ଜାତୀୟ

ମୋଦିଙ୍କ ସହ ଛାଇ ଭଳି ଥିବା ମହିଳା ଜଣକ କିଏ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ତାମିଲନାଡୁରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜିନପିଙ୍ଗ ମଧ୍ୟରେ ହେବାକୁ ଥିବା ଅନୌପଚାରିକ ବୈଠକରେ ଯୋଗ ଦେବା ପୂର୍ବରୁ ମୋଦିଙ୍କ...

ମାତା-ପିତା ଉଭୟଙ୍କର ସ୍ନେହ ସନ୍ତାନ ପାଇଁ ଗୁରୁତ୍ୱପୂର୍ଣ୍ଣ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୨।୧୦: ମାତା-ପିତାଙ୍କ ସ୍ନେହ ସନ୍ତାନଙ୍କ ପାଇଁ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ। ଏଥିରେ ମାତା-ପିତାଙ୍କ ଲାଗି ପ୍ରତିବନ୍ଧକ ସୃଷ୍ଟି ହୋଇପାରିବ ନାହିଁ ବୋଲି ଶନିବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ବିଚାରପତି ଦୀପକ ଗୁପ୍ତା ଏକ ମାମଲାର ବିଚାର କରି ଏଭଳି ରାୟ...

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ

ଜମ୍ମୁ,୧୨।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ହରି ସିଂ ହାଇ ଷ୍ଟ୍ରିଟରେ ଶନିବାର ସକାଳେ ଆତଙ୍କବାଦୀଙ୍କ ଦ୍ୱାରା ଗ୍ରେନେଡ୍‌ ଆକ୍ରମଣ ହୋଇଛି। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଥିରେ ପ୍ରାୟ ୭ ଜଣ...

ସିମି ଆତଙ୍କବାଦୀ କେମିକାଲ୍‌ ଅଲ୍ଲୀ ଗିରଫ

ରାୟପୁର,୧୨।୧୦: ଜଣେ ସିମି ଆତଙ୍କବାଦୀଙ୍କୁ ରାୟପୁର ପୋଲିସ ଗିରଫ କରିଛି। ସେ ୬ ବର୍ଷ ଧରି ଫେରାର ଥିବା ପୋଲିସ କହିଛି। ୨୦୧୩ରେ ବୋଧଗୟା ଏବଂ ପାଟନାରେ ହୋଇଥିବା ସିରିଜ୍‌ ବିସ୍ଫୋରଣ ସିମି ସଦସ୍ୟଙ୍କ ଦ୍ୱାରା କରାଯାଇଥିଲା। ପୋଲିସ ଏହି...

ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳାଙ୍କୁ ସମ୍ମାନ ଜଣାଇଲା ଡୁଡୁଲ୍‌

ଆଜି ଭାରତର ପ୍ରଥମ ଗ୍ରାଜୁଏଟ୍‌ ମହିଳା କାମିନୀ ରାୟଙ୍କ ୧୫୫ତମ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନ ଜଣାଇ ଗୁଗୁଲଡୁଡୁଲ କରାଯାଇଛି। କାମିନୀ ରାୟ ଏକାସଙ୍ଗରେ ଜଣେ କବି, ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ଥିଲେ। ୧୮୬୪ ଅକ୍ଟୋବର ୧୨ ତାରିଖରେ...

କଶ୍ମୀର ପ୍ରସଙ୍ଗରେ ଗୋଟିଏ ଶବ୍ଦ ବି କହିଲେନି ଜିନପିଙ୍ଗ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ ଜିନପିଙ୍ଗ କଶ୍ମୀର ପ୍ରସଙ୍ଗକୁ ନେଇ ଗୋଟିଏ ଶବ୍ଦ ବି କହି ନାହାଁନ୍ତି। ଆତଙ୍କବାଦକୁ ନେଇ କିନ୍ତୁ ବିସ୍ତାର ଭାବେ ଆଲୋଚନା ହୋଇଛି।...

ଅଧରାତିରେ ମନ୍ଦିର କବାଟ ଖୋଲି ବିବାହ କଲେ ପ୍ରଶାସନିକ ଅଧିକାରୀ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶର କୁଶିନଗରରେ ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରରେ ବିବାହ କରିଥିବା ଜଣାପଡ଼ିଛି। ମନ୍ଦିର ରାତିରେ ବନ୍ଦ ଥିବା ବେଳେ ନିୟମ ଭାଙ୍ଗି ବିବାହ ହୋଇଥିବାରୁ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ...

କଂଗ୍ରେସରେ ଯୋଗ ଦେଲେ ଅଳକା

ନୂଆଦିଲ୍ଲୀ,୧୨।୧୦: ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଆମ ଆଦମୀ ପାର୍ଟି(ଏଏପି) ଛାଡିଥିବା ଚାନ୍ଦନୀ ଚୌକର ବିଧାୟିକା ଅଳକା ଲାମ୍ବା ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପିସି ଚାକୋଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଶୁକ୍ରବାର...

ଜିନପିଙ୍ଗଙ୍କ ସୁରକ୍ଷା ପାଇଁ ୧୦ ଦିନ ଆଗରୁ ଉଠାଯାଉଥିଲା ଫଟୋ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମୋଦିଙ୍କ ସହ ତାଙ୍କର ଏହି ଅନୌପଚାରିକ ସାକ୍ଷାତ୍‌କାରକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ରାଷ୍ଟ୍ରପତି ରହୁଥିବା ହୋଟେଲରୁ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରତି...

ଘାଘରା ନଦୀରେ ଡଙ୍ଗା ବୁଡ଼ି ଘଟଣା: ୪ମହିଳା ନିଖୋଜ

ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ସନ୍ଥକବୀରନଗର ଜିଲାରେ ଥିବା ଘାଘରା ନଦୀର ରାମବାଗ ଘାଟରେ ଶନିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟିପଡ଼ିବାରୁ ସେଥିରେ ଥିବା ୪ମହିଳାଙ୍କ ସମେତ ୧୮ଜଣ ବ୍ୟକ୍ତି ବୁଡିଯାଇଥିଲେ। ଖବରପାଇ ଘଟଣାସ୍ଥଳରେ ଏସ୍‌ଡିଏମ୍‌,...

ଉପହାର କୂଟନୀତି: ଜିନ୍‌ପିଙ୍ଗ୍‌ଙ୍କ ଫଟୋ ଥିବା ସିଲ୍କ କପଡ଼ା ଦେଲେ ମୋଦି

ମାମଲ୍ଲାପୁରମ୍‌,୧୨।୧୦: ଭାରତ-ଚାଇନା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପହାର କୂଟନୀତିର ସାହାରା ନେଇଛନ୍ତି। ସେ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ତାଙ୍କର ଫଟୋଥିବା ଏକ ସିଲ୍କ କପଡ଼ା ଉପହାର ଦେଇଛନ୍ତି। ଦୁଇ ନେତା ସ୍ଥାନୀୟ...

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି ଓ୍ବାଇଏସ୍‌ଆର୍‌ସିପି ସରକାର ଜନ ବିରୋଧୀ ନୀତି ଲାଗୁ କରୁଛି। ଏହାସହ ସରକାର ବିରୋଧୀଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri