ଜାତୀୟ

କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ…

ସଞ୍ଜୟ ଗାନ୍ଧୀଙ୍କ ୭୩ ତମ ଜୟନ୍ତୀ: ବିଜ୍ଞାପନରୁ ମାନେକା ଗାନ୍ଧୀଙ୍କୁ ଭଲ ପାଇ ବସିଥିଲେ

ନୂଆଦିଲ୍ଲୀ,୧୪।୧୨: ସଞ୍ଜୟ ଗାନ୍ଧୀଙ୍କ ୭୩ ତମ ଜୟନ୍ତୀ ଶନିବାର ପାଳିତ ହେଉଛି। ଏନେଇ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୧୪ରେ ସଞ୍ଜୟଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା। ସଞ୍ଜୟ-ମାନେକାଙ୍କ…

‘ଭାରତ ବଚାଓ’ ରାଲି ପାଇଁ ପ୍ରସ୍ତୁତ ରାମଲିଳା ମଇଦାନ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ‘ଭାରତ ବଚାଓ’ ରାଲି ପାଇଁ ନୂଆଦିଲ୍ଲୀର ରାମଲିଳା ମଇଦାନରେ ସମସ୍ତ ପ୍ରସ୍ତୁତି ସରିଛି। ସେଠାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଡ ବଡ…

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତି ପରିବାରରୁ ୧୧ଟଙ୍କା ମାଗିଲେ ଯୋଗୀ

ରାଞ୍ଚି,୧୪।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଏବେ ବିବାଦ ମଧ୍ୟକୁ ଚାଲିଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ପାଇଁ ଯାଇଥିବା ଯୋଗୀ ଆଦିତ୍ୟନାଥ ବାଗୋଦରରେ ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ ପ୍ରତି ପରିବାରଙ୍କଠାରୁ ରାମ ମନ୍ଦିର…

ସୋମବାର ଝାଡ଼ଖଣ୍ଡରେ ଚତୁର୍ଥ ପର୍ଯ୍ୟାୟ ମତଦାନ: ୧୫ ଆସନରେ ୨୨୧ ପ୍ରାର୍ଥୀ

ରାଞ୍ଚି, ୧୪।୧୨: ସୋମବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ୧୫ଟି ଆସନ ଲାଗି ମତଦାନ କରାଯିବ। ନିର୍ବାଚନ ମଇଦାନରେ ୨୧୧ ଜଣ ପ୍ରାର୍ଥୀଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୨୩…

ଥରିଲା ମହାରାଷ୍ଟ୍ର

ପାଲଘର,୧୪।୧୨: ମହାରାଷ୍ଟ୍ରରେ ଶନିବାର ସକାଳେ ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮ ସକାଳ ପ୍ରାୟ ୫ଟା ୨୨ରେ ଏହି ଭୂକମ୍ପ ହୋଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩ଟି ମୃଦୁ ଭୂକମ୍ପ…

କନ୍ୟାବର ବିବାହରେ ପିଆଜ ଏବଂ ରସୁଣ ମାଳ କଲେ ଅଦଳବଦଳ

ବାରାଣସୀ,୧୪।୧୨: ବିବାହରେ କନ୍ୟାବର ଫୁଲ ମାଳ ଅଦଳବଦଳ କରି ପରସ୍ପରକୁ ବରଣ କରିଥାନ୍ତି। ତେବେ ଉତ୍ତରପ୍ରଦେଶ ବାରାଣସୀରେ କନ୍ୟାବର ଜୟମାଳା ପରମ୍ପରା ସମୟରେ ପରସ୍ପରକୁ ପିଆଜ ଏବଂ ରସୁଣ ମାଳା ଅଦଳ ବଦଳ କରିଛନ୍ତି। ସେହିପରି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା…

ଦୁଇ ପରିବାରର ୯ ଜଣଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୪ା୧୨(ପି.ଟି.): ପରିସ୍ଥିତି ମଣିଷକୁ ପଶୁସମ କରିଦେଇଥାଏ। ବୁଦ୍ଧି ବିବେକ ଥାଇ ବି ମଣିଷ ପରିସ୍ଥିତିର ଦାସ ପାଲଟି ଭୁଲ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାଏ। ଦୁଇ ପରିବାରର ୯ଜଣ ଆତ୍ମହତ୍ୟା କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଏହା ସତ୍ୟ ପ୍ରମାଣିତ…

ସିଏଏ କାର୍ଯ୍ୟକାରୀ କରିବାକୁ ରାଜ୍ୟ ବାଧ୍ୟ

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ୨୦୧୯କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟଗୁଡ଼ିକ ବାଧ୍ୟ। ସମ୍ବିଧାନର ସପ୍ତମ ପରିଚ୍ଛେଦ ଅନୁସାରେ ଏହି ଆଇନ ଅଣାଯାଇଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କରିବା ଅଧିକାର କୌଣସି ରାଜ୍ୟ ସରକାରଙ୍କର ନାହିଁ ବୋଲି ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ସେହିପରି ରାଜ୍ୟ ସଭା ଅଧିବେଶନ ୧୦୭ ଘଣ୍ଟା ୧୧…

ଇସିଙ୍କୁ ଫେରାଦ ହେଲେ ଭାଜପା ମହିଳା ଏମ୍‌ପି

ନୂଆଦିଲ୍ଲୀ,୧୪ା୧୨(ପି.ଟି.): ବଳାତ୍କାରକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ମୃତି ଇରାନୀଙ୍କ ନେତୃତ୍ୱରେ ଭାଜପା ମହିଳା ଏମ୍‌ପିମାନେ ନିର୍ବାଚନ କମିଶନ (ଇସି)ଙ୍କୁ ଅନୁରୋଧ କରିଛନ୍ତି। ଭାଜପା ସଦସ୍ୟମାନେ ଇସିଙ୍କୁ ଭେଟି ନିର୍ବାଚନୀ…

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶତାଧିକ ବ୍ୟକ୍ତି(ଅଧିକାଂଶ ବିଶ୍ୱବିଦ୍ୟାଳୟ ଛାତ୍ର) ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri