ଚିଦାମ୍ବରମଙ୍କୁ ଗିରଫ କରିବାକୁ ଇଡିକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୧୫।୧୦: ଚିଦାମ୍ବରମଙ୍କୁ ଲାଗିଛି ଝଟକା। ଆଏନ୍ଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅନୁମତି ଦେଇଛନ୍ତି। ତାଙ୍କୁ ଗିରଫ କରି ୩୦ ମିନିଟ୍ ପଚରା ଉଚରା କରିବାକୁ...
୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ପିଏମ୍ସି ଜମାକାରୀଙ୍କ ହୃଦ୍ଘାତରେ ମୃତ୍ୟୁ
ମୁମ୍ବାଇ,୧୫।୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ(ପିଏମ୍ସି)ବ୍ୟାଙ୍କର ଆଉ ଜଣେ ଜମାକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ମୁଲୁଣ୍ଡ ଅଞ୍ଚଳରେ ରହୁଥିବା ୫୯ ବର୍ଷୀୟ ଫଟୋମଲ ପଞ୍ଜାବୀଙ୍କ ମଙ୍ଗଳବାର ହୃଦ୍ଘାତରେ ମୃତ୍ୟୁ ହୋଇଛି। ୨୪ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ମାମଲା...
୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର
ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ। ମଙ୍ଗଳବାର ଦିଲ୍ଲୀର ସିବିଆଇ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା...
ପୋଷ୍ଟପେଡ୍ ସେବା ଆରମ୍ଭର କିଛି ସମୟ ମଧ୍ୟରେ ସଂଯୋଗ ବିଚ୍ଛିନ୍ନ: ଅଗଷ୍ଟ, ସେପ୍ଟେମ୍ବରର ବିଲ୍ ମାଗୁଛି କମ୍ପାନୀ
ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଦୀର୍ଘ ଦିନର ଅପେକ୍ଷା ଅର୍ଥାତ୍ ୭୨ ଦିନ ପରେ ପୋଷ୍ଟପେଡ୍ ସେବା ଆରମ୍ଭ ହୋଇଛି। ସୋମବାରରୁ ଏହାର ଲାଭ ୪୦ ଲକ୍ଷ ପୋଷ୍ଟପେଡ ମୋବାଇଲ ଉପଭୋକ୍ତା ଉଠାଇପାରିବେ ବୋଲି ସରକାର କହିଥିଲେ। ହେଲେ ଆରମ୍ଭ ହେବାର କିଛି...
ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି
ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ ଏଠାକୁ ଆସେନାହିଁ, ଏହି ସ୍ଥାନ ମୋତେ ଆପେ ଆପେ ଟାଣି ନେଇ ଆସେ।...
ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ହେବ ସର୍ଜିକାଲ୍ ଷ୍ଟ୍ରାଇକ୍: ସୂଚନା ଦେଲେ ମୋଦି
କୁରୁକ୍ଷେତ୍ର,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦାଦରିରେ ଏକ ରାଲିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନକୁ ଯେଉଁ ନଦୀ ଜଳ ମିଳିବା କଥା ତାହା ଗତ ୭୦...
ହରିୟାଣାକୁ ନେଇ ଗର୍ବ କରେ: ମୋଦି
ଚରଖି ଦାଦରି,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ସେ କହିଛନ୍ତି ହରିୟାଣାକୁ ନେଇ ସେ ଗର୍ବ କରନ୍ତି। କାରଣ ନିକଟରେ ଭାରତ ଗସ୍ତ ସମୟରେ ଚାଇନା ରାଷ୍ଟ୍ରପତି ସି...
ସରକାରୀ ସ୍କୁଲରେ ମଦ୍ରାସାର ପ୍ରାର୍ଥନା କରାଇ ପ୍ରଧାନ ଶିକ୍ଷକ ନିଲମ୍ବିତ
ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶର ଏକ ସରକାରୀ ସ୍କୁଲରେ ପ୍ରଧାନ ଶିକ୍ଷକ ଜବରଦସ୍ତି ଛାତ୍ରୀଛାତ୍ରଙ୍କୁ ପ୍ରାର୍ଥନାରେ ସରସ୍ବତୀଙ୍କ ବନ୍ଦନା ବଦଳରେ ମଦ୍ରାସାର ପ୍ରାର୍ଥନା କରାଇଥିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପଲିଭିତ୍ରେ ଥିବା ସରକାରୀ...
ଟ୍ରେନ୍ ଉପରେ ମହାକାଶରୁ ରଖାଯିବ କଡ଼ା ନଜର: ୬ ହଜାର ଇଞ୍ଜିନ୍ରେ ଲଗା ସରିଛି ‘ଗଗନ ପ୍ରଣାଳୀ’
ନୂଆଦିଲ୍ଲୀ,୧୫।୧୦: ଆଉ ଗୋଟିଏ ବର୍ଷ ପରେ ୨୦୨୦ ସୁଦ୍ଧା ଟ୍ରେନ୍ ଉପରେ ମହାକାଶରୁ କଡ଼ା ନଜର ରଖାଯିବ। ଏନେଇ ସାଟେଲାଇଟ୍ ସହିତ ଟ୍ରେନ୍ ଲୋକୋମୋଟିଭ୍ ଇଞ୍ଜିନ୍ ମଧ୍ୟରେ ସଂଯୋଗ ସ୍ଥାପିତ କରାଯିବ। ଦେଶରେ ଥିବା ୧୨ ହଜାର ଲୋକୋମୋଟିଭ୍ ଇଞ୍ଜିନ୍...
ଗିରଫ ହେଲେ ଅବଦୁଲ୍ଲାଙ୍କ ଭଉଣୀ
ଜମ୍ମୁ,୧୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାକୁ ପ୍ରାୟ ୭୦ ଦିନ ପୂରି ଗଲାଣି। ଏହାପରେ ମଙ୍ଗଳବାର ଶ୍ରୀଗନରରେ ସିଲିଭ ସୋସାଇଟି ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଥିଲା। ଲାଲ ଚୌକ ନିକଟରେ କେତେଜଣ ମହିଳା ଅନୁଚ୍ଛେଦ ୩୭୦ର ଉଚ୍ଛେଦକୁ ବିରୋଧ...
ମନ୍ କି ବାତ୍ କାର୍ଯ୍ୟକ୍ରମ: ଦେଶବାସୀଙ୍କ ମତାମତ ଲୋଡ଼ିଲେ ମୋଦି
ନୂଆଦିଲ୍ଲୀ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଦିନ ଅଲ୍ ଇଣ୍ଡିଆ ରେଡ଼ିଓ ପକ୍ଷରୁ ପ୍ରସାରିତ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏନେଇ ସେ ଦେଶବାସୀଙ୍କଠାରୁ ମତାମତ ଲୋଡ଼ିଛନ୍ତି। ଏଥିପାଇଁ ନିଶୁଳ୍କ ନମ୍ବର ୧୮୦୦-୧୧-୭୮୦୦କୁ କଲ୍ କରି...
ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ କାଳି ମାଡ
ପାଟନା,୧୫।୧୦: ବିହାରର ରାଜଧାନୀ ପାଟନାରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କୁ ମଙ୍ଗଳବାର କାଳି ମାଡ଼ କରାଯାଇଛି। ପାଟନାର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଶ୍ୱିନୀ ଚୌବେ ଡେଙ୍ଗୁ ରୋଗୀଙ୍କୁ ଭେଟିବା ସହ ଓ୍ବାର୍ଡ ନୀରିକ୍ଷଣ...
Archives


