ଜାତୀୟ

ପୁଣି ଟ୍ରେନ୍‌ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ

ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା ମଙ୍ଗଳବାର ସାମ୍‌ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ର ଦୁଇଟି ବଗି ଅଲଗା ହୋଇଯାଇଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ…

ଭବ୍ୟ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ ରାମ ଦରବାର

ଅଯୋଧ୍ୟା,୮।୪: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ପ୍ରାୟ ଦେଢ଼ ବର୍ଷ ପରେ ଏବେ ଆଉ ଏକ ପ୍ରାଣ ପ୍ରତିଷ୍ଠ ହେବାକୁ ଯାଉଛି। ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ବିଶାଳ ଦରବାର ମଧ୍ୟ ନିର୍ମିତ ହୋଇଛି।…

ପୁରୁଣା ସିମ୍ କାର୍ଡ ବଦଳାଇବେ କେନ୍ଦ୍ର ସରକାର, ଚାଇନା ଚିପସେଟ୍ ପାଲଟିଛି ଚିନ୍ତାର କାରଣ

ନୂଆଦିଲ୍ଲୀ,୮।୪: ଦେଶର ସର୍ବୋଚ୍ଚ ସାଇବର ସିକ୍ୟୁରିଟି ଏଜେନ୍ସିର ଅନୁସନ୍ଧାନ ପରେ ଚାଇନା ଚିପସେଟର ନମୁନା ମିଳିବାରୁ ଭାରତ ପୁରୁଣା ମୋବାଇଲ୍ ଫୋନ୍ ସିମ୍ ବଦଳାଇବାକୁ ଏକ ପ୍ରସ୍ତାବ ଉପରେ ବିଚାର କରୁଥିବା ଦୁଇଜଣ ଅଧିକାରୀ କହିଛନ୍ତି। ଜାତୀୟ ସାଇବର ସୁରକ୍ଷା ସଂଯୋଜକ…

ୟୁପିରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ୭ ଦିନ ଧରି ଗଣବଳାତ୍କାର

ବାରାଣସୀ,୮ା୪: ଉତ୍ତରପ୍ରଦେଶ ବାରାଣସୀରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୨୩ଜଣ ଯୁବକ ୭ଦିନ ଧରି ଗଣବଳାତ୍କାର କରିଛନ୍ତି। ପୀଡ଼ିତା ଛାତ୍ରୀ ଗତ ୪ତାରିଖରେ ଘରକୁ ଫେରି ମା’ଙ୍କ ନିକଟରେ ସମସ୍ତ କଥା କହିବା ପରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।…

ଉପମୁଖ୍ୟମନ୍ତ୍ରୀଙ୍କ କନଭଏ ପାଇଁ JEE ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୨୦ ଛାତ୍ରଛାତ୍ରୀ

ବିଶାଖାପାଟନା,୮।୪: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ସୋମବାର ସକାଳେ ୨୦ ଜଣ ଛାତ୍ର ମିଳିତ ପ୍ରବେଶିକା ପରୀକ୍ଷା (ମେନ୍)ରୁ ବଞ୍ଚିତ ହେବା ପରେ ବିଶାଖାପାଟଣାରେ ଏହି ବିବାଦ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ…

ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: କହିଲେ, ‘ଅବୈଧ-ସ୍ୱେଚ୍ଛାଚାରୀ’

ନୂଆଦିଲ୍ଲୀ,୮।୪: ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାରଙ୍କ ପାଇଁ ଏକ ବଡ଼ ବିଜୟରେ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ରାଜ୍ୟପାଳ ଆରଏନ ରବିଙ୍କ ଦ୍ୱାରା ୧୦ଟି ପ୍ରମୁଖ ବିଲ୍ ପାଇଁ ଅନୁମୋଦନ ସ୍ଥଗିତ ରଖିବାର ନିଷ୍ପତ୍ତି “ଅବୈଧ” ଏବଂ “ସ୍ୱେଚ୍ଛାଚାରୀ”। କୋର୍ଟ…

ସୀମାରେ ରହିବ ଇଲେକ୍ଟ୍ରୋନିକ ସର୍ଭିଲାନ୍ସ ସିଷ୍ଟମ, ଶାହା କହିଲେ ସବୁ ଉଦ୍ୟମ ହେବ ପଣ୍ଡ

ଜମ୍ମୁ,୮।୪: ଜମ୍ମୁ-କଶ୍ମୀରର ତିନି ଦିନିଆ ଗସ୍ତର ଦ୍ୱିତୀୟ ଦିନରେ, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଠୁଆର ସୀମାନ୍ତ ପୋଷ୍ଟ ‘ବିନୟ’ ପରିଦର୍ଶନ କରିଥିଲେ। ଏହି ସମୟରେ ଅମିତ ଶାହା ସୀମାରେ ନିୟୋଜିତ ସୀମା ସୁରକ୍ଷା ବାହିନୀ କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା…

ମା’ ହେବାକୁ ଯାଉଛନ୍ତି ସ୍ବାମୀ ହତ୍ୟାକାରୀ ମୁସ୍କାନ: ଗର୍ଭସ୍ଥ ଶିଶୁଙ୍କ ପିତା କିଏ? ଉଠୁଛି ପ୍ରଶ୍ନ

ନୂଆଦିଲ୍ଲୀ,୮।୪: ମିରଟର ସୌରଭ ହତ୍ୟା ମାମଲାର ଅଭିଯୁକ୍ତ ମୁସ୍କାନ ରସ୍ତୋଗୀ ମା’ ହେବାକୁ ଯାଉଛନ୍ତି। ତାଙ୍କ ଗର୍ଭଧାରଣ ଟେଷ୍ଟ ପଜିଟିଭ ବାହାରିଛି। ମୁସ୍କାନ ଜେଲରେ ଅନେକ ଥର ବାନ୍ତି କରିବାରୁ ଜେଲ ପ୍ରଶାସନ ତାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ରିପୋର୍ଟ ଆସିବା…

ଇଣ୍ଡିଗୋ ବିମାନକୁ ବୋମୋରେ ଉଡାଇ ଦେବାକୁ ଧମକ, ବାଥରୁମରୁ ମିଳିଥିବା ଚିଠିକୁ ନେଇ…

ନୂଆଦିଲ୍ଲୀ,୮।୪: ସୋମବାର ରାତିରେ ଜୟପୁରରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଏକ ଧମକପୂର୍ଣ୍ଣ ଚିଠି ମିଳିବା ପରେ ମୁମ୍ବାଇ ବିମାନବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ରାତି ୮ଟା ୪୩ରେ ମୁମ୍ବାଇ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ…

ନାଇଟ ଡ୍ୟୁଟିରେ କେବଳ ୨ ଲ୍ୟାଣ୍ଡିଂ, ସପ୍ତାହକୁ ୪୮ ଘଣ୍ଟା ବିଶ୍ରାମ, ପାଇଲଟଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ,୮।୪: ଭାରତୀୟ ପାଇଲଟମାନଙ୍କର ଛଅ ବର୍ଷର ଲମ୍ବା ଆଇନଗତ ଏବଂ ନୈତିକ ଲଢ଼େଇ ଶେଷରେ ଫଳପ୍ରଦ ହୋଇଛି। ଏକ ଐତିହାସିକ ରାୟରେ, ଦିଲ୍ଲୀ ହାଇକୋର୍ଟ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ୧ ଜୁଲାଇ, ୨୦୨୫ ଠାରୁ ନୂତନ ଡ୍ୟୁଟି ଏବଂ…

ଟାରିଫ ଓ୍ବାର ଭିତରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ପ୍ରାୟ ୫୦ଟି ଦେଶ ଉପରେ ଶୁଳ୍କ ଘୋଷଣା କରିବାର କିଛି ଦିନ ପରେ, ଏପ୍ରିଲ ୭, ସୋମବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ…

ଭାଜପା ନେତାଙ୍କ ଘର ବାହାରେ ଫୁଟିଲା ବୋମା

ଜଳନ୍ଧର,୮।୪: ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ ହୋଇଛ। ବିସ୍ଫୋରଣର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଫୋରେନସିକ ଦଳ ସେହି ସ୍ଥାନରେ ପହଞ୍ଚିଛ। ପୂର୍ବତନ ମନ୍ତ୍ରୀ ମନେରଞ୍ଜନ କାଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri