ବଡ ଜନ ସଚେତନତା ଅଭିଯାନ ରବିବାରଠାରୁ ଆରମ୍ଭ କରିଛି। ଲୋକମାନଙ୍କ ମଧ୍ୟରେ ଏହି ଆଇନକୁ ନେଇ ସଚେତନତା ସୃଷ୍ଟି କରିବା ଏହାର ପ୍ରଥମ ଲକ୍ଷ୍ୟ। ଏହି ଅଭିଯାନ ଜାନୁୟାରୀ ୧୫ରେ…

ମୁରଲୀ ମନୋହର ଯୋଶୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀଙ୍କ ୮୬ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଟୁଇଟ୍‌ କରି ମୋଦି…

ଭାଜପାକୁ ଗାଦିଚ୍ୟୁତ କରିବାକୁ ସବୁ ଦଳ ଏକାଠି ହୁଅନ୍ତୁ: ରଘୁବଂଶ ପ୍ରସାଦ

ପାଟନା,୫।୧: ବିହାରରେ ଚଳିତବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଛାଡ଼ଖଣ୍ଡ ଭଳି ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗାଦିଚ୍ୟୁତ କରିବାକୁ ଏବେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ତା’ର ପୂରୁଣା ସହଯୋଗୀଙ୍କ…

କୋଟା ହସ୍ପିଟାଲକୁ ପଛରେ ପକାଇଲା ପିବିଏମ୍‌: ଆଇସିୟୁରେ ୧୬୨ ଶିଶୁଙ୍କ ମୃତ୍ୟୁ

ବିକାନେର,୫।୧: ରାଜସ୍ଥାନରେ ଶିଶୁ ମୃତ୍ୟୁ ଘଟଣା ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ବିକାନେରର ପିବିଏମ୍‌ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି। କାରଣ କୋଟାର ଜେକେ ଲୋନ ହସ୍ପିଟାଲକୁ ଏବେ ପଛରେ ପକାଇ ଦେଇଛି ବିକାନେରର ପିବିଏମ୍‌…

ଉଦ୍ଧବ ସରକାରଙ୍କ ମନ୍ତ୍ରିମଣ୍ଡଳର ହେଲା ବିଭାଗ ବଣ୍ଟନ

ମୁମ୍ବାଇ,୫।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗତ ଡିସେମ୍ବର ୩୦ରେ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇ ଏହାର ଏକ ତାଲିକା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ରବିବାର ସକାଳେ ରାଜ୍ୟପାଳ ଭଗତ ସିଂହ…

ଭାଜପା ନେତାଙ୍କ ନାଁରେ ମାମଲା ରୁଜୁ

ଇନ୍ଦୋର,୫।୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟଙ୍କ ସମେତ ୩୫୦ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୟୋଗୀତାଗଞ୍ଜ ପୋଲିସ ଷ୍ଟେଶନରେ ଏମାନଙ୍କ ନାଁରେ ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଡିଭିଜନାଲ କମିଶନର ଆକାଶ…

ବିଳମ୍ବରେ ଚାଲୁଛି ୨୬ ଟ୍ରେନ୍‌

ନୂଆଦିଲ୍ଲୀ,୫।୧: ଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ପାରଦ ମାଇନସ୍‌ ଡିଗ୍ରୀରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛି। ରବିବାର ନର୍ଥ ରେଲଓ୍ବେର ପ୍ରାୟ ୨୬…

କୋଟାରେ ଶିଶୁ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୧୦

ଜୟପୁର,୫।୧: ରାଜସ୍ଥାନର କୋଟାରେ ଥିବା ଜେକେ ଲୋନ ହସ୍ପିଟାଲରେ ରବିବାର ସକାଳ ସୁଦ୍ଧା ଶିଶୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଛି। ଶନିବାର ଏହି ଘଟଣାର ଯାଞ୍ଚ ପାଇଁ ଏକ କେନ୍ଦ୍ରୀୟ ଟିମ୍‌ କୋଟା ହସ୍ପିଟାଲରେ ପହଞ୍ଚିଥିବା ବେଳେ ପୁଣିଥରେ ରବିବାର ଶିଶୁ…

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଏନ୍‌ସିପିକୁ ମିଳିଲା ଅର୍ଥ ଓ ଗୃହ

ମୁମ୍ବାଇ,୫।୧ପି.ଟି.): ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି। ଏହି ତାଲିକା ଶନିବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ନିକଟକୁ ପଠାଯାଇଥିବା ଏନ୍‌ସିପି ନେତା ତଥା ମନ୍ତ୍ରୀ ଜୟନ୍ତ ପାଟିଲ ପ୍ରକାଶ କରିଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧଭାବେ ଘୋଷଣା କରାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri