ନିଶିକାନ୍ତ, ଦୀନେଶଙ୍କୁ ବହିଷ୍କାର କର: କଂଗ୍ରେସ
ନୂଆଦିଲ୍ଲୀ,୨୧ା୪: ଲୋକ ସଭାରେ ଚତୁର୍ଥ ଥର ପାଇଁ ଭାଜପାରୁ ପ୍ରତିନିଧିତ୍ୱ କରୁଥିବା ନିଶିକାନ୍ତ ଦୁବେ ଶନିବାର ଏନେଇ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନକାରାମତ୍କ ମନ୍ତବ୍ୟ ଦେଇଥିଲେ। ନିଶିକାନ୍ତ କହିଥିଲେ, ସର୍ବୋଚ୍ଚ ଅଦାଲତ ନିଜ ସୀମା ଲଂଘି ଆଇନ…
ଆଜି ମୋଦି-ଭାନ୍ସ ଆଲୋଚନା
ନୂଆଦିଲ୍ଲୀ,୨୧।୪(ପି.ଟି.): ଭାରତ ଗସ୍ତରେ ଆସୁଥିବା ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଓ ତାଙ୍କ ସ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ସେକେଣ୍ଡ ଲେଡି ଉଷା ଭାନ୍ସଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସନ୍ଧ୍ୟାରେ ୭ ଲୋକକଲ୍ୟାଣ ମାର୍ଗ ବାସଭବନରେ ନୈଶଭୋଜିର ଆୟୋଜନ…
ଠାକ୍ରେ ଭ୍ରାତା ଏକାଠି ହେବା ଚର୍ଚ୍ଚାକୁ ସଞ୍ଜୟ ରାଉତଙ୍କ ଖଣ୍ଡନ
ମୁମ୍ବାଇ,୨୦।୪: ପରସ୍ପରଠାରୁ ଦୂରେଇ ଯାଇଥିବା ଉଦ୍ଧବ ଠାକ୍ରେ ଏବଂ ରାଜ୍ ଠାକ୍ରେ ଏକାଠି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଶିବସେନା (ୟୁବିଟି) ଏମ୍ପି ସଞ୍ଜୟ ରାଉତ ଏହାକୁ ଖଣ୍ଡନ କରିଛନ୍ତି। ୨ ଭାଇଙ୍କ ମଧ୍ୟରେ କେବଳ ଏକ ଭାବନାତ୍ମକ କଥାବାର୍ତ୍ତା…
ଦେଶର ଏକମାତ୍ର ଟ୍ରେନରେ ଯାତ୍ରୀମାନଙ୍କୁ ମାଗଣାରେ ମିଳେ ଖାଇବା, ରେଲୱେ ଦେଉନଥାଏ ତେବେ ଖର୍ଚ୍ଚ କେଉଁଠୁ ଆସୁଛି?
ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ଖାଦ୍ୟ ପାଇଁ ଆପଣଙ୍କୁ ଟିକେଟ ସହିତ ତା’ର ମୂଲ୍ୟ ମଧ୍ୟ ପ୍ରଦାନ କରିବାକୁ ପଡ଼ିଥାଏ। ଯଦି ଆପଣ ଏହା ନକରନ୍ତି, ତେବେ ଖାଦ୍ୟ କିଣିବା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ଦେଶରେ ଏକ ଟ୍ରେନ…
ଫ୍ରାନ୍ସରୁ ୨୬ ରାଫାଲ ଜେଟ୍ କିଣିବ ଭାରତ
ନୂଆଦିଲ୍ଲୀ,୨୦।୪: ଭାରତୀୟ ନୌସେନା ପାଇଁ ନୂଆଦିଲ୍ଲୀ ଫ୍ରାନ୍ସରୁ ୨୬ଟି ରାଫାଲ ମେରାଇନ୍ ଏୟାରକ୍ରାଫ୍ଟ କିଣିବାକୁ ଯାଉଛି। ଏଥିପାଇଁ ଆସନ୍ତା ୨୮ ତାରିଖରେ ଉଭୟ ଦେଶ ୬୩,୦୦୦ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରିପାରନ୍ତି। ଏହା ଦୁଇଦେଶ ମଧ୍ୟରେ ସବୁଠୁ ବଡ଼ ଡିଲ୍…
JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ
ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ ଓରଫ ପ୍ରିନ୍ସ ବଜରଙ୍ଗୀଙ୍କ ଏକ ସିସିଟିଭି ଫୁଟେଜ ଭାଇରାଲ ହେଉଛି। ଏହି ଭିଡିଓରେ, ପ୍ରିନ୍ସ…
କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା
ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ ଘରେ ତାଙ୍କ ମୃତଦେହ ମିଳିଥିଲା ସେଠାରେ ଚାରିଆଡ଼େ ରକ୍ତ ପଡ଼ିଥିବା ପୋଲିସ କହିଛି। ପୋଲିସ…
Mallikarjun Kharge: ଡବଲ ଇଞ୍ଜିନ ନୁହେଁ, ବିହାରକୁ ଦରକାର ସିଙ୍ଗଲ ଇଞ୍ଜିନ ସରକାର, କାହିଁକି ଏମିତି କହିଲେ ଖାର୍ଗେ, ଜାଣନ୍ତୁ…
ପାଟନା,୨୦।୪: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ Mallikarjun Kharge ରବିବାର (୨୦ ଏପ୍ରିଲ, ୨୦୨୫) ବିହାରରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ରାଜ୍ୟରେ ଶାସକ ଭାଜନା ଏବଂ ଜେଡିୟୁ ଉପରେ ଆକ୍ରମଣ କରି ସେ ଭାଜପା ମିଛ କହୁଥିବା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ…
ଜଣେ ମନ୍ତ୍ରୀ ୭ ବିଧାୟକ…, ମୋଦିଙ୍କ ମଡେଲ ଲାଗୁକଲେ Rekha Gupta
ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ଦ୍ରୁତ ବିକାଶ ପାଇଁ, Rekha Gupta ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମଡେଲକୁ କାର୍ଯ୍ୟକାରୀ କରଛନ୍ତି। କେନ୍ଦ୍ରର ମୋଦି ସରକାରଙ୍କ ‘ସଂସଦ ଆଦର୍ଶ ଗ୍ରାମ ଯୋଜନା’ ପରି, ଦିଲ୍ଲୀ ସରକାର ମଧ୍ୟ ଏହାର ସମସ୍ତ ମନ୍ତ୍ରୀଙ୍କୁ ସାତ ଜଣ ବିଧାୟକଙ୍କ…
Supreme Courtଙ୍କ ଉପରେ ବୟାନ ଦେଇ ଫସିଗଲେ ଭାଜପା ନେତା? ଆଟର୍ଣ୍ଣି ଜେନରାଲଙ୍କ ପାଖେ ପହଞ୍ଚି ଗଲା ଚିଠି
ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତିଙ୍କ ସମ୍ପର୍କରେ ଏମପି ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନକୁ ନେଇ ଅବମାନନା ମାମଲା ରୁଜୁ ପାଇଁ ଦାବି ଆରମ୍ଭ ହୋଇଛି। Supreme Courtର ଜଣେ ଓକିଲ ରେକର୍ଡରେ ଥିବା ଓକିଲ ଆଟର୍ଣ୍ଣି ଜେନେରାଲଙ୍କୁ ଏକ ଚିଠି…
Landslide: କୁଆପଥର ମାଡ଼ ସହ ଭୂସ୍ଖଳନ, ୩ ମୃତ, ଉଦ୍ଧାର କାର୍ଯ୍ୟ ଜାର
ଜମ୍ମୁ,୨୦।୪: ଜମ୍ମୁ-କଶ୍ମୀରରେ ପାଗ ପୁଣି ଥରେ ତାଣ୍ଡବ ରଚିଛି। ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପ୍ରବଳ ପବନ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। କିଛି ସ୍ଥାନରେ, ନଦୀଗୁଡ଼ିକ ଗାଁଗୁଡ଼ିକୁ ବୁଡ଼ାଇ ଦେଇଥିବା ବେଳେ, ଅନ୍ୟ ସ୍ଥାନରେ…
ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତି
ନୂଆଦିଲ୍ଲୀ,୨୦।୪: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍ ସରକାରଙ୍କୁ ନିନ୍ଦା କରିଛି। ଅନ୍ତରୀଣ ସରକାରଙ୍କ ଶାସନରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଢାଞ୍ଚାର ଏକା ଏକ ଅଂଶବିଶେଷ…
Archives


