ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର
ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାର୍ଚ୍ଚ ୫ରୁ ମାର୍ଚ୍ଚ ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ…
ପ୍ରବାସୀ ଭାରତୀୟ କେନ୍ଦ୍ରର ବଦଳିବ ନାମ: ହେବ ସୁଷମା ସ୍ବରାଜ ଭବନ
ନୂଆଦିଲ୍ଲୀ,୧୩।୨: ଭାଜପା ସଦସ୍ୟ ସୁଷମା ସ୍ବରାଜଙ୍କ ୬୮ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ସରକାର ପ୍ରବାସୀ ଭାରତୀୟ କେନ୍ଦ୍ରର ନାମ ବଦଳାଇବାକୁ ନିଷ୍ପତ୍ତି କରିଛନ୍ତି। ଏହାକୁ ସୁଷମା ସ୍ବରାଜ ଭବନ ଭାବେ ନାମିତ…
କେଉଁ ଭାରତୀୟ ରାଜନେତା ଅଧିକ ରୋମାଣ୍ଟିକ୍
ନୂଆଦିଲ୍ଲୀ,୧୩।୨: ପ୍ରେମ ସପ୍ତାହ ପାଳନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ଆସିଯାଇଛି ବର୍ଷକର ଅପେକ୍ଷା ପରେ ଆସୁଥିବା ସେହି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡେ’। ପ୍ରେମକୁ ନେଇ କେତେ କ’ଣ ଆଲୋଚନା ହେଉଥିବା ବେଳେ ମନକୁ ଆସେ ଆମ…
ମନେ ପଡିଲେନି ମମତା
କୋଲକାତା,୧୩।୨: ପଶ୍ଚିମବଙ୍ଗର ସତ୍ ଲେକ୍ ସେକ୍ଟର-୫ ଓ ସତ୍ ଲେକ୍ ଷ୍ଟାଡିୟମ ମଧ୍ୟରେ ଉଦ୍ଘାଟନ ହେବାକୁ ଥିବା ମେଟ୍ରୋ କରିଡରର ଉଦ୍ଘାଟନ ଉତ୍ସବ ପାଇଁ ଯେଉଁ ନିମନ୍ତ୍ରଣ ପତ୍ର ଛପାଯାଇଥିଲା ତାହ ଏବେ ଚର୍ଚ୍ଚାକୁ ଆସିଛି। ସେଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…
ରତନ ଟାଟାଙ୍କ ପ୍ରେମ କାହାଣୀ: ଚାଇନା ଯୋଗୁ ପ୍ରେମିକାଙ୍କୁ କରିପାରିଲେନି ବିବାହ
ମୁମ୍ବାଇ,୧୩।୨: ଟାଟା ଗ୍ରୁପ୍ର ଅଧ୍ୟକ୍ଷ ରତନ ଟାଟା ଚାଇନା ଯୋଗୁ ପ୍ରେମିକାଙ୍କୁ ବିବାହ କରି ପାରି ନ ଥିଲେ। ଏ ସମ୍ପର୍କରେ ସେ ନିଜ ଫେସ୍ବୁକ୍ ପେଜ୍ ହ୍ୟୁମାନ୍ସ୍ ଅଫ୍ ଦି ବମ୍ବେରେ ଶେୟାର କରିଛନ୍ତି। ରତନଟାଟା ଏହାକୁ ବୁଧବାର ରାତିରେ…
ପୁଲଓ୍ବାମା ଆକ୍ରମଣ: ଶହୀଦ୍ଙ୍କୁ ଝୁରୁଛି ମାତୃଭୂମି
ନୂଆଦିଲ୍ଲୀ,୧୩।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର ଦେଶକୁ ସମ୍ଭୀଭୁତ କରିଥିଲା। ୨୦୧୯ ଫେବୃୟାରୀ ୧୪ରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଦେଶର ୪୦ ଯବାନ ଶହୀଦ୍ ହୋଇଥିଲେ। ସମୟ ବିତି ଯାଇଛି। ତେବେ ଶହୀଦ୍ଙ୍କୁ ମାତୃଭୂମି ଝୁରୁଛି। ଆତଙ୍କବାଦୀ ଷଡ଼ଯନ୍ତ୍ର…
ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା
ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା ଆସନରୁ ଲଗାତର ଦ୍ୱିତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବିଧାୟକ ପ୍ରବୀଣ କୁମାରଙ୍କ ପିତା…
୩୭୦ ଉଚ୍ଛେଦ ପରେ ପ୍ରଥମ କରି ମାର୍ଚ୍ଚରେ ଜମ୍ମୁ-କଶ୍ମୀରରେ ହେବ ନିର୍ବାଚନ
ଜମ୍ମୁ,୧୩।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦର ପ୍ରାୟ ୬ ମାସ ପରେ ପ୍ରଥମ କରି ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୫ରୁ ୨୦ ମଧ୍ୟରେ ଏଠାରେ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ଗୁରୁବାର ନିର୍ବାଚନ କମିଶନର ସୂଚନା…
ବିବାହରେ ନିଜ ଓଜନର ବହି ମାଗିଲେ କନ୍ୟା
ଗାନ୍ଧିନଗର,୧୩।୨: ବିବାହରେ ଜଣେ କନ୍ୟା ବାପାଙ୍କୁ କୌଣସି ମୂଲ୍ୟବାନ ଦ୍ରବ୍ୟ ବଦଳରେ ନିଜ ଓଜନର ବହି ମାଗିଛନ୍ତି। ଏଭଳି ଘଟଣା ଗୁଜରାଟରେ ଘଟିଛି। ଏହା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ବାପାଙ୍କୁ କନ୍ୟା ଓଜନର ବହି ଯୋଗାଡ଼…
ୟୁପି ବିଧାନସଭାରେ ହଙ୍ଗାମା: ଗ୍ୟାସ ସିଲିଣ୍ଡର ପିଠିରେ ବୋହି ଗୃହରେ ପହଞ୍ଚିଲେ ବିରୋଧୀ ବିଧାୟକ
ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବିଧାନସଭାରେ ଶୁକ୍ରବାର ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ସିଏଏ, ଏନ୍ଆର୍ସି ଓ ଏନ୍ପିଆର୍କୁ ନେଇ ହୋହାଲ୍ଲା କରିଥିଲେ। ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ବିଧାୟକମାନେ ହାତରେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ…
କୋର୍ଟ ପରିସରରେ ଫୁଟିଲା ବୋମା: ମିଳିଥିଲା ପୂର୍ବରୁ ଧମକ
ଲକ୍ଷ୍ନୌ,୧୩।୨: ଲକ୍ଷ୍ନୌର କୋର୍ଟ ପରିସରରେ ଗୁରୁବାର ବୋମା ବିସ୍ଫୋରଣ ଘଟିଛି। ଦୁଇ ଆଇଜଜୀବୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଗଣ୍ଡଗୋଳ ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ବୋମା ବିସ୍ଫୋରଣ ଯୋଗୁ କେତେକ ଆଇନଜୀବୀ ଆହତ ହୋଇଛନ୍ତି। କୋର୍ଟରେ ଆଇନଜୀବୀ ସଂଘର…
ନିର୍ଭୟା ମାମଲା: ଗୋଟିଏ ଦିନ ଘୁଞ୍ଚିଲା ଶୁଣାଣି
ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୁଧବାର ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ…
Archives


