ସବୁ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ କହିଲା ରେଳ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୧।୫: ଲକ୍ଡାଉନ ସତ୍ତ୍ୱେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ମଙ୍ଗଳବାରଠାରୁ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି। ଏହି ସମୟରେ ସମସ୍ତ ଯାତ୍ରୀ ‘ଆରୋଗ୍ୟ ସେତୁ’ ଆପ ବ୍ୟବହାର କରିବାକୁ ଉପଦେଶ ଦେଇଛି ରେଳ ମନ୍ତ୍ରଣାଳୟ। ଆହୁରି…
ଜୋତା ଦାନକରି ଜନତାଙ୍କ ହୃଦୟ ଜିତିଲା ଇନ୍ଦୋର ପୋଲିସ
ଇନ୍ଦୋର,୧୧।୫: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ନୂଆ ସମସ୍ୟାମାନ ମଧ୍ୟ ମୁଣ୍ଡ ଟେକୁଛି। କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ନିଜ ରାଜ୍ୟଛାଡି ବାହାର ରାଜ୍ୟକୁ…
ଟ୍ରେନ୍ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ: ମାସ୍କ ପିନ୍ଧିବା ଜରୁରୀ
ନୂଆଦିଲ୍ଲୀ,୧୧।୫: ଲକ୍ ଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରିଛନ୍ତି। ମେ’ ୧୨ ଅର୍ଥାତ୍ ମଙ୍ଗଳବାରଠାରୁ ୧୫ଟି ଟ୍ରେନ୍ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ସୋମବାର ସାରୁ ଟିକେଟ ବୁକିଂ ଆରମ୍ଭ…
ମେ ୧୫ରେ ଖୋଲିବ ବଦ୍ରିନାଥ ମନ୍ଦିର: ୨୭ ଜଣଙ୍କୁ ପ୍ରବେଶ ଅନୁମତି
ଚାମୋଲି,୧୧।୫: ଉତ୍ତରାଖଣ୍ଡରେ ଥିବା ପ୍ରଭୁ ବଦ୍ରିନାଥଙ୍କ ମନ୍ଦିର ମେ ୧୫ରେ ଖୋଲିବ। ତେବେ ମନ୍ଦିରରେ ପ୍ରବେଶ ପାଇଁ କେବଳ ୨୭ଜଣଙ୍କୁ ଅନୁମତି ମିଳିବ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ରହିବେ। ପ୍ରବେଶ…
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ
ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳର ଦୁଇ ଶିଶୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜ…
ସିକିମ୍-ଲାକ୍ଷାଦ୍ୱୀପରେ ଏପର୍ଯ୍ୟନ୍ତ ହୋଇନି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୧।୫: ଭାରତରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। ପ୍ରତିଦିନ ନୂଆ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସିକିମ୍ ଏବଂ ଲାକ୍ଷାଦ୍ୱୀପରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ…
ତେଲଙ୍ଗାନାରେ ୪ ଦିନରେ ୬୦୦ କୋଟିର ମଦ ବିକ୍ରି
ହାଇଦ୍ରାବାଦ,୧୧।୫: ତେଲଙ୍ଗାନାରେ ମାତ୍ର ୪ ଦିନରେ ୬୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏହାଯୋଗୁ ରାଜ୍ୟ ଏକ ରେକର୍ଡ କରିଛି। ଲକ୍ଡାଉନ୍ ସମୟରେ ରାଜ୍ୟର ରାଜସ୍ବ କ୍ଷତିକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଦ ବିକ୍ରି ପାଇଁ ଅନୁମତି…
ପ୍ରାର୍ଥିପତ୍ର ଦାଖଲ କରେ ଉଦ୍ଧବ
ମୁମ୍ବାଇ,୧୧।୫: ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ କରାଯିବ। ଏ ସମ୍ପର୍କରେ ମରାଠି ଭାଷାରେ ଟୁଇଟ କରି ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।…
ହୋମ ଆଇସୋଲେଶନକୁ ନେଇ ନୂଆ ନିୟମ ଆଣିଲେ ସରକାର
ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ସ୍ଥିତି ଏବେ ଉଦ୍ବେଗଜନକ ହୋଇଛି। ଏହି ସଂକ୍ରମଣକୁ ରୋକିବାକୁ ଏବେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ ସେହିଭଳି କେତେଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି…
ରିୟାଜ୍ ନାଇକୁଙ୍କ ମୃତ୍ୟୁ ପରେ ଜମ୍ମୁ-କଶ୍ମୀର ହିଜବୁଲ୍ ଡୋର ଘାଜି ହାଇଦରଙ୍କ ହାତରେ
ଶ୍ରୀନଗର,୧୧।୫: ହିଜବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀ ସଂଗଠନର ଜମ୍ମୁ-କଶ୍ମୀର କମାଣ୍ଡର ରିୟାଜ୍ ନାଇକୁଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିବା ପରେ ଏବେ ଏହି ପଦବୀରେ ୨୬ ବର୍ଷ ବୟସ୍କ ସଇଫୁଲା ମୀର୍ ଆକା ଘାଜି ହାଇଦର୍ଙ୍କୁ ନିଯୁକ୍ତ କରାଯାଇଛି। ଏବେ ସେ ଜମ୍ମୁ-କଶ୍ମୀରରେ ହିଜବୁଲ୍ର…
ମା’କ୍ଷୀରର ଚମତ୍କାରିତା: ବିନା ଔଷଧରେ କରୋନାକୁ ହରାଇଲା ୨୩ ଦିନର ଶିଶୁ !
ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର ଶିଶୁ। ଆଗ୍ରାର ଜଣେ ୨୩ ଦିନର ଶିଶୁ ମାତ୍ର ୧୫ ଦିନ ମଧ୍ୟରେ କରୋନା…
‘ବନ୍ଦେ ଭାରତ ମିଶନ’: ଲଣ୍ଡନରୁ ଫେରିଲେ ୩ଶହ ଭାରତୀୟ
ବେଙ୍ଗାଲୁରୁ,୧୧।୫: ‘ବନ୍ଦେ ଭାରତ ମିଶନ’ର ପଞ୍ଚମ ଦିନରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନରେ ସୋମବାର ପ୍ରାୟ ୩ଶହ ଭାରତୀୟ ଲଣ୍ଡନରୁ ଆସି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଆହୁରି ମଧ୍ୟ କିଛି ସ୍ବତନ୍ତ୍ର ବିମାନରେ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଆଣିବାର…
Archives


