ଜାତୀୟ

ହରିୟାଣାରେ ପବନରେ ହେବ ଆଳୁ ଚାଷ

କରନାଲ,୨୪।୧୨: ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ। ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ। ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଚାଷରେ ଉତ୍ପାଦନ ୧୦ରୁ ୧୨ ଗୁଣା ଅଧିକ ହେବ ବୋଲି କରନାଲସ୍ଥିତ ଆଳୁ ଗବେଷଣା...

ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ଭେଟିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରାୟ ୧୮ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ...

ଯାଦବପୁର ବିଶ୍ୱବିଦ୍ୟାଳୟରେ ପୁଣି ରାଜ୍ୟପାଳଙ୍କୁ ବିରୋଧ

କୋଲକାତା,୨୪।୧୨: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ପୁଣି ଛାତ୍ରଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ମଙ୍ଗଳବାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦେବାକୁ ଯାଇଥିଲେ। କିନ୍ତୁ ସେଠାରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନ...

ଏଏପି ବିଧାୟକଙ୍କ ନାଁରେ ଏତଲା

ଲକ୍ଷ୍ନୌ,୨୪।୧୨: ଆମ ଆଦ୍‌ମି ପାର୍ଟି (ଏଏପି) ବିଧାୟଙ୍କ ଅମାନତୁଲ୍ଲା ଖାଁ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଲୋକଙ୍କୁ ଉସୁକାଇବା ନେଇ ତାଙ୍କ ଉପରେ ଅଭିଯୋଗ ହେବା ସହ ଏତଲା ରୁଜୁ କରାଯାଇଛି। ସୋମବାର...

ସୋନିଆଙ୍କୁ ଶାଲ୍‌ ଘୋଡାଇ ଦେଲେ ରାହୁଲ

ନୂଆଦିଲ୍ଲୀ, ୨୪।୧୨: କଂଗ୍ରେସ ପକ୍ଷରୁ ମଙ୍ଗଳବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସ୍ମାରକୀ ନିକଟରେ ବିକ୍ଷୋଭ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ...

ଖତିଜା ପରଓ୍ବିନ୍‌ ଏବଂ ଅମରନାଥଙ୍କୁ ମିଳିଲା ଭାରତର ନାଗରିକତ୍ୱ

ନୂଆଦିଲ୍ଲୀ,୨୪।୧୨: ଦେଶରେ ସିଏଏକୁ ନେଇ ବିରୋଧ ଏବଂ ହିିଂସା ଜାରି ରହିଛି। ଇତିମଧ୍ୟରେ ଜମ୍ମୁ-କଶ୍ମୀରର ଖତିଜା ପରଓ୍ବିନ୍‌ ଏବଂ ଉତ୍ତରପ୍ରଦେଶରେ ବାସ କରୁଥିବା ଶରଣାର୍ଥୀ ଅମରନାଥଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରାଯାଇଛି। ଖତିଜା ପାକିସ୍ତାନର ବାସିନ୍ଦା। ତେବେ ୧୯୮୦ରେ ତାଙ୍କର...

‘କଂଗ୍ରେସ ମୁକ୍ତ ଭାରତ’ ପରିବର୍ତ୍ତେ ‘ଭାଜପା ମୁକ୍ତ’ ହେବାକୁ ଯାଉଛି ଦେଶ: ଶିବସେନା

ମୁମ୍ବାଇ, ୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ହୋଇଛି। ଏନେଇ ଶିବସେନା ଭାଜପାକୁ କଡ଼ା ସମାଲୋଚନା କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଏକ ଲେଖା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ଭାଜପା ‘କଂଗ୍ରେସ ମୁକ୍ତ ଭାରତ’...

ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ବିରୋଧରେ ବିବାଦୀୟ ପୋଷ୍ଟ: ଯୁବକଙ୍କୁ ମାଡ଼ମାରି ଲଣ୍ଡା କଲେ ଶିବସେନା ସମର୍ଥକ

ମୁମ୍ବାଇ,୨୪।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶିବସେନା ସମର୍ଥକ ଉକ୍ତ ଯୁବକଙ୍କୁ ମାଡ଼ମାରିବା ସହ ଲଣ୍ଡା କରିଦେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଝାଡ଼ଖଣ୍ଡ ନୂଆ ବିଧାୟକ: ୫୭ କୋଟିପତି; ୪୩ଙ୍କ ବିରୋଧରେ ଆପରାଧୀକ ମାମଲା

ରାଞ୍ଚି,୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ରାଜ୍ୟର ୮୧ ନୂଆ ବିଧାୟକଙ୍କ ମଧ୍ୟରେ ୫୭ ଜଣ କୋଟିପତି ରହିଛନ୍ତି। ସେହିପରି ୪୩ ଜଣଙ୍କ ବିରୋଧରେ ଆପରାଧୀକ ମାମଲା ରହିଛି। ନିର୍ବାଚନ ସମୟରେ ସେମାନଙ୍କ ଦ୍ୱାରା ଦାଖଲ ହୋଇଥିବା...

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ମୋଦି

ନୂଆଦିଲ୍ଲୀ,୨୪।୧୨: ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌର ଲୋକ ଭବନରେ ଏହି ମୁର୍ତ୍ତି ପ୍ରତିଷ୍ଠା...

ଡିସେମ୍ବର ୨୭ରେ ଶପଥ ନେଇ ପାରନ୍ତି ହେମନ୍ତ

ରାଞ୍ଚି,୨୪।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଣ୍ଟକୁ ବହୁମତ ମିଳିଛି। ୮୧ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ୪୭ ଆସନ ହାତେଇଛି। ସରକାର ଗଠନ ପାଇଁ ୪୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ମେଣ୍ଟ ପାଖରେ ଏହାଠାରୁ...

ଦିଲ୍ଲୀ ଜୋତା କାରଖାନାରେ ନିଆଁ

ନୂଆଦିଲ୍ଲୀ,୨୪।୧୨: ରାଜଧାନୀ ଦିଲ୍ଲୀର ପିଛା ଛାଡୁନି ନିଆଁ। ମଙ୍ଗଳବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଥିବା ଜଣାପଡିଛି। ନରେଲା ଇଣ୍ଡଷ୍ଟ୍ରିରିଆଲ୍‌ ଅଞ୍ଚଳରେ ଥିବା ଏକ ଜୋତା କାରଖାନାରେ ମଙ୍ଗଳବାର ସକାଳୁ ନିଆଁ ଲାଗିଯିବା ଖବର ପାଇ ତୁରନ୍ତ ଦମକଳ ବାହୀନି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri