ଜାତୀୟ

କଂଗ୍ରେସ ବିଧାୟକ ହୋଟେଲରେ ଦେଖୁଛନ୍ତି ସଲିମ୍‌ର ବିଦ୍ରୋହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଜୟପୁର, ୧୮।୭: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଗତ ୫ ଦିନ ଧରି ଦିଲ୍ଲୀ ରୋଡ ସ୍ଥିତ ଆଲିଶାନ୍‌ ରିସୋର୍ଟରେ ରହିଥିବା ୧୦୦ରୁ ଅଧିକ କଂଗ୍ରେସ ବିଧାୟକଙ୍କକୁ ବଡ଼ ପରଦାରେ ହିନ୍ଦୀ ଫିଲ୍ମ ‘ମୋଗଲ-ଇ-ଆଜମ୍‌’ ଦେଖାଯାଉଛି। ଏଥିରେ ମୋଗଲ…

ମଧ୍ୟପ୍ରଦେଶ କଂଗ୍ରେସକୁ ଆଉ ଏକ ଝଟ୍‌କା: ଭାଜପାରେ ଯୋଗଦେଲେ ସୁମିତ୍ରା

ଭୋପାଳ,୧୮।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା କଳି ମଧ୍ୟରେ କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶରେ କଂଗ୍ରେସର ଆଉ ଜଣେ ବିଧାୟକ ସୁମିତ୍ରା ଦେବୀ କାସ୍‌ଡେକର ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ ହୋଇଥିବା ଜଣାପଡ଼ିଛି। ଏନେଇ…

ରାଜସ୍ଥାନ ରାଜନୀତିକୁ ନେଇ ମୁହଁ ଖୋଲିଲା ଭାଜପା

ନୂଆଦିଲ୍ଲୀ,୧୮।୭: ରାଜସ୍ଥାନ ରାଜନୀତିରେ ଏବେ ଏଣ୍ଟ୍ରି ମାରିଛି ଭାରତୀୟ ଜନତା ପାର୍ଟି(ଭାଜପା)। ଶନିବାର ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ସେ କହିଛନ୍ତି କଂଗ୍ରେସର ଲଢେଇ ଏବେ ରାସ୍ତା ଉପରକୁ ଚାଲି ଆସିଛି। ଏବେ…

୨୪ ଘଣ୍ଟାରେ ୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଦକ୍ଷିଣ କଶ୍ମୀରର ଶୋପିଆନ୍‌ ଜିଲାର…

ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍‌ଏଫ୍‌ ମୁଖ୍ୟଙ୍କୁ ଜେରା

ମୁମ୍ବାଇ,୧୮।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍‌ ସମୟ ମଧ୍ୟରେ କେତେକ ବଡ଼ ସେଲିବ୍ରିଟିଙ୍କୁ ପଚରାଉଚରା କରି ଏହି ମାମଲାର ରହସ୍ୟ ଉପରୁ ପର୍ଦ୍ଦା ଉଠାଇବାକୁ ପୋଲିସ…

ନିର୍ବାଚନ ପ୍ରଚାରକୁ ନେଇ ରାଜନୈତିକ ଦଳର ମତ ଲୋଡିଲେ କମିଶନ

ନୂଆଦିଲ୍ଲୀ,୧୮।୭: କରୋନା ଭାଇରସ ସଂକ୍ରମଣ ଯୋଗୁ ସବୁ ସ୍ତରରେ କିଛି ନା କିଛି ବାଧା ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ନିର୍ବାଚନ କମିଶନ ରାଷ୍ଟ୍ରୀୟ ଓ ଆଞ୍ଚଳିକ ଦଳର ମତ ଲୋଡିଛନ୍ତି। ଏହି ସମୟରେ ନିର୍ବାଚନ ପ୍ରଚାର, ରାଜନୈତିକ ବୈଠକ…

କରୋନା ଅଣାୟତ୍ତ: ୨୦ ଦିନରେ ୨୦ ଲକ୍ଷ ଟପିବା ଆଶଙ୍କା

ନୂଆଦିଲ୍ଲୀ, ୧୮।୭: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଆସନ୍ତା ୨୦ ଦିନରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା ହୋଇ ୨୦ ଲକ୍ଷ ଛୁଇଁବାର ଆଶଙ୍କା ଥିବା ପୂର୍ବାନୁମାନ କରାଯାଇଛି। ପୂର୍ବରୁ କେରଳର ଡାଟା ବିଶେଷଜ୍ଞ ଜେମ୍ସ୍‌ ଓ୍ବିଲସନ୍‌…

କରୋନା ସଂକ୍ରମଣ: ଶିଶୁଙ୍କ ସୁସ୍ଥତା ହାର ଶହେ ପ୍ରତିଶତ!

ଭୋପାଳ,୧୮।୭: କରୋନା ସଂକ୍ରମଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହା କବଳରେ ଛୋଟଠାରୁ ବଡ ସମସ୍ତେ ପଡି ଯାଉଥିବା ବେଳେ କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିକଟରେ ଦେଖାଯାଇଛି ଭୋପାଳରେ ଜୁଲାଇ ମାସଠାରୁ ସଂକ୍ରମିତଙ୍କ…

ମହାରାଷ୍ଟ୍ର ପାଠ୍ୟକ୍ରମରେ ବଡ଼ ଭୁଲ: ବଦଳାଇ ଦିଆଯାଇଛି ବିପ୍ଲବୀ ସୁଖଦେବଙ୍କ ନାଁ

ମୁମ୍ବାଇ, ୧୮ା୭: ମହାରାଷ୍ଟ୍ରରେ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିବା ପାଠ୍ୟକ୍ରମରେ ଏକ ବଡ଼ ଭୁଲ ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀର ମରାଠୀ ବାଲ ଭାରତୀ ପୁସ୍ତକରେ ବିପ୍ଲବୀ ସୁଖଦେବଙ୍କ ସ୍ଥାନରେ କୁର୍ବାନ ହୁସେନଙ୍କ ନାମ ଛପା ହୋଇଥିବା ଦେଖିବାକୁ ମିଳିଛି।…

୧୦ ଲକ୍ଷ ଟପିଲା ଭାରତ

ନୂଆଦିଲ୍ଲୀ, ୧୮।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଶନିବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ ଛୁଇଁଛି। ଗତ ୨୪…

ବାବା ଅମରନାଥଙ୍କ ଆଶିଷ ଭିକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁ,୧୮।୭: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଦୁଇ ଦିନିଆ ଜମ୍ମୁ-କଶ୍ମୀର ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ପ୍ରତିରକ୍ଷାମନ୍ତ୍ରୀ ପ୍ରଥମେ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଉପରାଜ୍ୟପାଳ ଗିରିଶ ମୁର୍ମୁଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସେନା…

ପୁଣି ସଂଘର୍ଷ ଆଶଙ୍କା: ଡେପସାଙ୍ଗ୍‌ ଉପରେ ଚାଇନା ଆଖି

ଲଦାଖ, ୧୮।୭: ଭାରତ ଚାଇନା ମଧ୍ୟରେ ଲଦାଖ ସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ର ଗଲଓ୍ବାନ ଘାଟିରେ ହିଂସ୍ରକ ସଂଘର୍ଷ ଘଟିବା ପରେ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୪ ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ଏପରି ସ୍ଥଳେ ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?