ଜାତୀୟ

ତାମିଲନାଡୁରେ ଆୟୋଜିତ ହେଲା ପ୍ରଥମ କ୍ୟାଟ ଶୋ’

କୋଏମ୍ବାଟୁର,୨୩।୧୨: କୋଏମ୍ବାଟୁରର କ୍ୟାଟେରୀ କ୍ଲବ ଦ୍ୱାରା ରବିବାର ତାମିଲନାଡୁର ପ୍ରଥମ କ୍ୟାଟ ଶୋ’ ବା ବିଲେଇ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଶୋ’ରେ ପ୍ରାୟ ୨୦ ପ୍ରଜାତିର ୧୫୦ଟି ବିଲେଇ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ ସିଆମିଜ, ମେ କୌନ, ପର୍ସିଆନ୍‌…

ଭାରତ-ପାକ୍‌ ସୀମାରେ ୪ ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ

ଜୟପୁର,୨୩।୧୨: ରାଜସ୍ଥାନ ଜୈସଲମେର ନିକଟ ଭାରତ-ପାକିସ୍ତାନ ସୀମାରେ ୪ଆଣ୍ଟି ଟ୍ୟାଙ୍କ ମାଇନ୍ସ ଜବତ ହୋଇଛି। ସୋମବାର ଲୋଙ୍ଗଓ୍ବୋଲ ସୀମାରେ ଓଏନ୍‌ଜିସି ତୈଳ ଓ ଗ୍ୟାସ ପଦାର୍ଥ ଖୋଜୁଥିବା ସମୟରେ ଏହି ଟ୍ୟାଙ୍କ ମାଇନ୍ସ ମିଳିଥିଲା। ସଙ୍ଗେସଙ୍ଗେ ଓଏନ୍‌ଜିସିର ଶ୍ରମିକ ତାକୁ ବାହାର…

ବର୍ଷକ ମଧ୍ୟରେ ଭାଜପା ହାତରୁ ଖସି ଯାଇପାରେ ପଞ୍ଚମ ରାଜ୍ୟ

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଗଣନା ସୋମବାର ସକାଳୁ ଆରମ୍ଭ ହୋଇଛି। ଏଥିରେ ସକାଳ ୧୧ଟା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୩୧ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ୪୧ ଆସନରେ ଆଗରେ…

୮ କୋଟି ଟଙ୍କାର କୁକୁର ଚୋରି

ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ ଏକ…

ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ ଏଭଳି ଏକ ଘୋଡ଼ା ମାଲିକ ସହିତ ଯୋଗଦେଇଛି। ମାଲିକ ତାରା ସିଂ ଘୋଡ଼ାର ନାମ…

ଦିଲ୍ଲୀ କପଡ଼ା ଗୋଦାମରେ ଲାଗିଲା ନିଆଁ: ୯ ମୃତ

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ନିଆଁ ଯେମିତି ଦିଲ୍ଲୀର ପିଛା ଛାଡୁନି। ପୁଣିଥରେ ରବିବାର ବିଳମ୍ବିତ ରାତିରେ କିରାରି ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ନିଆଁ ଲାଗିଯିବା ଫଳରେ ଏପର୍ଯ୍ୟନ୍ତ ଏଥିରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା…

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ରେ ସିଏଏ-ଏନ୍‌ଆର୍‌ସିକୁ ନା

ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କେରଳ ଥିରୁଭାନନ୍ତପୁରମର ଏକ…

ଝାଡ଼ଖଣ୍ଡରେ ତ୍ରିଶଙ୍କୁ ସ୍ଥିତି ସମ୍ଭାବନା

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ସକାଳ ୮ଟାରୁ ୨୪ ଜିଲା ମୁଖ୍ୟାଳୟରେ ଆରମ୍ଭ ହୋଇଛି। ରାଜ୍ୟରେ ତ୍ରିଶଙ୍କୁ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।…

ଝେଲମ୍‌ରେ ବ୍ରିଜ୍‌ ଲାଗି ସହଯୋଗ କଲେ ମୁସଲ୍‌ମାନ: ଭଙ୍ଗାଯିବ ୪୦ ବର୍ଷର ମସ୍‌ଜିଦ

ଶ୍ରୀନଗର୍‌, ୨୩ା୧୨(ପି.ଟି.): ଜମ୍ମୁ-କଶ୍ମୀରର ଝେଲମ୍‌ ନଦୀ ଉପରେ ବ୍ରିଜ୍‌ ନିର୍ମାଣ ଶେଷକରିବା ଲାଗି ମୁସଲ୍‌ମାନ ସମ୍ପ୍ରଦାୟ ସହଯୋଗର ହାତ ବଢ଼ାଇଛି। ଦୀର୍ଘ ୪୦ ବର୍ଷର ମସ୍‌ଜିଦ ଭାଙ୍ଗିବା ସହ ବ୍ରିଜ୍‌ କାମ ସମ୍ପୂର୍ଣ୍ଣ କରିବା ଲାଗି ସେମାନେ ରାଜି ହୋଇ ଏକ…

ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଜୟପୁରରେ ସମ୍ବିଧାନ ବଚାଓ ରାଲି

ଜୟପୁର, ୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଏନ୍‌ଆରସିକୁ ବିରୋଧ କରି ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଜୟପୁରରେ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ସମ୍ବିଧାନ ବଚାଓ ରାଲିରେ ପାଖାପାଖି ୩ ଲକ୍ଷ ଲୋକ ଯୋଗଦେଇଥିଲେ। ସିଏଏ…

ୟୁପି ସରକାରଙ୍କ ଅଭିଯୋଗ: ହିଂସା ପଛରେ ପିଏଫ୍‌ଆଇ, ସିମି

ଲକ୍ଷ୍ନୌ,୨୩ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ପାଇଁ ରାଜ୍ୟ ସରକାର ବାହାର ଲୋକଙ୍କୁ ଦାୟୀ କରୁଥିବାବେଳେ ଏଥିରେ ମୁସଲମାନ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଏବଂ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ସମ୍ପୃକ୍ତ ଥିବା…

ଦିଲ୍ଲୀରେ ମୋଦିଙ୍କ ବିଶାଳ ରାଲି: ସିଏଏ ନାଗରିକତ୍ୱ ଛଡ଼ାଇନେବା ପାଇଁ ନୁହେଁ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ନେଇ ଭାରତୀୟ ମୁସଲମାନମାନେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ତାଙ୍କୁ ଟାର୍ଗେଟ କରି ବିରୋଧୀମାନେ ଦେଶକୁ ବିଭାଜନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri