‘ଫ୍ରି କଶ୍ମୀର’ ପୋଷ୍ଟରକୁ ନେଇ ଆରମ୍ଭ ହେଲା ରାଜନୀତି
ମୁମ୍ବାଇ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ଦେଖାଯାଇଥିବା ଛାତ୍ର ଅଶାନ୍ତିକୁ ନେଇ ମୁମ୍ବାଇର ଗେଟ୍ ଓ୍ବେ ଅଫ୍ ଇଣ୍ଡିଆରେ ସୋମବାର ବିରୋଧ ପ୍ରଦର୍ଶନ କରାଯାଇଥିଲା। ମଙ୍ଗଳବାର ସେଠାରେ ‘ଫ୍ରି କଶ୍ମୀର’ ପୋଷ୍ଟର ଦେଖିବା ପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।…
ଜେଏନ୍ୟୁ ଛାତ୍ରସଂଘର ଅଧ୍ୟକ୍ଷାଙ୍କ ନାଁରେ ଏତଲା
ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ) ଛାତ୍ରସଂଘର ଅଧ୍ୟକ୍ଷା ଐଶ ଘୋଷ ଓ ୧୯ ଛାତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜୁ କରିଛି। ଜାନୁୟାରୀ ୪ରେ ସର୍ଭର ରୁମ୍ରେ ଭଙ୍ଗାରୁଜା ଓ ସୁରକ୍ଷାକର୍ମୀଙ୍କ ଉପରେ ଉକ୍ତ ଛାତ୍ରମାନେ ଆକ୍ରମଣ କରିଥିବା…
ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୭।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲଓ୍ବାମା ଜିଲାର ଅଓ୍ବନ୍ତିପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ସହିତ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା।…
ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଖାଦ୍ୟରେ ଜହର ମିଶାଇବା ଲାଗି ଆଇଏସ୍ଆଇର ଘୃଣ୍ୟ ଷଡ଼ଯନ୍ତ୍ର
ଶ୍ରୀନଗର,୭।୧: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଘୃଣ୍ୟ ଷଡ଼ଯନ୍ତ୍ର ରଚାଯାଇଛି। ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଖାଦ୍ୟରେ ଜହର ମିଶାଇବା ପାଇଁ ଆଇଏସ୍ଆଇ ପକ୍ଷରୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି…
ଟ୍ରମ୍ପଙ୍କ ସହ କଥା ହେଲେ ମୋଦି
ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି କଥାବର୍ତ୍ତା ସମୟରେ ଉଭୟ ନେତା କହିଛନ୍ତି ଦୁଇ ଦେଶର ସମ୍ପର୍କ ମଜଭୂତ ରହିଛି ଓ ଏହାକୁ ନେଇ ଦୁଇ ଦେଶ ଆଗକୁ…
ମାଓବାଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସହାୟକ ହେଉଛି ବାଇକ୍ ଆମ୍ବୁଲାନ୍ସ
ରାୟପୁର,୭।୧: ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ନାରାୟଣପୁରର ଅଧିକାଂଶ ଗାଁ ଏବେବି ମୁଖ୍ୟ ସଡ଼କ ସହ ଯୋଡି ହୋଇପାରି ନ ଥିବା ଏକ ବଡ ଅଞ୍ଚଳ ଭାବେ ପରିଚିତ। ଏଠାରେ ସଡ଼କ କହିଲେ ମାଟିର ରାସ୍ତା ଓ ଯାନ କହିଲେ…
କୋର୍ଟରେ ହାଜର ହେଲେ ଚିନ୍ମୟାନନ୍ଦ
ଶାହଜାହାନପୁର,୭ା୧(ପି.ଟି.)-ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସୋମବାର ସ୍ଥାନୀୟ ଅଦାଲତରେ ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି। ଚିନ୍ମୟାନନ୍ଦଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓମ୍ବୀରଙ୍କ ଅଦାଲତରେ…
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍ଙ୍କୁ ୧୫ ଦିନ ପାରୋଲ
ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି ପାରୋଲରେ ଛାଡ଼ିଛନ୍ତି। ତାଙ୍କ ମା’ ଅସୁସ୍ଥ ରହିବା ଓ ପାରିବାରିକ ଅବୁଝାମଣା ସୃଷ୍ଟିହେବାରୁ କୋର୍ଟ…
୧୩ରୁ ସାବରିମାଲା ମାମଲାର ଶୁଣାଣି
ନୂଆଦିଲ୍ଲୀ,୭ା୧(ପି.ଟି.): କେରଳର ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ୧୩ରୁ ଆରମ୍ଭ ହେଉଛି। ସୁପ୍ରିମକୋର୍ଟର ୯ ଜଣିଆ ପୀଠ ଏହି ମାମଲାର ଶୁଣାଣି କରିବେ। ଏନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ବିଜ୍ଞପ୍ତି…
ଭାଜପା-ବାମଦଳ ସମର୍ଥକ ମୁହାଁମୁହିଁ
କୋଲକାତା,୭ା୧(ଆଇଏଏନ୍ଏସ୍): ଜେଏନ୍ୟୁ କ୍ୟାମ୍ପସ୍ ହିଂସା ପ୍ରତିବାଦରେ ସୋମବାର ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳରେ ର଼୍ୟାଲି ଚାଲିଥିବାବେଳେ ବାମଦଳ ଓ ଭାଜପା ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠିଚାଳନା କରିଥିଲା। ଯାଦବପୁର ବିଶ୍ୱବିଦ୍ୟାଳୟ (ଜେୟୁ)ର ଛାତ୍ରୀଛାତ୍ର, ଏସ୍ଏଫଆଇ…
ସିଏଏ ହିଂସାକୁ ନେଇ ବର୍ଷିଲେ ଶାହା: ଦିଲ୍ଲୀରେ ଦଙ୍ଗା ଲାଗି କଂଗ୍ରେସ, ଏଏପି ଦାୟୀ
ନୂଆଦିଲ୍ଲୀ,୭ା୧(ପି.ଟି.): ସିଏଏକୁ ବିରୋଧ କରି ଦିଲ୍ଲୀରେ ଦଙ୍ଗା ଓ ପୋଡ଼ାଜଳା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କଂଗ୍ରେସ ଓ ଏଏପିକୁ ଦାୟୀ କରିଛନ୍ତି। ଲୋକଙ୍କୁ ବିଭ୍ରାନ୍ତ କରି ଏହି ଦୁଇ ଦଳ ପୋଡ଼ାଜଳା କରି ପାପ କରିଛନ୍ତି ବୋଲି ସେ ଏକ…
ବୁଧବାର ଭାରତ ବନ୍ଦ: କଂଗ୍ରେସର ସମର୍ଥନ
ନୂଆଦିଲ୍ଲୀ,୭ା୧: ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଆଗାମୀ ୮ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଏଭଳି ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରାୟ ୨୫ କୋଟି ଲୋକ ଏଥିରେ ଭାଗ ନେବେ ବୋଲି କୁହାଯାଇଛି।…
Archives


