‘ସବ୍କା ସାଥ୍-ସବ୍କା ବିକାଶ’ ଏବେ ପାଲଟିଛି ‘ସବ୍କା ସର୍ବନାଶ’: ମମତା
କୋଲକାତା,୧୮।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହାଓଡାରେ ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିକୁ ମମତା ସମ୍ବୋଧିତ କରି କହିଛନ୍ତି, ଭାଜପା ଦେଶରେ...
ହାଇଦ୍ରାବାଦ୍ ଏନ୍କାଉଣ୍ଟର୍: ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର ପରେ ୯ ମହିଳାଙ୍କୁ ଜଳାଇ ହତ୍ୟା ଅଭିଯୋଗ; ପୋଲିସ ପକ୍ଷରୁ ସୂଚନା
ହାଇଦ୍ରାବାଦ୍,୧୮।୧୨: ହାଇଦ୍ରାବାଦ୍ ଏନ୍କାଉଣ୍ଟର ମାମଲାରେ ସ୍ଥାନୀୟ ପୋଲିସ ପକ୍ଷରୁ ବିସ୍ଫୋରକ ବୟାନ ଦିଆଯାଇଛି। ଏନ୍କାଉଣ୍ଟର ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କ ବିରୋଧରେ ବଳାତ୍କାର ପରେ ୯ ମହିଳାଙ୍କୁ ଜଳାଇ ହତ୍ୟା କରିଥିବା ଅଭିଯୋଗ ରହିଥିବା ପୋଲିସ କହିଛି।...
ଏଡ଼ିସି ବ୍ୟାଙ୍କ ମାନହାନି ମାମଲା: ରଣଦୀପ୍ ସୁରଜଓ୍ବାଲାଙ୍କୁ ଜାମିନ୍
ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁରଜଓ୍ବାଲାଙ୍କ ଜାମିନ୍ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍ କୋର୍ଟ ଏହା ମଞ୍ଜୁର କରିଛନ୍ତି। ଗୁଜରାଟ କଂଗ୍ରେସ ପ୍ରବକ୍ତା ମନିଷ ଦୋଷି ତାଙ୍କର ଜମାନତ...
ନିର୍ବାଚନରେ ଫାଇଦା ପାଇଁ ବିରୋଧୀ ଉସୁକାଉଛନ୍ତି ହିଂସା: କେଜରିଓ୍ବାଲ
ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଧାନୀରେ ନିଆଁ ଜଳୁଛି। ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ବୁଧବାର ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜର ପ୍ରତିକ୍ରିୟା...
ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ: ଅକ୍ଷୟଙ୍କ ପୁନର୍ବିଚାର ଆବେଦନ ଖାରଜ; ଦାଖଲ ହେବ କ୍ୟୁରେଟିଭ୍ ପିଟିଶନ
ନୂଆଦିଲ୍ଲୀ,୧୮।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ପୁନର୍ବିଚାର ଆବେଦନ ଖାରଜ ହୋଇଯାଇଛି। ଫଳରେ ଏବେ ଫାଶୀ ଦଣ୍ଡାଦେଶ ନିଶ୍ଚିତ ହୋଇଛି। ତେବେ ଏବେ ୪ ଦୋଷୀଙ୍କ ପକ୍ଷରୁ କ୍ୟୁରେଟିଭ୍ ପିଟିଶନ ଦାଖଲ...
ଅଜବ ଚୋର:ନୂଆ ମୋବାଇଲ ଚୋରି କରି ଛାଡିଗଲେ ପୁରୁଣା
ଚେନ୍ନାଇ, ୧୮।୧୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋର ପୋଲିସ ହାତରେ ଧରାପଡିଛନ୍ତି। ଚେନ୍ନାଇର ତୋନ୍ଦିୟରପେଟ ଅଞ୍ଚଳରେ ଏକ ମୋବାଇଲ ଦୋକାନରେ ଜଣେ ଚୋର ଗୋଟିଏ ନୂଆ ମୋବାଇଲ ଚୋରି ସଫଳ ରହିଥିଲେ। କିନ୍ତୁ ଚୋରି ପରେ ଦୋକାନରୁ...
ଜେଲ୍ର ଅନୁଭୂତି ବଖାଣିଲେ ପାୟଲ
ମୁମ୍ବାଇ: ଅଭିନେତ୍ରୀ ପାୟଲ ରୋହତଗି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ ଚାଲିଆସିଥିଲେ। ସୋମବାର ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ରାଜସ୍ଥାନ...
କେକ୍ ପ୍ରଦର୍ଶନୀରେ ଚନ୍ଦ୍ରୟାନ-୨ ଏବଂ ସେଣ୍ଟ୍ ବାସିଲ୍ କାଥେଡ୍ରଲ୍ ଚର୍ଚ୍ଚ ମଡେଲ
ବେଙ୍ଗାଲୁରୁ,୧୮।୧୨: ବେଙ୍ଗାଲୁରୁରେ ଜାରି ରହିଥିବା କେକ୍ ପ୍ରଦର୍ଶନୀରେ ଚନ୍ଦ୍ରୟାନ-୨ ଏବଂ ସେଣ୍ଟ୍ ବାସିଲ୍ କାଥେଡ୍ରଲ୍ ଚର୍ଚ୍ଚ ମଡେଲ ପ୍ରଦର୍ଶିତ ହୋଇଛି। ଏଠାରେ ୨୩ ପ୍ରକାର ଭିନ୍ନ ଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀ ଜାନୁୟାରୀ ୧ ପର୍ଯ୍ୟନ୍ତ ଚାଲିବ। ପ୍ରଦର୍ଶିତ...
୨୦୦୮ ଜୟପୁର ବୋମା ବିସ୍ଫୋରଣ: ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
ଜୟପୁର,୧୮।୧୨: ରାଜସ୍ଥାନ ଜୟପୁରରେ ୨୦୦୮ ମେ ୧୩ରେ ହୋଇଥିବା ବିସ୍ଫୋରଣ ମାମଲାରେ ୧୧ ବର୍ଷ ପରେ ବୁଧବାର ବିଶେଷ ଅଦାଲତ ରାୟ ଦେଇଛନ୍ତି। ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି। ବିଚାରପତି ଅଜୟ...
ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା କରିଛନ୍ତି। ଏସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି।...
ଜଗନମୋହନଙ୍କ ନୂଆ ଯୋଜନା: ଆନ୍ଧ୍ରପ୍ରଦେଶରେ ହେବ ୩ ରାଜଧାନୀ
ହାଇଦ୍ରାବାଦ୍,୧୮।୧୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀ ରାଜ୍ୟରେ ୩ ରାଜଧାନୀ ପ୍ରତିଷ୍ଠା ପାଇଁ ନୂଆ ଯୋଜନା କରିଛନ୍ତି। ଏନେଇ ବିଧାନସଭାରେ ସେ ସଙ୍କେତ ଦେଇଛନ୍ତି। ପ୍ରଭାବଶାଳୀ ଶାସନ ଲାଗି ଏଭଳି କରାଯିବ ବୋଲି ସେ କହିଛନ୍ତି। ଯୋଜନା ଅନ୍ତର୍ଗତ...
ପ୍ରଧାନମନ୍ତ୍ରୀ ଦୌଡ଼ରେ ମୁଁ ନାହିଁ: ଶାହ
ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ଦୌଡ଼ରେ ନ ଥିବା କଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତିି। ଏକ ସାକ୍ଷାତ୍କାରରେ ଶାହ ଏହା ପ୍ରକାଶ କରିଛନ୍ତି। ଦଳରେ ବହୁ ବରିଷ୍ଠ ନେତା ରହିଛନ୍ତି। ସେମାନଙ୍କ ତୁଳନାରେ ସେ ବହୁ ଜୁନିଅର ବୋଲି ଶାହ...
Archives


